<< geolatry geologian >>

geologer Meaning in Odia (Oriya). ( geologer ଶବ୍ଦର ଓଡିଆ ଅର୍ଥ)



ଭୂବିଜ୍ଞାନୀ,

Noun:

ଭୂବିଜ୍ଞାନ |,

geologer తెలుగు అర్థానికి ఉదాహరణ:

|ଗହ୍ୱରର ପ୍ରଥମ କିଛି ବର୍ଷର ଇତିହାସ ଅନିର୍ଦ୍ଦିଷ୍ଟ: କିଛି ସ୍ଥାନୀୟ ଭୂବିଜ୍ଞାନୀମାନେ ୧୯୬୦ରୁ ମାଟି ଧସି ଗହ୍ୱର ସୃଷ୍ଟି ହୋଇଥିବା ଓ ୧୯୮୦ ମସିହା ପର୍ଯ୍ୟନ୍ତ ଏଥିରେ ଅଗ୍ନି ସଂଯୁକ୍ତ ହୋଇନଥିବାର ଅନୁମାନ କରନ୍ତି ।

|ମିଥେନ୍ ଗ୍ୟାସର ବ୍ୟାପ୍ତି ଅଟକାଇବା ପାଇଁ ସୋଭିଏତ ଭୂବିଜ୍ଞାନୀମାନେ ଜାଣିଶୁଣି ଏହି ଗ୍ୟାସ ଗହ୍ୱରରେ ଅଗ୍ନି ସଂଯୁକ୍ତ କରିଥିବାର ଅନୁମାନ କରାଯାଏ ।

|ଭୂବିଜ୍ଞାନୀମାନଙ୍କ ପାଇଁ କେଲିମୁଟୁ ଆଗ୍ରହ ସୃଷ୍ଟି କରିଥାଏ ।

ବହୁ ଭୂଗୋଳବିତ୍ ଓ ଭୂବିଜ୍ଞାନୀ ଗୋବି ଏବଂ ତାକଲାମାକାନକୁ ଦୁଇଟି ସ୍ୱତନ୍ତ୍ର ଅଞ୍ଚଳ ବୋଲି ବିଚାର କରିଥାନ୍ତି ।

|ଭୂବିଜ୍ଞାନୀ ବିଷ୍ଣୁ ପଦଙ୍କୁ ସେ ୩୦ ଅକ୍ଟୋବର ୧୯୬୪ ତାରିଖ ଦିନ ବିବାହ କରିଥିଲେ ଯେତେବେଳେ ତାଙ୍କର ବୟସ ୧୭ ବର୍ଷ ଥିଲା ।

| ଇତିହାସ ||ତୁର୍କମେନୀ ଭୂବିଜ୍ଞାନୀ ଆନାତୋଲି ବୁଶ୍ମାକିନ୍‍ଙ୍କ ମତାନୁସାରେ ୧୯୭୧ ମସିହାରେ ସୋଭିଏତ ସଂଘର ଯନ୍ତ୍ରୀମାନେ ଏହି ସ୍ଥାନ ଆବିଷ୍କାର କରିଥିଲେ ।

ତିନୋଟି ହ୍ରଦ ଗୋଟିଏ ପାହାଡ଼ରେ ଥାଇ ଭିନ୍ନ ରଙ୍ଗର ତରଳ ପଦାର୍ଥ ଧାରଣ କରିବା ଭୂବିଜ୍ଞାନୀଙ୍କ କୌତୁହଳର କାରଣ ।

geologer's Meaning in Other Sites