<< geminids geminous >>

geminis Meaning in Odia (Oriya). ( geminis ଶବ୍ଦର ଓଡିଆ ଅର୍ଥ)



ମିଥୁନ,

(ଜ୍ୟୋତିଷ ଶାସ୍ତ୍ର,

Noun:

ମିଥୁନ,

People Also Search:

geminous
geminus
gemlike
gemma
gemmae
gemman
gemmate
gemmated
gemmating
gemmation
gemmations
gemmed
gemmery
gemmier
gemmiferous

geminis తెలుగు అర్థానికి ఉదాహరణ:

ମରାମତି ସମୟରେ ଏଠାରୁ ସୂର୍ଯ୍ୟମୂର୍ତ୍ତି, ଚାରିଭୂଜା ମହିଷାମର୍ଦ୍ଦିନୀ, ଅଷ୍ଟଭୂଜା ଚାମୁଣ୍ଡା, ଚାରିଭୂଜା ଚାମୁଣ୍ଡା ପାର୍ବତୀମୂର୍ତ୍ତି, ଗଣେଶମୂର୍ତ୍ତି, ପ୍ରାଚୀନ ମନ୍ଦିରର ବଜ୍ରମସ୍ତକ, ଆମଳକ ଶିଳା, ଅନେକ ପ୍ରାଚୀନ ସ୍ତମ୍ଭର ଉପରିଭାଗ, ମିଥୁନମୂର୍ତ୍ତି, କ୍ଷୁଦ୍ରକ୍ଷୁଦ୍ର ବୌଦ୍ଧ ସ୍ତୂପ ଭଳି ପଥରଖଣ୍ଡ ଯେଉଁଥିରେ କି ପୂଜକ ଶିବଲିଙ୍ଗକୁ ପୂଜା କରୁଥିବାର ଦୃଶ୍ୟ ଖୋଦିତ ହୋଇଛି, ତାନ୍ତ୍ରିକ ମନ୍ଦିରର ଉପରିଭାଗ ଆଦି ମିଳିଛି ।

ଏହା ମିଥୁନ ସଂକ୍ରାନ୍ତିରୁ ଆରମ୍ଭ ହୋଇ ମାସାନ୍ତରେ ଶେଷ ହୁଏ ।

|ବୈଦିକ ଜ୍ୟୋତିଷମତେ ମିଥୁନ ରାଶି ରଜଗୁଣୀ, ଦ୍ୱାତ୍ମିକ ରାଶି, ଶୁଦ୍ରଜାତି, ବାୟୁତତ୍ତ୍ୱ ବିଶିଷ୍ଟ ଏକ ବିଷମ ରାଶି ।

| ଅଧିକ ତଥ୍ୟ |"Indian national calendar"| ଆଧାର |ଗଣସମ୍ପାଦନା ଅଭିଯାନ ୧୦୦୦୦ରେ ତିଆରି ପ୍ରସଙ୍ଗ|ମାସ ସୌର ବର୍ଷର ତୃତୀୟ ମାସ ହେଉଛି ମିଥୁନ ମାସ ।

ଏହି ପ୍ରତ୍ୟେକ ଭାଗ ୩୦ ଡିଗ୍ରୀ ଅଟେ ଓ ପ୍ରତ୍ୟେକ ୩୦ ଡିଗ୍ରୀ ପରିମିତ ସୀମା ମଧ୍ୟରେ ଦେଖା ଯାଉଥିବା କେତେକ ଉଜ୍ଜଳ ନକ୍ଷତ୍ରମାନଙ୍କୁ ଯୋଗ କରି ଗୋଟିଏ ଗୋଟିଏ ଜୀବ (ଯଥା- ମେଷ, ବୃଷ, ମିଥୁନ, କକଡ଼ା, ସିଂହ, କନ୍ୟା, ବିଛା, ମକର, ମୀନ)ର ବା ବସ୍ତୁ (ତୁଳାଯନ୍ତ୍ର, ଧନୁ, କୁମ୍ଭ)ର ଛବି କଳ୍ପନା ସାହାଯ୍ୟରେ ଅଙ୍କିତ କରାଯାଇ ସେହି ନକ୍ଷତ୍ରମାନଙ୍କୁ ସେହି ଜୀବ ବା ବସ୍ତୁ ନାମରେ ଡକାଯାଉଅଛି ।

ମିଥୁନ ରାଶିରେ ଜନ୍ମିତ ବ୍ୟକ୍ତି ମିତଭାଷି, ବୁଦ୍ଧିମାନ ଓ କଳ୍ପନାବିଳାସୀ ହୋଇଥାନ୍ତି ।

ରାଶିଚକ୍ର (ଅପମଣ୍ଡଳ)ରେ ବୃଷ ରାଶିରେ ୨୩ ଡିଗ୍ରୀ ୨୦ ମିନିଟରୁ ମିଥୁନ ରାଶି ମଧ୍ୟରେ ୬ ଡିଗ୍ରୀ ୪୦ ମିବିଟ ଯାଏଁ ବ୍ୟାପ୍ତ ।

