<< fustis fusty >>

fusts Meaning in Odia (Oriya). ( fusts ଶବ୍ଦର ଓଡିଆ ଅର୍ଥ)



ଫୁସ୍,

Noun:

ଡେଇଁପଡ |, ହଷ୍ଟେଲ |, ବ୍ୟସ୍ତ, ଶୀଘ୍ର ଯାଅ |, କୋଳାହଳ,

Verb:

ଶବ୍ଦ କର, ବ୍ୟସ୍ତ ହୁଅ |, ବ୍ୟସ୍ତ ରୁହନ୍ତୁ |, ଶୀଘ୍ର ଯାଅ |, ଘା ’|,

People Also Search:

fusty
fusus
fut
futchel
futhorc
futhork
futik
futile
futile attempt
futilely
futilitarian
futilitarians
futilities
futility
futon

fusts తెలుగు అర్థానికి ఉదాహరణ:

|ଧୁମ୍ରପାନ, ପ୍ରତିରୋଧ ଅକ୍ଷମତା, ମଦ୍ୟାଶକ୍ତ, ଅବରୋଧକାରୀ ଫୁସଫୁସ୍ ରୋଗ, ପୁରାତନ ବୃକ୍‌କ ରୋଗ ଓ ଯକୃତ ରୋଗ ଇତ୍ୟାଦି ନିମୋନିଆର ବାହକ ରୂପେ ପରିଚିତ ।

ଏହି ସମସ୍ଟିରେ ଥିବା ରୋଗମାନଙ୍କର ନାମ: ଡିଫ୍ୟୁଜ୍ ଆଲ୍‌ଭିଓଲାର୍ ଡାମେଜ୍, ଅର୍‌ଗାନାଇଜିଙ୍ଗ ନିମୋନିଆ, ନନ୍‌ସ୍ପେସିଫିକ୍ ଇଣ୍ଟରସ୍ଟିସିଆଲ୍ ନିମୋନିଆ, ଲିମ୍ଫୋସାଇଟିକ୍ ଇଣ୍ଟରସ୍ଟିସିଆଲ୍ ନିମୋନିଆ, ଡିସ୍କ୍ୱାମେଟିଭ ଇଣ୍ଟରସ୍ଟିସିଆଲ୍ ନିମୋନିଆ, ରେସ୍ପିରେଟରି ବ୍ରୋଙ୍କିଆଲ୍ ଇଣ୍ଟରସ୍ଟିସିଆଲ୍ ଫୁସ୍ଫୁସ୍ ରୋଗ ଓ ସାଧାରଣ ଇଣ୍ଟରସ୍ଟିସିଆଲ୍ ନିମୋନିଆ ।

|ନିମୋନିଆ ସିଭିଅରିଟି ଇଣ୍ଡେକ୍ସ (PCI Score).|ସି. ୟୁ. ଆର୍. ବି. – ୬୫ (CIRB-65).| ପ୍ଲୁରାଲ୍ ଇଫ୍ୟୁଜନ୍, ଏମ୍ପାଇମା, ଆବସେସ୍ ||ଫୁସ୍ଫୁସ୍ ଚାରି ପାଖରେ ଘେରି ରହିଥିବା ପ୍ଲୁରା ମଧ୍ୟରେ ତରଳ ପଦାର୍ଥ ଜମି ଯାଇ ପାରେ ।

କର୍କଟ ଯୋଗୁ ଫୁସ୍ଫୁସ୍‌ ଚାରିଆଡ଼େ ତରଳ ପଦାର୍ଥ ପୁନର୍ବାର ନ ଜମିବା ନିମନ୍ତେ ଏହା ପ୍ଲୁରା କ୍ୟାଭିଟି ଭତରେ ଦିଆଯାଏ କିନ୍ତୁ ଏହା ପାଇଁ ଟିଏଏଲସି ଅଧିକ ଭଲ ।

