futurity Meaning in Odia (Oriya). ( futurity ଶବ୍ଦର ଓଡିଆ ଅର୍ଥ)
ଭବିଷ୍ୟତ,
Noun:
ଭବିଷ୍ୟତ,
People Also Search:
futurofuturologists
futurology
fuze
fuzee
fuzees
fuzes
fuzhow
fuzz
fuzzed
fuzzes
fuzzier
fuzziest
fuzzily
fuzziness
futurity తెలుగు అర్థానికి ఉదాహరణ:
|ଅତି ପିଲାଦିନରୁ କାହ୍ନୋପାତ୍ରା ନୃତ୍ୟ ଓ ଗୀତରେ ଶିକ୍ଷା ଲାଭ କରିଥିଲେ ଓ ଭବିଷ୍ୟତରେ ସେ ତାଙ୍କ ମାତାଙ୍କ ପେଷାରେ ଯୋଗଦାନ କରିବା ନିମନ୍ତେ ସେହି ଶିକ୍ଷା ଦିଆଯାଉଥିଲା ।
ଭବିଷ୍ୟତ କାର୍ଯ୍ୟକ୍ରମ ସ୍ୱଳ୍ପ ହେବାର ଥିଲେ ଅର୍ଥୋପେଡିକ ବ୍ରେସ (bracing) ଓ ଫିଜିଓଥେରାପି (physiotherapy) ଯଥେଷ୍ଟ ହୁଏ ।
ଗବେଷକମାନେ ମତ ଦିଅନ୍ତି ଯେ, ରାବଣ ଦେବୀ ସୀତାଙ୍କୁ ପୁଷ୍ପକ ବିମାନରେ ସମୁଦ୍ର ଉପର ଦେଇ ହରଣ କରିନେଉଥିବା ବେଳେ ସୀତା ରାବଣର ଛାୟାକୁ ସମୁଦ୍ରଜଳରେ ଦେଖି ତାଙ୍କର ଭବିଷ୍ୟତ କିଭଳି ଦୁଃଖମୟ ହେବାକୁ ଯାଉଛି ତାହାର ସୂଚନା ପାଇଥିଲେ ।
ତରୁଣୀ ଥିବା ଅବସ୍ଥାରେ ସେ ପ୍ରଥମେ ମଡେଲିଂରେ ପାଦ ଦେଇଥିଲେ ଓ ପରେ ସେ ଏଥିରେ ନିଜର ଭବିଷ୍ୟତ ଗଢିଥିଲେ।
ଏକ ଐଶ୍ୱରୀୟ ସ୍ୱର ସେମାନଙ୍କୁ କହିଲା ଯେ ପିଲାଟି ଭବିଷ୍ୟତରେ ଜଣେ ଶକ୍ତିଶାଳୀ ରାଜା ହେବ ଏବଂ ଭବିଷ୍ୟତରେ ଯେଉଁ ବ୍ୟକ୍ତିଙ୍କ କୋଳରେ ବସିଲେ ତାଙ୍କର ଅତିରିକ୍ତ ଅଙ୍ଗ ଅଦୃଶ୍ୟ ହୋଇଯିବ, ସେହି ବ୍ୟକ୍ତି ଜନଙ୍କଦ୍ୱାରା ହିଁ ସେ ନିହତ ହେବ ।
ସମ୍ପୁର୍ଣ ଅହିଂସ ଭାବରେ ନିଜର ଭବିଷ୍ୟତ କାର୍ଯ୍ୟପନ୍ଥା ନିର୍ଧାରଣ କରୁଥିଲେ ।
|ଭବିଷ୍ୟତ ପାଇଁ ବାଧକ|ଭବିଷ୍ୟତ ପାଇଁ ସୁନ୍ଦରବନ ବାଘ ଅଭୟାରଣ୍ୟ ସାମନାରେ ଅନେକ ବାଧା ରହିଛି ।
ଉଦାହରଣ ସ୍ୱରୂପ ବସନ୍ତ ରୋଗ ପୃଥିବୀରୁ ଲୋପ ପାଇଯାଇଛି, ବର୍ତ୍ତମାନ ଆପଣଙ୍କ ଶିଶୁକୁ ବସନ୍ତ ରୋଗ ହେବାର କୌଣସି ସମ୍ଭାବନା ନାହିଁ କିମ୍ବା ଭବିଷ୍ୟତର ପିଢୀଗୁଡିକୁ ମଧ୍ୟ ବସନ୍ତ ଟିକା ଦେବା ଅନାବଶ୍ୟକ।
ଏହାର ଆଉ ଭବିଷ୍ୟତ ନାହିଁ ।
ବିଚାରପତି କମଲ ନାରାୟଣ ଚୌଧୁରୀ ତାଙ୍କୁ ସେ ଆଧୁନିକ ଗୀତ ଗାଇବା ନିମନ୍ତେ ବହୁତ ଗାଳି ଦେଇ ଟିପ୍ପଣୀ ଦେଇ କହିଥିଲେ, ସେ ଆଧୁନିକ ଗୀତ ଗାଇ ନିଜର ଉଜ୍ଜ୍ୱଳ ଭବିଷ୍ୟତକୁ ବରବାଦ କରଛନ୍ତି ।
futurity's Usage Examples:
important question concerning futurity arose, and of which a solution was, by all means, desirable, some shrewder person than his neighbour was pitched upon.
Additionally, ENR leaders frequently invoke a legendary and mythical past they want to symbolically re-ground in the new society about to emerge, not in a spirit of nostalgia for the return of an ancient golden age, but rather to create a rooted futurity, a new reality re-established on firm metaphysical foundations.
Historically, prescriptive grammar stated that, when expressing pure futurity (without any additional meaning such as desire or command), shall was to.
"solved", but becomes supplanted by one grander: the mystery of a world that tantalises with the hope of futurity while locking its millions of subjects in a.
Historically, prescriptive grammar stated that, when expressing pure futurity (without any additional.
absentee, adessive, antessive, apudessive, coessential, disinterest, ens, entitative, entity, essence, essential, essive, exessive, future, futurity, improve.
However, there are several generally accepted ways to indicate futurity in.
indicates futurity—nor does it have a mandatory form for the expression of futurity.
over his head, no doubt to see the better into futurity; deafened by the incessant roaring of the torrent; every sense assailed; his body steaming; his fancy.
futurity arose, and of which a solution was, by all means, desirable, some shrewder person than his neighbour was pitched upon, to play the part of prophet.
The going-to idiom, used to express futurity is a semi-modal verb that consists of a form of the copula verb be, the word going followed.
futurity; deafened by the incessant roaring of the torrent; every sense assailed; his body steaming; his fancy in a ferment; and whatever notion had found.
past, and continually changing their position in terms of futurity, presentness, and pastness.
Synonyms:
timing,
Antonyms:
presentness, pastness,