gardeners Meaning in Odia (Oriya). ( gardeners ଶବ୍ଦର ଓଡିଆ ଅର୍ଥ)
ବଗିଚା, ଉଦ୍ୟାନ କୃଷକ,
Noun:
ବଗିଚା, ଉଦ୍ୟାନ କୃଷକ,
People Also Search:
gardeniagardenias
gardening
gardens
garderobe
gardiner
gardist
gardner
gareth
garfield
garfish
garfishes
garganey
garganeys
gargantua
gardeners తెలుగు అర్థానికి ఉదాహరణ:
ଏହି ଏଣ୍ଡୁଅ ଦକ୍ଷିଣ ଓ ଦକ୍ଷିଣ-ପୂର୍ବ ଏସିଆର ଘଞ୍ଚ ଜଙ୍ଗଲ, ବୁଦାଳିଆ ଜଙ୍ଗଲ, ସାଗୁଆନ ବଗିଚା ଓ ତାଳ ବଣରେ ଦେଖାଯାନ୍ତି ।
ପରଦିନ ସନ୍ଧ୍ୟାରେ ଲେଖକ ଦେଖିଲେ ଯେ ଢମଣା ସାପଟି ଆସି ସେମାନେ ବସିଥିବା ସ୍ଥାନ ନିକଟକୁ ବିନା ଦ୍ୱିଧାରେ ଆସି ବଗିଚାରେ ଥିବା ଏକ ଗିନାରୁ ସବୁତକ କ୍ଷୀର ପିଇବା ପରେ ଚାଲିଯାଇଥିଲା ।
ଗବେଷଣାରୁ ଜଣାଯାଏ ଯେ ଦୀନବନ୍ଧୁ ଦାସ ଜୀବିକା ଅର୍ଜନ ନିମନ୍ତେ ୧୯ଶ ଶତାବ୍ଦୀରେ ଆସାମ ଓ ରେଙ୍ଗୁନର ଚାହାବଗିଚା ଓ ହୁଗୁଳି ଜିଲ୍ଲାର ଚଟକଳରେ କାର୍ଯ୍ୟ କରିବା ସମୟରେ ସୁଭଦ୍ରା ହରଣ ସୁଆଙ୍ଗ ରଚନା କରିଥିଲେ ।
ମାୟା ବଗିଚା ପୁସ୍ତକ ନିମନ୍ତେ ସେ ଶାରଳା ପୁରସ୍କାର, ୨୦୧୫ ପାଇଥିଲେ ।
ପଥର ଉପରେ ପୁରାଣବର୍ଣ୍ଣିତ ଶ୍ରୀରାମଙ୍କ ପାଦ ଚିହ୍ନ, ନଦୀପାର୍ଶ୍ୱସ୍ଥ ଦେବାଳୟ , ବିଭିନ୍ନ ଔଷଧୀୟ ବୃକ୍ଷବଗିଚା ସମେତ ଆଖ ପାଖରେ ଭରି ରହିଛି ପ୍ରାକୃତିକ ଜଙ୍ଗଲର ନୈସର୍ଗିକ ଶୋଭାରାଜି ।
|ଭୂଗୋଳ|ଇତିହାସ|ମୋଗଲ ସାମ୍ରାଜ୍ୟ|ମୋଗଲମାନେ ଏହି ଅଞ୍ଚଳକୁ ୧୫୨୪ରୁ ୧୭୩୯ ପର୍ଜ୍ୟନ୍ତ ଶାସନ କରିଥିଲେ ଓ ବହୁତ ନିର୍ମାଣ କାର୍ଯ୍ୟ କରିଥିଲେ, ଯେପରି ଲାହୋରର ଶାଲିମାର ବଗିଚା ଓ ବଡ଼ସାହି ମସଜିଦ ।
ଏବେ ଅନେକ ଅସମୀୟଙ୍କର ମଧ୍ୟ ଚା’ ବଗିଚା ରହିଛି ।
|ଜୀବନ ଓ ସଙ୍ଗୀତ|କୁର୍ସେଓଙ୍ଗ, ନେପାଳ ପାଖରେ ଅମ୍ବୁତିଆ ଚା ବଗିଚା ନିକଟରେ ଲୋକ ସଙ୍ଗୀତ ଗାୟକ ଓ ସଙ୍ଗୀତଜ୍ଞ ଥିବା ଏକ ଦୀର୍ଘ ପିଢ଼ୀରେ ହୀରା ଦେବୀ ୱାଇବା ଜନ୍ମ ଗ୍ରହଣ କରିଥିଲେ ।
ଯେତେବେଳେ ଜାହାଙ୍ଗୀର 1627 ମସିହାରେ କାଶ୍ମୀରିରେ ମୃତ୍ୟୁବରଣ କଲେ, ସେହି ଆରମ୍ଭରୁ ନୂରଜହାଂଙ୍କ ଲାହୋରର ପାଖାପାଖି ବଗିଚା "ଦଳକୁଶ ଗାର୍ଡେନ"ରେ ପୋତିଦିଆ ଗଲା ।
ଓଡ଼ିଆଣ ମଧ୍ୟ ମଧ୍ୟ ଭାରତୀୟ ଶବ୍ଦ ଉଦ୍ୟାନ" (ଅର୍ଥ: ବଗିଚା)କୁ ବୁଝାଇଥାଏ ଯାହା ସେକାଳରେ ଓଡ଼ିଶାରେ ଅବସ୍ଥିତ ଥିଲା ବୋଲି ହୁଏନ ସାଂ ଅଭିହିତ କରିଛନ୍ତି |ସ୍ୱାଟ ଉପତ୍ୟକା ଅଞ୍ଚଳ, ଏବେକାର ପାକିସ୍ତାନ ।
gardeners's Usage Examples:
Sarehole Mill has a team of 10 volunteer millers, 15 volunteer gardeners and eight volunteer guides.
Ecological significanceWheel bugs are highly regarded by organic gardeners because they consume a variety of insects and their presence indicates a healthy, pesticide-free ecosystem.
comfort of special sleeping quarters; in contrast, the gardeners would be bunked with the crew.
arborescens is valued by gardeners for its succulent green leaves, large vibrantly-colored flowers, winter blooming, and attraction for birds, bees, and.
primarily on members of the cabbage family (brassicas); some gardeners claim that planting them around brassicas protects the food crops from damage, as eggs.
(Vollbauern) and owners of a farmstead with, depending on the region, 30 to 100 morgens of land, ranked above the gardeners and the tenant farmers or Häuslern.
In 2013, a handful of local residents, including visual artists and guerrilla gardeners, reclaimed the space by fully restoring overgrown flower beds, adding outdoor paintings, and overseeing general landscape maintenance.
Cut the Grass Anymore (1985) follows two psycho hillbilly gardeners who slice up yuppies instead of cutting the grass.
of the Potter books: real-life ancient gardeners wore mighty cords and moleskins, tweeds and flannels – and sacks if the weather was bad enough.
Gertrude Jekyll and William Robinson were garden designers as well as gardeners.
Rockefeller"s gardeners scoured the countryside for authentic boxwoods or Buxus sempervirens for.
caste found among the Hindus who traditionally worked as gardeners and florists.
Synonyms:
nurseryman, plantsman, horticulturist, transplanter,
Antonyms:
Simon Legree, mistress, padrone, boss, nonworker,