<< gatekeeper gateless >>

gatekeepers Meaning in Odia (Oriya). ( gatekeepers ଶବ୍ଦର ଓଡିଆ ଅର୍ଥ)



ଦ୍ୱାରପାଳ,

Noun:

ଦୁଇଥର |, Dartayan, ଦ୍ୱାରପାଳ,

gatekeepers తెలుగు అర్థానికి ఉదాహరణ:

ତାଙ୍କୁ ଅହିରାବଣଦ୍ୱାରା ପାତାଲଲୋକର ଦ୍ୱାରପାଳ ଭାବରେ ନିଯୁକ୍ତ କରାଯାଇଥିଲା ।

ଏହି ବିଗ୍ରହଙ୍କ ସଙ୍ଗରେ ମାଧବ, ଆଗରୁ ରଥରେ ବ୍ୟବହୃତ ହୋଇଥିବା ରଥର ସାରଥି, ଘୋଡ଼ା, ପାର୍ଶ୍ୱଦେବତା, ଶୁଆ, ଦ୍ୱାରପାଳ, ଧ୍ୱଜାଦଣ୍ଡ ଓ ମହାପ୍ରଭୁଙ୍କର ଖଟଶେଜ ଆଦିକୁ ମଧ୍ୟ ସମାଧିସ୍ଥ କରାଯାଏ ।

ଚଉଷଠି ଯୋଗିନୀ ପୀଠର ଚାରିପଟେ ସାଧକଙ୍କ ସୁରକ୍ଷା ନିମନ୍ତେ ୯ଟି ଯକ୍ଷିଣୀ ଥିବାବେଳେ ଦୁଇଟି କ୍ଷେତ୍ରୀୟ ଓ ଯକ୍ଷ ଦ୍ୱାରପାଳ ରହିଛନ୍ତି ।

|ଭାଗବତ ପୁରାଣର ବର୍ଣ୍ନନା ଅନୁସାରେ କୁମ୍ଭକର୍ଣ୍ଣ ପୂର୍ବ ଜନ୍ମରେ ବିଷ୍ଣୁଙ୍କ ଦ୍ୱାରପାଳ ବିଜୟ ଥିଲେ ।

ଘଟଣାକ୍ରମରେ ବିଜୟ ତାଙ୍କ ଭାଇ ତଥା ଅନ୍ୟ ଦ୍ୱାରପାଳ ଜୟ ବ୍ରହ୍ମାଙ୍କ ଚାରି ମାନସ ପୁତ୍ର ସନତ, ସନନ୍ଦନ, ସନାତନ ଏବଂ ସନତ କୁମାରଙ୍କଦ୍ୱାରା ଅଭିଶାପରେ ଦଣ୍ଡିତ ହୋଇଥିଲେ ।

ରଥଯାତ୍ରା ପୂର୍ବଦିନ ଭୋର ୪ଟାରୁ ମଙ୍ଗଳା ଆଳତୀ ଆରମ୍ଭ ହୋଇ ଅବକାଶ ନୀତି, ରୋଷପାକ, ସାହାଣ ମେଲା ଦର୍ଶନ, ମହାସ୍ନାନ, ସୂର୍ଯ୍ୟପୂଜା, ଦ୍ୱାରପାଳ ପୂଜା, ବଲ୍ଲଭ ପୂଜା, ମା ଭୁବନେସ୍ୱରୀଙ୍କ ପୂଜା, ସକାଳ ଧୂପ, ଭୋଗ ମଣ୍ଡପ, ବେଶ ସଜ୍ଜା ଓ ଦିନ ୨ଟା ସୁଦ୍ଧା ମହାପ୍ରଭୁ ଲିଙ୍ଗରାଜ, ବାସୁଦେବ ଓ ମା ଭୁବନେଶ୍ୱରୀ ବା ରୁକୁଣାଙ୍କ ପହଣ୍ଡି ହୋଇଥାଏ ।

କବାଟ ନିକଟରେ ଦ୍ୱାରପାଳ ଭାବରେ ଦୁଇଟି ସଶସ୍ତ ଶୈବ୍ୟ ଦ୍ୱାରପାଳ ମୂର୍ତି ମଧ୍ୟ ରହିଛି ।

ହନୁମାନ ଏହାର ଦ୍ୱାରପାଳ ଅଟନ୍ତି ।

ଏହି ଦ୍ୱାରଟି ବିଷ୍ଣୁଙ୍କ ଦ୍ୱାରପାଳ ଜୟ ଓ ବିଜୟଙ୍କ ନାମ ଅନୁସାରେ ହୋଇଛି ।

ଦ୍ୱାରପାଳ ଅଛନ୍ତି ଜୟ-ବିଜୟ ।

ଏଠାରେ ପ୍ରତ୍ୟହ 'ଦ୍ୱାରପାଳ ପୂଜା' କରାଯାଏ ।

ଏହି ତୋରଣର ଉପର ଅଂଶରେ ଦୁଇଟି ଦ୍ୱାରପାଳ ମୂର୍ତ୍ତି ବିଦ୍ୟମାନ ।

ଆହୁରି ମଧ୍ୟ ସେମାନେ ରାଜମହଲ ଭିତରକୁ ପଶି ଦ୍ୱାରପାଳ ଓ ଜଗୁଆଳିମାନ‌ଙ୍କ ଉପରେ ଆକ୍ରମଣ କରିବା ଆରମ୍ଭ କରିଦେଇଥିଲେ ।

gatekeepers's Usage Examples:

Talent agents are considered gatekeepers to their client's careers.


guardians of Mount Olympus, and the pair may have been regarded as the gatekeepers of Olympus, a role which was often assigned to their immortal father.


characterized by two features: "routing around" media gatekeepers, and "glomming on"—non-exclusive appropriation of cultural content that is melded with.


two most famous sons were Hiraṇyakaśipu and Hiraṇyākṣa, who were the gatekeepers of Lord Vishnu at Vaikunta " who are said to have failed to keep their.


In Hindu religion, Jaya and Vijaya are the two gatekeepers or chowkidars (Dwarapalaka) of the abode of Vishnu, known as Vaikuntha (meaning place of eternal.


description of lactobacilli by Döderlein, lactobacilli have been generally considered the gatekeepers of the vaginal ecosystem.


of editors and reviewers between authors and readers may enable the intermediators to act as gatekeepers.


In online social networks, the veracity and reliability of news may be diminished due to the absence of traditional media gatekeepers.


Dantavakra are considered to be the third and last birth of Vishnu"s gatekeepers Jaya-Vijaya.


gatekeepers at traditional record companies and vowed that NMDS would be non-judgemental for the artists.


This chapter describes particular duties of the Levites as gatekeepers (verses 1–19), the temple treasurers (verses 20–28), officers and judges.


in the religions and mythologies of the world serve as gatekeepers of paradisal or infernal realms, granting or denying access to these realms, depending.


they often conceptualize men as sexual initiators and women as sexual gatekeepers.



Synonyms:

porter, night porter, ostiary, door guard, doorkeeper, commissionaire, doorman, hall porter, guard, ticket collector, ticket taker,

Antonyms:

worker, debtor, male, acquaintance, good guy,

gatekeepers's Meaning in Other Sites