<< fundus funebrial >>

fundy Meaning in Odia (Oriya). ( fundy ଶବ୍ଦର ଓଡିଆ ଅର୍ଥ)



ପାଣ୍ଠି,

Noun:

ପାଣ୍ଠି,

fundy తెలుగు అర్థానికి ఉదాహరణ:

କେନ୍ଦ୍ରସରକାରଙ୍କ ନୀତି ଅନୁସାରେ, ଯଦି ମାଗଣା ଔଷଧ ବିତରଣ କାର୍ଯ୍ୟକ୍ରମ କେନ୍ଦ୍ର ସରକାରଙ୍କ ଗୁଣବତ୍ତା ନିର୍ଦ୍ଦେଶାବଳୀର ସଫଳ ରୂପାୟନ ହୁଏ, ତେବେ ପ୍ରୋତ୍ସାହନ ଆକାରରେ ୫% ଅଧିକ ଜାତୀୟ ସ୍ୱାସ୍ଥ୍ୟ ମିଶନ ପାଣ୍ଠି ମିଳିବ ।

ଉଭୟ ରାଜ୍ୟ ସରକାରଙ୍କର ବଜେଟ ଏବଂ ସାଧାରଣ ଜନତାଙ୍କର ସିଧା ସଳଖ ଅବଦାନରୁ ଏଥିରେ ପାଣ୍ଠି ଯୋଗାଡ଼ ହୋଇଥାଏ ।

| ହିତାକାଂକ୍ଷୀ |୨୦୧୮ ମସିହାରେ ପ୍ରକାଶିତ ଏହି ବିଜ୍ଞପ୍ତି ଅନୁଯାଇ ନିମ୍ନଲିଖିତ ପ୍ରକାରର ବ୍ୟକ୍ତିଗଣଙ୍କୁ ପାଣ୍ଠିରୁ ଅର୍ଥ ଦେବାପାଇଁ ବିଚାର କରାଯାଇପାରେ ।

| ପରିଚାଳନା |ପୂର୍ବନିର୍ଦ୍ଧାରିତ କିଛି ରାଷ୍ଟ୍ରୀୟ ବ୍ୟାଙ୍କରେ ଏହି ପାଣ୍ଠି ଜମା କରାଯାଇଥାଏ ।

୧୯୬୪ ମସିହାରେ ଭାରତର ତ‌ତ୍‌କାଳୀନ ରାଷ୍ଟ୍ରପତି ଡା. ସର୍ବପଲ୍ଲୀ ରାଧାକ୍ରିଷ୍ଣନ୍‌ଙ୍କ ଅଧ୍ୟକ୍ଷତାରେ ପ୍ରତିଷ୍ଠା କରାଯାଇଥିବା ଜବାହରଲାଲ ନେହେରୁ ସ୍ମାରକ ପାଣ୍ଠି (Jawaharlal Nehru Memorial Fund)ର କାର୍ଯ୍ୟାଳୟ ମଧ୍ୟ ଏବେ ଏହି କୋଠାଟିରେ ଚାଲୁଛି ।

|ରାଜକୋଷରୁ ୬ଲକ୍ଷ ଟଙ୍କା ବ୍ୟୟ କରି ସେ ହଳଦିଆ ଓ ହଳଡିହଠାରେ ସେ ରାଜକୋଷ ପାଣ୍ଠିରୁ ୬ ଲକ୍ଷ ଟଙ୍କା ବ୍ୟୟରେ ଦୁଇଟି ଜଳ ଜଳଭଣ୍ଡାର ସ୍ଥାପନ କରିଥିଲେ ।

|୫ ଅଗଷ୍ଟ ୨୦୧୩ରେ ପ୍ରଧାନମନ୍ତ୍ରୀଙ୍କଦ୍ୱାରା ହୋଇଥିବା ଏକ ସମୀକ୍ଷାରେ ଜଣାଯାଇଥିଲା ଯେ CPSMS ମାଧ୍ୟମରେ ସିଂହଭାଗ ୮୩% (ଡିଟିବି) ପାଣ୍ଠି ସ୍ଥାନାନ୍ତର ଜନନୀ ସୁରକ୍ଷା ଯୋଜନା ଏବଂ ସ୍କଲରଶିପ ସ୍କିମ ଅଧିନରେ ହୋଇଥିଲା ।

|ଉପଯୁକ୍ତ ଦରକାରୀ ବ୍ୟକ୍ତିକୁ ଯେଭଳି ଏ ସୁବିଧା ପହଞ୍ଚିପାରିବ ପ୍ରତି ଜିଲ୍ଲାର ଜିଲ୍ଲାପାଳମାନଙ୍କୁ ଏକ ନିର୍ଦ୍ଧିଷ୍ଟ ଆର୍ଥିକ ସୀମା ମଧ୍ୟରେ ଏହି ପାଣ୍ଠିରୁ ଖର୍ଚ୍ଚ କରିବାର କ୍ଷମତା ପ୍ରଦାନ କରାଯାଇଛି ।

ଏହି ଲୋକଙ୍କୁ ସହାୟତା କରିବାକୁ ନେହେରୁ ଭାରତୀୟ ଲୋକମାନଙ୍କଠାରୁ ଅର୍ଥ ସଂଗ୍ରହ କରି ଜାନୁୟାରୀ ମାସ ୧୯୪୮ ମସିହାରେ ଏହି ଅର୍ଥପାଣ୍ଠି ଏକତ୍ରିତ କରିଥିଲେ ।

|ପରୋପକାରୀ କାର୍ଯ୍ୟ|ଜିୟା ମୋଦୀଙ୍କ ଦାନ ସମ୍ପୂର୍ଣ୍ଣ ରୂପେ ବହାଇ ପାଣ୍ଠିକୁ ଯାଇଥାଏ ।

|୨୦୦୪ରେ ସେ ନିର୍ବାଚନରେ ବିଜୟୀ ହେବା ପରେ ବଳକା ରହିଥିବା ନିର୍ବାଚନ ପାଣ୍ଠିର ୨ ଲକ୍ଷ ଟଙ୍କା ଦଳର ସଭାପତିଙ୍କୁ ଫେରାଇଥିଲେ ।

ଜିଲ୍ଲା ଖଣିଜ ଉନ୍ନୟନ ପାଣ୍ଠିକୁ ଜିଲ୍ଲା ପ୍ରଶାସନ ଏବଂ ରାଜ୍ୟ ପ୍ରଶାସନ ବ୍ୟର୍ଥ ଉପଯୋଗ କରୁଥିବା କଥା ଅଭିଯୋଗ କରି ରାଧାରାଣୀ ଏହି ପଦରୁ ଇସ୍ତଫା ଦେଇଥିଲେ ।

୧୯୬୮ ମସିହାଠାରୁ ଜବାହରଲାଲ ନେହେରୁ ସ୍ମାରକ ପାଣ୍ଠି ପକ୍ଷରୁ ଜବାହରଲାଲ ନେହେରୁ ସ୍ମାରକ ଅଧିସଦସ୍ୟତା (Jawaharlal Nehru Memorial Fellowship) ପୁରସ୍କାର ମଧ୍ୟ ଦିଆଯାଉଛି ।

fundy's Meaning in Other Sites