<< genuine genuineness >>

genuinely Meaning in Odia (Oriya). ( genuinely ଶବ୍ଦର ଓଡିଆ ଅର୍ଥ)



ପ୍ରକୃତରେ, ସତରେ,

Adverb:

ସତରେ,

genuinely తెలుగు అర్థానికి ఉదాహరణ:

ବିଜ୍ଞାନର ଅବଦାନ ଅତୁଳନୀୟ କିନ୍ତୁ ସମ୍ଭବତଃ ଦେଖିବାକୁ ଗଲେ ଆମେ ଦେଖିବା ପ୍ରକୃତରେ ଏହା ସୂର୍ଯ୍ୟଙ୍କର ଯେଗୁଁ ସମ୍ଭବ।

ଏହାଛଡା ବାବ୍ରୀ ମସଜିଦ ପ୍ରକୃତରେ କିଏ ନିର୍ମାଣ କରିଥିଲେ, ଏହି ବିଷୟରେ ମଧ୍ୟ ତିନିଜଣ ନ୍ୟାୟାଧୀଶ ସହମତ ହୋଇପାରି ନ ଥିଲେ ।

|ପ୍ରକୃତରେ ଏକ ଭୌତିକ ଟ୍ରାନ୍ସଫର୍ମରରେ (physical transformer) ପ୍ରାଥମିକ ଓ ଦ୍ୱିତୀୟକ ୱାଇଣ୍ଡିଂକୁ ଗୋଟିଏ ଉପରେ ଅନ୍ୟଟିକୁ ଗୁଡେଇ ଦିଆଯାଇଥାଏ ।

ଦୁଇ ମାସର ତଦନ୍ତ ପରେ ଜଣା ପଡ଼ିଲା ଯେ ପ୍ରକୃତରେ ସରିସ୍କା ଜଙ୍ଗଲରେ ଆଉ ମହାବଳ ବାଘ ନଥିଲେ ।

|ଯଥାର୍ଥତା|ପ୍ରକୃତରେ ଏକ ଦିନ ସମାନ ୮୬,୪୦୦ ସେକେଣ୍ଡ ଅଟେ ।

ଅଧିକାଂଶ ସରୀସୃପ, ମାଛ, ସନ୍ଧିପଦ, ଉଭୟଚର, କୀଟ ପତଙ୍ଗ ଓ ପକ୍ଷୀମାନଙ୍କ ଅଣ୍ଡା ପ୍ରକୃତରେ ଏକ ଯୁଗ୍ମଜ ଅଟେ, ଯାହାକି ଡିମ୍ବାଣୁର ସମାୟନ (fertilization of Ovum) ଫଳରେ ସୃଷ୍ଟି ହେଇଥାଏ ; ଯାହାକି ପରେ ଶରୀର ଭିତରୁ ବାହାରି ଆସି ବଢିବାକୁ ଲାଗେ, ଯେଉଁ ପର୍ଯ୍ୟନ୍ତ ଯୁଗ୍ମଜଟି ନିଜେ ବଞ୍ଚିବା ପାଇଁ ସକ୍ଷମ ହୋଇନାହିଁ ।

ଉପରୁ ଦେଖିଲେ ଆମେ ଜାଣିପାରୁ ନାହିଁ ଏତେ ଗୁଡ଼ାଏ ହାଡ଼ ଆମ ଦେହରେ ଅଛି ବୋଲି - କିନ୍ତୁ ପ୍ରକୃତରେ ଅଛି ଦୁଇଶହ ଛଅ ଖଣ୍ଡ।

ଏହି ମୋଗଳ ସ୍ଥାପତ୍ୟ ପ୍ରକୃତରେ ଇସ୍ଲାମିକ , ପାର୍ସିଆନ , ତୁର୍କିସ ଓ ଭାରତୀୟ ସ୍ଥାପତ୍ୟ ଶୈଳୀର ସମ୍ମିଶ୍ରଣ ।

ସୁସ୍ୱାନୀଙ୍କର ନିଦ ଭାଙ୍ଗିଗଲା ଓ ସେ ତାଙ୍କୁ ମାଆଙ୍କୁ ତାଙ୍କର ସ୍ୱପ୍ନ ବୃତ୍ତାନ୍ତ କ‌ହିବା ପରେ ଦେଖିଲେ ପ୍ରକୃତରେ ସମସ୍ତଙ୍କ ମଥାରେ ଗେରୁଆ ତିଳକ ଲାଗିଛି ।

ପ୍ରକୃତରେ ଲଣ୍ଠନର ଉଦ୍ଭାବନ ନିରାପଦ ଆଲୋକ ପାଇବା ଉଦ୍ଦେଶ୍ୟରେ ହିଁ ହୋଇଥିଲା।

|ନିର୍ମାଣ|ଏହି ହ୍ରଦଟି ପ୍ରକୃତରେ କରବାନ ବଜାର ନ‌ଦୀରୁ ବାହାରିଥିବା ଏକ ନାଳ ଅଥବା କେନାଲର ଅଂଶ ।

ଏହି ପ୍ରଶାସନିକ ବ୍ୟାଖ୍ୟାଦ୍ୱାରା କିଛି ସହର ତାଲିକା ଭିତରକୁ ଆସୁଥିଲେ ମଧ୍ୟ ପ୍ରକୃତରେ ସେଗୁଡ଼ିକ ନିର୍ଧାରିତ ମନଠାରୁ ସାନ ।

|ଲେଖକଙ୍କ ମତରେ ସେ ପ୍ରକୃତରେ ଜଣେ ଲୀଳାବତୀ କନ୍ୟା ।

genuinely's Usage Examples:

finished his tax papers and he does not believe that she could be genuinely unoffended at being called pretentious.


Mark Braxton of Radio Times awarded it two stars out of five, describing it as a firm fan favourite but a limp sequel to Kinda, adding where Kinda had bravura performances and genuinely unsettling moments, here the coils of plot and subtext hang rather limply.


published by the Socialist Workers Party, for something more genuinely "leftie", such as the Morning Star.


In 1988, when talking about the effects of coaching fast bowlers, Geoffrey Boycott commented, Remember what happened to Graham Dilley, who started out as a genuinely quick bowler.


He also seems to be more genuinely sadistic than Knives.


unwillingness to forego certain comforts, such as having more than "a thimbleful of water a day" and seems genuinely shocked they refuse to accept martial.


Big Dada's unique and it will always be unique because it's a philosophy, y'know? It's unique because it dares to stick its neck out and it's run by people who genuinely love music.


mix of fakes, hokum, and the genuinely educational and introduced the "hootchy-cootchy" version of the belly dance in the "Street in Cairo" amusement;.


For such a community to ever come into being, "philosophers [must] become kings…or those now called kings [must]…genuinely.


These self-obsessed women seemed genuinely unaware that 9/11 was an attack on our nation and acted as if the terrorist attacks happened only to them.


genuinely informative reading, on a variety of literary-related subjects, blissfully free of that consciously ‘ironic’ style of commentary that sadly informs.


It was aimed to help customers who were genuinely facing hardship and therefore not everyone would be eligible.



Synonyms:

truly, really,

Antonyms:

insincerely,

genuinely's Meaning in Other Sites