ରୋଗ ସାଂଘାତିକ ହେଲେ ଲୋହିତ ରକ୍ତ କଣିକା ଫାଟିଯାଏ, ପ୍ଲାଟେଲେଟ ସଂଖ୍ୟା କମିଯାଏ, ଯକୃତ କାମ ବାଧାପ୍ରାପ୍ତ ହୁଏ, ବୃକ୍‌କ କାର୍ଯ୍ୟ ସଠିକ ହୁଏ ନାହିଁ, ଫୁଲା ଦେଖାଯାଏ, ଦୃଷ୍ଟି ଦୋଷ ହୁଏ ଓ ଫୁସ୍ଫୁସ୍‌ରେ ତରଳ ପଦାର୍ଥ ଜମିଯିବା ଯୋଗୁ ଛୋଟ ଛୋଟ ଶ୍ୱାସ କ୍ରିୟା ହୁଏ ।

ଫୁସ୍ଫୁସ୍‌ର ଏକ୍ସ-ରେ ଚିତ୍ରରେ ଖାଲି ସ୍ଥାନ (filling defect) ଦେଖାଯାଏ ।

|ଆଗରୁ ଅନ୍ୟ ଫୁସ୍ଫୁସ୍ ରୋଗ ଥିଲେ ବା ବୟସ୍କ ଲୋକ ହୋଇଥିଲେ ଜଟୀଳତା ବହୁତ ଅଧିକ ହୁଏ ।

ଫୁସ୍ଫୁସ୍, ମସ୍ତିଷ୍କ, ମୁତ୍ର ପ୍ରଣାଳୀ, ଚର୍ମ ଓ ଉଦର ଏହି ରୋଗର ପ୍ରାଥମିକ ସଂକ୍ରମଣ ସ୍ଥାନ ।

ମିଳିମିଳା ଓ ହର୍‌ପିସ୍ ଭୁତାଣୁ ରକ୍ତ ମାଧ୍ୟମରେ ଫୁସ୍ଫୁସ୍‌‌କୁ ଯାଏ ।

ଏହି ରୋଗକୁ ଏକ ଅବରୋଧକାରୀ ଫୁସ୍ଫୁସ୍ ରୋଗ ଭାବେ ବର୍ଗୀକରଣ କରାଯାଇଛି ଓ ଏହି ବର୍ଗରେ ଆଜ୍‌ମା ଓ କ୍ରନିକ ଅବସ୍ଟ୍ରକ୍ଟିଭ ପଲ୍‌ମୋନାରି ଡିଜିଜ ଭଳି ରୋଗ ଶ୍ରେଣୀବଦ୍ଧ ଅଛନ୍ତି ।

କାଲୁଆ ଲାଗିବା, ଫୁସ୍ଫୁସ୍ ସମସ୍ୟା ଓ ଯକୃତ ସମସ୍ୟା ଇତ୍ୟାଦି କ୍ୱଚିତ ଦେଖାଯାଏ ।

| ପରଜୀବୀ |ଫୁସ୍ଫୁସ୍‌କୁ ଆକ୍ରମଣ କରୁଥିବା ପରଜୀବୀମାନଙ୍କର ନାମ: ଟକ୍ସୋପ୍ଲାଜ୍ମା ଗୁଣ୍ଡି, ସ୍ଟ୍ରଙ୍ଗିଲଏଡେସ୍ ସ୍ଟେର୍‌କୋରାଲିସ୍, ଆସ୍କାରିସ୍ ଲୁମ୍ବ୍ରିକଏଡିସ୍ ଓ ପ୍ଲାଜ୍‌ମୋଡିଅମ ମାଲେରି ।

| ବକର୍ଗୀକରଣର ଇତିହାସ |ଅଷ୍ଟାଦଶ ଶତାବ୍ଦୀର ଶେଷ ଭାଗରୁ ବିଂଶ ଶତାବ୍ଦୀର ଆରମ୍ଭ ପର୍ଯ୍ୟନ୍ତ ଦକ୍ଷିଣ ଓ ପୂର୍ବ ଏସିଆରେ ଅନେକ କଲରାପତ୍ରିଆ ନମୁନାର ଅଧ୍ୟୟନ କରାଯାଇଥିଲା :|୧୭୯୪ ମସିହାରେ ଫ୍ରେଡ୍ରିକ୍ ଆଲବ୍ରେଖ୍‍ଟ୍ ଆଣ୍ଟୋନ୍ ମେୟେର୍ ଭାରତରୁ ମିଳିଥିବା ଏକ କଳା କଲରାପତ୍ରିଆ ବାଘକୁ ଫେଲିସ୍ ଫୁସ୍କା ନାମ ଦେଇଥିଲେ ।

fusts's Meaning in Other Sites