fumages Meaning in Odia (Oriya). ( fumages ଶବ୍ଦର ଓଡିଆ ଅର୍ଥ)
ଧୂଆଁ,
Noun:
କ୍ଷତି |,
People Also Search:
fumariafumariaceae
fumarole
fumaroles
fumble
fumbled
fumbler
fumblers
fumbles
fumbling
fumblingly
fume
fumed
fumes
fumets
fumages తెలుగు అర్థానికి ఉదాహరణ:
|ଆକାଶୀୟ ଧୂଆଁ|ଏକ ପରିଯୋଜନା ଯାହା କୌଣସି ସରଞ୍ଚନାକୁ ଘୋଡାଇବା କିମ୍ବା ବାୟୁରୁଦ୍ଧ କରିବା ପରେ ସେଠାରେ ଘାତକ ସାନ୍ଦ୍ରତା ଯୁକ୍ତ ବିଷଯୁକ୍ତ ଗ୍ୟାସକୁ ଲମ୍ବା ଅବଧି (୨୪-୭୨ ଘଣ୍ଟା ) ପାଇଁ ଛାଡି ଦିଆଯାଏ ।
|ଘରେ ଉନ୍ନତ ବାୟୁ ସଂଚାଳନ ବ୍ୟବସ୍ଥା ତଥା ଭଲ ଚୁଲି ବା ଷ୍ଟୋଭ ଓ ଚିମିନି ବ୍ୟବହାର କରି ରୋଷେଇ ଘର ଧୂଆଁ ଓ ଉତ୍ତାପ ସଂସ୍ପର୍ଶରୁ ରକ୍ଷା ପାଇବା ନିମନ୍ତେ ଚେଷ୍ଟା ଆବଶ୍ୟକ ।
ନିଆଁ ଓ ଧୂଆଁକୁ ଚିଲ ମାନେ ବହୁତ ଆକର୍ଷିତ ହୁଅନ୍ତି ଅଷ୍ଟ୍ରେଲିଆରେ ଦେଖା ଯାଇଛି ଯେ ଜଳୁଥିବା କାଠକୁ ନେଇ ଅନ୍ୟଆଡେ ଫିଙ୍ଗିବା ଯୋଗୁଁ ଅନେକ ଥର ଜଙ୍ଗଲରେ ନିଆଁ ଲାଗିଯାଏ ।
ଏହାର ଦେହର ରଙ୍ଗ ଧୂଆଁଳିଆ ବାଦାମୀ ।
|ଧୂଆଁଧାର ଜଳପ୍ରପାତର କେବଲ୍ କାର୍ ସେବା|ନର୍ମଦା ନଦୀର ପୂର୍ବ ତଟରୁ ଓ ପଶ୍ଚିମ ତଟରୁ ଧୂଆଁଧାର ଜଳପ୍ରପାତ ପାଖରେ ପହଞ୍ଚିହେବ ।
|ଆହୁରି ଦେଖନ୍ତୁ|ପଶ୍ଚିମ ଘାଟ|ଗୋଆ|ଜୋଗ ଜଳପ୍ରପାତ|ଆଧାର|ଅନ୍ୟାନ୍ୟ ଲିଂକ୍|Official Dudhsagar Waterfall Website|How to Reach Dudhsagar falls|ଗୋଆ|ଭାରତର ଜଳପ୍ରପାତ ଧୂଆଁଧାର ଜଳପ୍ରପାତ ମଧ୍ୟ ପ୍ରଦେଶ ରାଜ୍ୟ ଅନ୍ତର୍ଗତ ଜବଲପୁର ଜିଲ୍ଲାରେ ଅବସ୍ଥିତ ।
|ଶରତ ପୂର୍ଣ୍ଣିମା ଦିନ ନର୍ମଦା ମହୋତ୍ସବ ପାଳିତ ହୋଇଥାଏ ଓ ଧୂଆଁଧାର ଜଳପ୍ରପାତ ବୁଲିଯିବା ପାଇଁ ଏହା ପ୍ରକୃଷ୍ଟ ସମୟ ।
ଆକାଶୀୟ ଧୂଆଁ ପ୍ରକ୍ରିୟା କୀଟ ଜୀବନ ଚକ୍ରର ସମସ୍ତ ଚରଣକୁ ଲକ୍ଷିତ କରିଥାଏ ।
|ପ୍ରତିରୋଧ|ଧୂଆଁ ସଂସ୍ପର୍ଶରେ ନ ଆସିବା ବା ଅଳ୍ପ ଆସିବା ତଥା ଉନ୍ନତ ଗୁଣର ବାୟୁ ପ୍ରବାହ ସହ ରହିଲେ ଅଧିକାଂଶ ସି.ଓ.ପି.ଡି. ରୋଗକୁ ପ୍ରତିରୋଧ କରିହେବ ।
ତଳେ ଝୁଣା ଧୂଆଁର ଝାସରେ ତାଙ୍କ ନାକରୁ ତିନିଟୋପା ରକ୍ତ ପଡ଼ିବାପରେ ସେ ଅଚେତ ଅବସ୍ଥାରେ ସେଥିରେ ଝୁଲି ରହନ୍ତି।
|ଜୀବନୀ| ପ୍ରାରମ୍ଭିକ ଜୀବନ |ଲକ୍ଷ୍ମୀକାନ୍ତ ମହାପାତ୍ର ୧୮୮୮ ମସିହା ଡିସେମ୍ବର ମାସ ୯ ତାରିଖରେ କଟକ ଜିଲ୍ଲାର ବାଖରାବାଦର ଧୂଆଁପତ୍ରିଆ ଗଳିରେ ଜନ୍ମଗ୍ରହଣ କରିଥିଲେ ।
୨୦% ରୋଗୀ ନିଜେ ଧୂମ୍ରପାନ ନ କରି ଧୂମ୍ରସଂସ୍ପର୍ଶରେ ଆସୁଥିବାରୁ ରୋଗ ହୁଏ ଯାହାକୁ ଇଂରାଜୀରେ ସେକଣ୍ଡହ୍ୟାଣ୍ଡ ଧୂଆଁ କହନ୍ତି ।