gaseousness Meaning in Odia (Oriya). ( gaseousness ଶବ୍ଦର ଓଡିଆ ଅର୍ଥ)
ଗ୍ୟାସ,
ଏକ ଗ୍ୟାସ୍ ସ୍ଥିରତା ରହିବା |,
People Also Search:
gasesgasfield
gash
gashed
gasher
gashes
gashful
gashing
gasholder
gasification
gasified
gasifies
gasiform
gasify
gasifying
gaseousness తెలుగు అర్థానికి ఉదాహరణ:
|ଆକାଶୀୟ ଧୂଆଁ|ଏକ ପରିଯୋଜନା ଯାହା କୌଣସି ସରଞ୍ଚନାକୁ ଘୋଡାଇବା କିମ୍ବା ବାୟୁରୁଦ୍ଧ କରିବା ପରେ ସେଠାରେ ଘାତକ ସାନ୍ଦ୍ରତା ଯୁକ୍ତ ବିଷଯୁକ୍ତ ଗ୍ୟାସକୁ ଲମ୍ବା ଅବଧି (୨୪-୭୨ ଘଣ୍ଟା ) ପାଇଁ ଛାଡି ଦିଆଯାଏ ।
ତଥାପି ସବୁଜଗୃହ ଗ୍ୟାସ ଉତ୍ସର୍ଜନରେ ଜର୍ମାନୀ, ଇ.ସଂରେ ସର୍ବାଗ୍ରେ ଯାହାକି ଏହାର ଜନବହୁଳତା ଓ ଉତ୍ପାଦନର ପ୍ରତିଫଳନ ମାତ୍ର ।
କାରଖାନାରୁ ନିର୍ଗତ ହୋଇଥିବା ବିଷାକ୍ତ ଗ୍ୟାସ ପ୍ରାୟ ୩ କିଲୋମିଟର ପରିଧିରେ ବ୍ୟାପି ଯାଇଥିଲା ।
ବିକୀରଣ ସହ ଅନ୍ୟ କର୍କଟ ସୃଷ୍ଟିକାରୀ ଏଜେଣ୍ଟ ମିଶିଲେ ଅଧିକ ରୋଗ ସଙ୍କଟ ଜାତ ହୁଏ ଯେପରିକି ରାଡନ୍ ଗ୍ୟାସ୍ ସହ ଧୂମ୍ରପାନ ।
|ଗହ୍ୱରରୁ ବିଷାକ୍ତ ଗ୍ୟାସ ବାହାରି ପାର୍ଶ୍ୱବର୍ତ୍ତୀ ଅଞ୍ଚଳକୁ ବ୍ୟାପିଯିବା ଆଶଙ୍କା କରି ଯନ୍ତ୍ରୀମାନେ ଏହି ଗହ୍ୱରରେ ନିଆଁ ଲଗାଇ ଗ୍ୟାସଗୁଡ଼ିକୁ ନଷ୍ଟ କରିଦେବା ଉଚିତ ହେବ ବୋଲି ମନେ କଲେ ।
| ଭୁତାଣୁ |ରୋଟା, ନୋରା, ଆଡେନୋ ଓ ଆସ୍ଟ୍ରୋ ଭୁତାଣୁଦ୍ୱାରା ଗ୍ୟାସ୍ଟ୍ରୋଏଣ୍ଟେରାଇଟିସ ରୋଗ ହୁଏ ।
|ତରଳ, ଗ୍ୟାସୀୟ ଓ କଠିନ ପଦାର୍ଥଙ୍କ ଅନ୍ତଃ-ଗଠନ ଓ ସଜ୍ଜା ଜାଣିବା ପାଇଁ ଅତ୍ୟନ୍ତ ଉପଯୋଗୀ ହୋଇଥିବାରୁ ୧୯୯୮ ମସିହାରେ ଆମେରିକୀୟ ରସାୟନ ବିଜ୍ଞାନ ସମାଜ (American Chemical Society) ରମଣ ପ୍ରଭାବକୁ ଏକ “ଜାତୀୟ ଐତିହାସିକ ରସାୟନ ବିଜ୍ଞାନ କୀର୍ତ୍ତିମାନ” ଭାବେ ମାନ୍ୟତା ପ୍ରଦାନ କରିଥିଲେ ।
| ବିକାରୀ ଶରୀର କ୍ରିୟା(Pathophysiology) |କ୍ଷୁଦ୍ର ଅନ୍ତ ଓ ବୃହଦନ୍ତର ସଙ୍କ୍ରମଣ ଯୋଗୁ ହେଉଥିବା ତରଳ ଝାଡା ଓ ବାନ୍ତି ରୋଗକୁ ଗ୍ୟାସ୍ଟ୍ରୋଏଣ୍ଟେରାଇଟିସ୍ କୁହାଯାଏ।
ଭୋପାଳ ଗ୍ୟାସ ଦୁର୍ଘଟଣାକୁ ସବୁଠୁ ବଡ଼ ଶିଳ୍ପ ପ୍ରଦୂଷଣ ବିପର୍ଯ୍ୟୟ ଭାବରେ ବିବେଚନା କରାଯାଏ ।
ସୂର୍ଯ୍ୟକୁ ସୃଷ୍ଟି କରିଥିବା ନିହାରିକାର ବଳକା ଗ୍ୟାସ୍ରୁ ଗ୍ରହମାନେ ସୃଷ୍ଟି ହୋଇଥିଲେ ।
ବର୍ତ୍ତମାନ ଏନଡିଏ ସରକାରଙ୍କ ଅଧୀନରେ କେନ୍ଦ୍ର ପେଟ୍ରୋଲିୟମ ଓ ପ୍ରାକୃତିକ ଗ୍ୟାସ ମନ୍ତ୍ରଣାଳୟର ଏବଂ ଇସ୍ପାତ ମନ୍ତ୍ରଣାଳୟର ରାଷ୍ଟ୍ରମନ୍ତ୍ରୀ ଅବସ୍ଥାପିତ ହୋଇଛନ୍ତି ।
gaseousness's Usage Examples:
solidity), water (property of liquity), wind (property of motion, energy and gaseousness), fire (property of heat and cold).
Synonyms:
foaminess, consistency, body, effervescence, consistence, frothiness, bubbliness, eubstance,
Antonyms:
porosity, thick, thin, unbreakableness, breakableness,