<< frictionless friday >>

frictions Meaning in Odia (Oriya). ( frictions ଶବ୍ଦର ଓଡିଆ ଅର୍ଥ)



ଘର୍ଷଣ,

Noun:

ଦ୍ୱନ୍ଦ୍ୱ |, ଧକ୍କା |, ଘର୍ଷଣ |, ବିପରୀତ,

frictions తెలుగు అర్థానికి ఉదాహరణ:

|ଆଧାର|କଳାହାଣ୍ଡି ଜିଲ୍ଲା|କଳାହାଣ୍ଡି ଜିଲ୍ଲାର ଗାଆଁ ଓ ସହର ଦଗ୍ଧ ଶବ୍ଦ ଚର୍ମ ବା ଅନ୍ୟାନ୍ୟ ତନ୍ତୁମାନଙ୍କର ଉତ୍ତାପ, ବିଦ୍ୟୁତ, ରାସାୟନିକ ପଦାର୍ଥ, ଘର୍ଷଣ ବା ରାଡିଏସନ‌ଦ୍ୱାରା ଆଘାତକୁ କୁହାଯାଏ ।

ଭୂପୃଷ୍ଠର ବାୟୁ ଘର୍ଷଣ ଯୋଗୁ ପବନ ନିମ୍ନ-ଚାପ ସ୍ଥାନ‌କୁ ସଞ୍ଚାଳିତ ହୁଏ ।

ଏହିସବୁ ପାରସ୍ପାରିକ କ୍ରିୟାର ଜଟିଳତା, ପ୍ରଥମ ମୂଳତତ୍ତ୍ୱର ଅସାଧ୍ୟତା ଓ ପ୍ରମାଣସିଦ୍ଧ ପଦ୍ଧତିର ଆବଶ୍ୟକୀୟ ବ୍ୟବହାରରୁ ସିଦ୍ଧାନ୍ତର ଉନ୍ନତି ଓ ବିଶ୍ଳଷଣ ପାଇଁ ଘର୍ଷଣର ଗଣନା କରିଥାଏ ।

ଘର୍ଷଣ ଗତି ବିଜ୍ଞାନର ଏକ ଅଂଶ ଅଟେ ।

"Richtige Grund-Sätze der Friction-Berechnung" ("ଘର୍ଷଣ ଗଣନାର ସଠିକ ଆଧାର"), ୧୭୩୭, ( ଜର୍ମାନ)ରେ ଓ ଲିଓନାର୍ଡୋ ଇଉଲର (୧୭୫୦), ଯେ ଏକ ଆନତ ସମତଳରେ ବସ୍ତୁର ବିଶ୍ରାମ କୋଣକୁ ବାହାର କରିଥିଲେ ଏବଂ ସ୍ଥିର ଓ ଗତିଜ ଘର୍ଷବ ମଧ୍ୟରେ ପ୍ରଥମେ ପାର୍ଥକ୍ୟ ଦେଖାଇଥିଲେ ।

ଘିଅ, ମହୁ, କ୍ଷୀର, ଲହୁଣୀ, ଛେନା, ଦହି, ଅଦା, ଗୁଡ଼, ନଡ଼ିଆ ଓ କଦଳୀ ଇତ୍ୟାଦି ବହୁ ଉପାଦେୟ ଦ୍ରବ୍ୟମାନ ନୈବେଦ୍ୟ ଭାବେ ମହାପ୍ରଭୁଙ୍କର ଅଙ୍ଗଲାଗି ବା ଘର୍ଷଣ ହୋଇ ସାରିବା ପରେ ସ୍ନାନ ସମୟରେ ସେଥିରୁ ନିର୍ଗତ ସ୍ନାନଜଳକୁ କୁଣ୍ଡଜଳ ବା ପାଦୁକା କୁଣ୍ଡରେ ରଖାଯାଇଥାଏ ।

ଏହି ଗୁଣର ଏକ ନାଟକୀୟ ଫଳାଫଳ ମଧ୍ୟ ରହିଛି, ଯେପରି ନିଆଁ ଜଳେଇବା ପାଇଁ କାଠ ଖଣ୍ଡଗୁଡ଼ିକୁ ପରସ୍ପର ସହ ଘଷିବାଦ୍ୱାରା ଘର୍ଷଣ ସୃଷ୍ଟି ହୋଇଥାଏ ।

ଶୁଷ୍କ ଘର୍ଷଣ ଭିତର ପୃଷ୍ଠତଳ ମଧ୍ୟରେ ଦୃଢ଼ ସଂସ୍ପର୍ଶତା, ବନ୍ଧୁରତା, ବିରୂପତା, ପ୍ରଭୃତି ଫଳରେ ସୃଷ୍ଟି ହୋଇଥାଏ ।

ଶରୀରର ଅଙ୍ଗର ଘର୍ଷଣରୁ ଏପରି ଶବ୍ଦ ସୃଷ୍ଟି କରିବା ପ୍ରକ୍ରିୟାକୁ ଷ୍ଟାରାଇଡ୍ୟୁଲେସନ୍ (stridulation) ବୋଲି କୁହନ୍ତି ।

|ଘର୍ଷଣ ନିଜେ ଏକ ମୌଳିକ ବଳ ନୁହେଁ ।

|ପେନ୍‌ସିଲ୍ ବ୍ୟବହାର ସମୟରେ, ଭୌତିକ ଘର୍ଷଣ (physical abrasion) ଯୋଗୁଁ ଦାଗ ପଡେ ଓ ଏହା କାଗଜ କିମ୍ବା ଅନ୍ୟ କୌଣସି ବସ୍ତୁର ପୃଷ୍ଠଭାଗରେ ଏହାର କଠିନ ରଙ୍ଗୀନ କୋର୍ ପଦାର୍ଥର ଚିହ୍ନ ଛାଡ଼ିଯାଏ ।

ଏହି ତରଙ୍ଗଗୁଡ଼ିକ ମୁଖ୍ୟତଃ ସମୁଦ୍ର ଉପରେ ପ୍ରବାହିତ ହେଉଥିବା ପବନ ଏବଂ ସମୁଦ୍ରର ଜଳସ୍ତର ମଧ୍ୟରେ ସୃଷ୍ଟି ହେଉଥିବା ଘର୍ଷଣ ଶକ୍ତିରୁ ଜାତ ହୋଇଥାଏ ।

frictions's Usage Examples:

to follow the shape of the flow resulting in low frictions and to avoid vortexes.


However, political frictions soon occurred within the OKP.


The colonists initially had good relationships with the local Indians, but frictions.


early 21st century agree that the earlier incidents were a result of "frictions unleashed by modernization," rather than by a resurgence of medieval antisemitism.


frictions that could prevent full insurance, but derive the optimal risk-sharing endogenously.


Price dispersion can be viewed as a measure of trading frictions (or, tautologically, as a violation of the law of one price).


He returns years later causing family frictions.


nomads have settled in several slums in the area, and have often had frictions with the local population as well as the city authorities.


account of the townspeople"s daily life and culture, as well as some frictions with the French colonial authorities which he witnessed.


Following frictions with various groups, Abdullah was dismissed in August 1953 and imprisoned.


After Marion's second album, The Program (recorded with Johnny Marr), frictions within the band began to take their toll; as a result, after heading to America for a fresh start, the band went their separate ways in 1999.


[citation needed] It offers a way of modeling markets in which frictions prevent instantaneous adjustment of the level of economic activity.


In October 2019, after growing reports of frictions with Nissan historical partner as well as misuse of company funds in consulting.



Synonyms:

clash, conflict,

Antonyms:

agree, miss,

frictions's Meaning in Other Sites