ମିହିର ଦାସ, ରୁନୁ ପରିଜା, ଜର୍ଜ ତିଆଡ଼ି, ଅନିତା ଦାସ, ଜୟୀରାମ ସାମଲ, ହରିହର ମହାପାତ୍ର, ଉତ୍ତମ ମହାନ୍ତି, ରିମ୍‌ଝିମ୍, ନିରଞ୍ଜନ ପତି, ସଲିଲ୍ ମିତ୍ର, ସାତ୍ୱକୀ ମିଶ୍ର, ମିଟୁ ମିଥୁନ, ବ୍ରଜ ସିଂହ, ସଂଗ୍ରାମ, ଶୁଭଙ୍କର ଆଦି କଳାକାରମାନେ ଏହି କଥାଚିତ୍ରଟିରେ ଅଭିନୟ କରିଥିଲେ ।

ଏହି ବିବାହକୁ ଦୁଇଜଣ ଗୋପନୀୟ ରଖିଥିଲେ ମଧ୍ୟ ଏକ ପ୍ରଶଂସକ ପତ୍ରିକାରେ ବିବାହ ସାର୍ଟିଫିକେଟ୍ ପ୍ରକାଶ ପାଇବାରୁ ମିଥୁନ ଚକ୍ରବର୍ତ୍ତୀ ଗଣମାଧ୍ୟମରେ ଏହାକୁ ସ୍ୱୀକାର କରିଥିଲେ ।

ରାଖି ଗୁଲଜାର, ମିଥୁନ ଚକ୍ରବର୍ତ୍ତୀ, ସୁଜିତ କୁମାର, ଅରୁଣା ଇରାନୀ, ଗୁଫି ପେଣ୍ଟାଲ, ପ୍ରସେନଜିତ, ଦେବର୍ଶୀ ରାୟ ଶତାବ୍ଦୀ ରାୟ ଆଦି ଅନେକ ଜଣାଶୁଣା ବଲିଉଡ଼ ଓ ବଙ୍ଗଳା ସିନେ ଅଭିନେତା, ଅଭିନେତ୍ରୀଙ୍କୁ ସେ ଓଡ଼ିଆ ସିନେମା ଭିତରକୁ ଆଣି ପାରିଥିଲେ ଯାହା ଜଣେ ଓଡ଼ିଆ ନିର୍ଦ୍ଦେଶକ ପକ୍ଷରେ ନୂଆ ଥିଲା ।

|ଅଭିନୟ|ଶୁଭମ ନାଇକ|ଜୀନା ସାମଲ|ସୋନିଆ|ଜର୍ଜ ତିଆଡ଼ି|ଅଶ୍ରୁମୋଚନ ମହାନ୍ତି|ମନୋଜ ମିଶ୍ର|ମିଟୁ ମିଥୁନ|ପ୍ରଜ୍ଞା|ଝାନ୍ସି|ସ୍ମରଣୀକା ପ୍ରିୟଦର୍ଶିନୀ|କାହାଣୀ|ଗୀତ ଏବଂ ସଙ୍ଗୀତ|ଏହି ଚଳଚ୍ଚିତ୍ରର ସଙ୍ଗୀତ ନିର୍ଦ୍ଦେଶନା ଦେଇଥିଲେ ସୌମିତ୍ରୀ ପଲାଇ ଏବଂ ଶୈଳେନ୍ଦ୍ର ।

|ପୂଜାଙ୍କ ଅଭିନୀତ ସଫଳତମ ଚଳଚ୍ଚିତ୍ରଗୁଡ଼ିକ ହେଲା: ସଞ୍ଜୟ ଦତ୍ତଙ୍କ ସ‌ହ ‌ସଡ଼କ‌, ରାହୁଲ ରାୟଙ୍କ ସ‌ହ ‌ଜୁନୁନ୍‌, ଅମିର ଖାନ୍‌ଙ୍କ ସ‌ହ ‌ଦିଲ୍ ହେ କି ମାନ୍‌ତା ନେହିଁ‌, ‌ସାର୍‌, ‌ଫିର୍ ତେରି କାହାଣୀ ୟାଦ୍ ଆଇ‌, ‌ତଡ଼ିପାର୍‌, ‌ଗୁନେଗାର୍‌, ମିଥୁନ ଚକ୍ରବର୍ତ୍ତୀଙ୍କ ସ‌ହ ‌ନାରାଜ୍‌, ‌ହମ୍ ଦୋନା‌, ସନି ଦିଓଲଙ୍କ ସ‌ହ ‌ଅଙ୍ଗରକ୍ଷକ‌, ଶାହାରୁଖ ଖାଁଙ୍କ ସ‌ହ ‌ଚାହାତ୍‌, ‌ତମନ୍ନା‌, ‌ବୋର୍ଡ଼ର୍‌ ଏବଂ ‌ଜଖମ୍‌ ।

geminis's Usage Examples:

Utricularia geminiscapa, the hiddenfruit bladderwort, is a perennial, medium-sized species of aquatic bladderwort.



Synonyms:

Twins, Gemini the Twins,

Antonyms:

fat person, introvert, good guy,

geminis's Meaning in Other Sites