galileo Meaning in Odia (Oriya). ( galileo ଶବ୍ଦର ଓଡିଆ ଅର୍ଥ)
ଗାଲିଲିଓ,
ଗାଲିଲିଓ,
People Also Search:
galimatiasgalingale
galingales
galiots
galivant
gall
gall midge
gall of the earth
gallant
gallantly
gallantries
gallantry
gallants
gallate
gallberry
galileo తెలుగు అర్థానికి ఉదాహరణ:
|ଗାଲିଲିଓ ପତନଶୀଳ ବସ୍ତୁର ସମୟ ମାପିବା ପାଇଁ ଜଳଘଡିର ବ୍ୟବହାର କରୁଥିଲେ ।
ତାଙ୍କ ସମ୍ମାନାର୍ଥେ ସେଗୁଡିକୁ ଗାଲିଲିଓଙ୍କ ଚନ୍ଦ୍ର କୁହାଯାଏ ।
ସାଧାରଣ ଲୋକ ବାୟୁ ନଥିଲେ କଅଣ ହୁଆନ୍ତା ଅନୁମାନ କରିପାରିନଥିଲେ ବରଂ ଆରିଷ୍ଟୋଟଲଙ୍କ ବିରୁଦ୍ଧାଚରଣ କରୁଥିବାରୁ ଗାଲିଲିଓଙ୍କୁ ନାନା ଅସୁବିଧାର ସମ୍ମୁଖୀନ ହବାକୁ ପଡ଼ିଥିଲା ।
ଧର ମେହେର, ୟୁରୀ ଗାଗରିନ, ଇନ୍ଦିରା ଗାନ୍ଧୀ, ମହାତ୍ମା ଗାନ୍ଧୀ, ସୁନୀଲ ମନୋହର ଗାଭାସ୍କର, ଗାଲିଲିଓ, ଗୋପବନ୍ଧୁ ଦାସ, ଗୋପିନାଥ ନନ୍ଦ, ଗୌରୀଶଙ୍କର ରାୟ, ଗୋଦାବରୀଶ ମହାପାତ୍ର, ଗୋଦାବରୀଶ ମିଶ୍ର, ଗୋପାଳଚନ୍ଦ୍ର ପ୍ରହରାଜ, ଚନ୍ଦ୍ରଶେଖର ଆଜାଦ, ଚନ୍ଦ୍ରଶେଖର ସିଂହସା ମନ୍ତ, ଜଗଦୀଶଚନ୍ଦ୍ର ବୋଷ, ଜଗନ୍ନାଥ ଦାସ, ଜବାହରଲାଲ ନେହେରୁ, ଜୟଦେବ, ଜୟପ୍ରକାଶ ନାରାୟଣ ଓ ଆହୁରି ଅନେକ ।
ପିସାର ଗୀର୍ଜାରେ ସମସ୍ତେ ପ୍ରାର୍ଥନାରତ ଥାନ୍ତି ; ଛାତ୍ର ଗାଲିଲିଓ ଗୀର୍ଜା ଛାତରେ ଝୁଲୁଥିବା ବତୀ ଗୁଡିକର ଦୋଳୋନ କାଳ ନିରୂପଣ କରିବାପାଇଁ ସ୍ଥିର କଲେ ।
୨୫ ବର୍ଷ ବୟସରେ ଗାଲିଲିଓ ଗଣିତ ପ୍ରଫେସର ହୋଇ ବିଶ୍ୱବିଦ୍ୟାଳୟରେ ନିଯୁକ୍ତି ହେଲେ ।
ଗାଲିଲିଓଙ୍କ ଜଣେ ଛାତ୍ର ଭିନସେଞ୍ଜୋ ବିବାନୀ(Vincenzo Vivani) ଏକ ଜୀବନୀରେ ଲେଖିଛନ୍ତି ଯେ ଗାଲିଲିଓ ଦୁଇଟି ପେଣ୍ଡୁକୁ ବଙ୍କା ହୋଇ ଠିଆ ହୋଇଥିବା ପିସା ଟାୱାର(Leaning Tower of Pisa) ଉପରୁ ତଳକୁ ପକେଇଥିଲେ ।
୧୬୧୦ରେ ଗାଲିଲିଓ ଗାଲିଲେଇ(Galileo Galilei) ପ୍ରଥମେ ତାଙ୍କଦ୍ୱାରା ଉଦ୍ଭାବିତ ଟେଳିସ୍କୋପ୍ ସାହାଯ୍ୟରେ ସେଇ ଧଳା ରଙ୍ଗର ବନ୍ଧନ ସଦୃଶ ଆକାଶ ଗଙ୍ଗାରେ ଥିବା ତାରା ଗୁଡିକୁ ଆବିସ୍କୃତ କରିଥିଲେ।
ଔରୋରା ବୋରିଆଲିସ୍ ଶବ୍ଦଟି ଗାଲିଲିଓଙ୍କଦ୍ୱାରା ୧୬୧୯ ମସିହାରେ ପ୍ରଚଳିତ କରାଯାଇଥିଲା ।
|ଗାଲିଲିଓଙ୍କ ପାଣ୍ଡିତ୍ୟ, ତୁସକାନୀର ଡିଉକ୍ଙ୍କ ଦୃଷ୍ଟି ଆକର୍ଷଣ କଲା ।
ପିସା ବିଶ୍ୱବିଦ୍ୟାୟାଳୟରେ ଗାଲିଲିଓଙ୍କୁ ନିଯୁକ୍ତି ଦେବାପାଇଁ ଏକ ଅଧ୍ୟାପକ ପଦ ସୃଷ୍ଟି କରାଗଲା ।
ଗାଲିଲିଓ ଏହାର ସଦୁପଯୋଗ ପାଇଁ ସୁବିଧା ପାଇଲେ ।
galileo's Usage Examples:
02 Pieve di San Pietro (San Piero a Sieve), statua di girolamo ticciati Tomba di galileo, geometria di girolamo ticciati San Giovanni di Dio statua 02.
Trincherini, Riccardo Rattazzi discovered the galileons, a new class of derivatively coupled scalar field theories invariant under the Galilean transformations.
Synonyms:
Galileo Galilei,