<< garlands garlic bread >>

garlic Meaning in Odia (Oriya). ( garlic ଶବ୍ଦର ଓଡିଆ ଅର୍ଥ)



ରସୁଣ,

Noun:

ରସୁଣ |,

garlic తెలుగు అర్థానికి ఉదాహరణ:

|• ରସୁଣ ପାଖୁଡା - ୬ ଟା ।

|ଛତୁ ବେସର: ଏହା ଛତୁ, ଆଳୁ, ବେସର ବଟା ସହ ଅଦା, ରସୁଣ, ପିଆଜ ଓ ବିଲାତି ବାଇଗଣ ଛୁଙ୍କ ଦେଇ ତିଆରି କରାଯାଇଥାଏ ।

|ବିଭିନ୍ନ ଚର୍ମରୋଗରେ ଏହା ଗୁଣକାରୀ|ବୈଜ୍ଞାନିକ ପର୍ଯ୍ୟବେକ୍ଷଣରୁ ଜଣା ପଡ଼ିଛି ଯେ, ରସୁଣ ଖାଇବାଦ୍ୱାରା ଦେହରେ କୋଲେଷ୍ଟରଲର ମାତ୍ରା କମ୍ ହୁଏ ।

| ଅନ୍ୟାନ୍ୟ |ନିମ୍ନରକ୍ତଚାପ (hypotension)ର ରୋଗୀ ରସୁଣ ଖାଇବା ହାନିକାରକ ।

.|ଆଗ କାଳରେ ରସୁଣ, ଡାଲଚିନି ଓ ଇପେକାକ ଦେଇ ଚିକିତ୍ସା କରୁଥିଲେ ।

| ପ୍ରକାରଭେଦ |ମୁଖ୍ୟ ଉପାଦାନ ବ୍ୟତୀତ ଅନ୍ୟ ପ୍ରସ୍ତୁତିସାମଗ୍ରୀକୁ ଦୃଷ୍ଟିରେ ରଖି ଖାକରା ବିଭିନ୍ନ ପ୍ରକାରର, ଯେପରି: ମେଥି ଖାକରା, ଜୀରା ଖାକରା, ବାଜରା ଖାକରା, ପୋଦିନା ଖାକରା, ରସୁଣ ଖାକରା ଇତ୍ୟାଦି ।

ବିଭିନ୍ନ ପ୍ରକାରର ପତର ପୋଡ଼ା, ମାଛ, କଙ୍କଡ଼ା ଛେଚା, ବିଶେଷ କରି ରସୁଣ ବା ପିଆଜ ଯୁକ୍ତ ଭେଣ୍ଡି, ଜହ୍ନି, ସାରୁ ଚକଟା, ବଡ଼ିଚୁରା ସହିତ ପଖାଳ ଖିଆଯାଏ ।

| ପ୍ରଣାଳୀ |ପୋଟଳ ରସା ଉଭୟ ପିଆଜ ଓ ରସୁଣ ପଡ଼ି ବା ଏ ଦୁଇ ମସଲାକୁ ବାଦ ତଥା ନଡ଼ିଆ କ୍ଷୀର ସହ/ବାଦ ଦେଇ ଦେଇ ରନ୍ଧାଯାଇପାରେ ।

ମଧ୍ୟ-ପ୍ରାଚ୍ୟରେ କୁକୁଡ଼ା ମାଂସରେ ପ୍ରସ୍ତୁତ ଶୱର୍ମାକୁ ରସୁଣ ଚଟଣୀ, ଆଳୁ ଭଜା ଓ ଆଚାର ସହିତ ବଢ଼ାଯାଏ ।

|ମୈସୁର ମସଲା ଦୋସାରେ ଲାଲ ଲଙ୍କା, ପିଆଜ ଏବଂ ରସୁଣରୁ ଲାଲ ଚଟଣି ତିଆରି କରାଯାଏ, ଯାହାକୁ ଦୋସା ମଝିରେ ଆଳୁର ଷ୍ଟଫିଙ୍ଗ ଦେବା ଆଗରୁ ପ୍ରଥମେ ଲଗାଯାଇଥାଏ ।

garlic's Usage Examples:

Additional spices include garlic, shallot, candlenut, coriander seed, galangal, bay leaves, and teak leaves, the latter giving a reddish-brown.


has the flavour of the garlic clove but is somewhat milder and slightly perfumed.


The nuts are then transferred to a gallipot with a large clove-studded garlic clove, mustard seeds on top with spices.


It can be used in curry or eaten with rice, mixed with onion, garlic, chillis and Zanthoxylum nitidum and eaten as a pickle or chutney.


As it matures, it develops a soft and buttery consistency and an intense garlic and pepper.


known foods which are common and popular everyday snacks in Jordan include hummus, which is a puree of chick peas blended with tahini, lemon, and garlic,.


celery, cilantro, lettuce, chard, parsley, epazote, onion, garlic, chicken broth and a few of bolillo or tortilla.


This dish can be prepared without using onion and garlic when they are not allowed in some auspicious.


ingredients such as onion, celery, garlic powder, celery salt, butter, bacon drippings, flour, salt, pepper, paprika, milk, light cream, and chicken stock or.


or beef) braised in patis (fish sauce), garlic, ginger, onion, black peppercorns, and bay leaves.


Additional ingredients used can include onions, shallots, garlic, hot sauce, cilantro, red pepper, cayenne pepper and cumin, and.


Other common spices include cumin or cumin seeds, garlic, caraway seeds, coriander.


minced garlic and onions are sautéed in oil in a large pan until they caramelize.



Synonyms:

seasoning, ail, flavoring, clove, seasoner, flavourer, garlic clove, Allium sativum, flavorer, flavouring,

Antonyms:

be well,

garlic's Meaning in Other Sites