<< founts four eyes >>

four Meaning in Odia (Oriya). ( four ଶବ୍ଦର ଓଡିଆ ଅର୍ଥ)



ଚାରି,

ଚାରି,

four తెలుగు అర్థానికి ఉదాహరణ:

ଏଥିସହିତ ତାଙ୍କୁ ପ୍ରାଣନାଥ ସମ୍ମାନ, ହେମଲତା ସମ୍ମାନ, ଅନ୍ତର୍ଜାତୀୟ ରୋଟାରୀ ସମ୍ମାନ, ଦିୱାଲି ବେନ ଚାରିଟେବୁଲ ଟ୍ରଷ୍ଟଦ୍ୱାରା ଆଜୀବନ ସେବିକା ସମ୍ମାନ, ରାଧାନାଥ ରଥ ଫାଉଣ୍ଡେସନ୍ ସମ୍ମାନ ଭଳି ଅନେକ ସମ୍ମାନ ମିଳିଥିଲା ।

|ଆଧାର କୁଫା (ଇଂରାଜୀ ଭାଷାରେ kuphar ବା kuffah ବୋଲି ଉଚ୍ଚାରିତ) ଏକ ଗୋଲାକାର ଡଙ୍ଗା ।

| ବିଶେଷତା, ସୁନ୍ଦରତା ଓ ଆକର୍ଷଣ ||||ତାଜର ଚାରିପାଖରେ ଲୋହିତ ଶିଳା ନିର୍ମିତ ଏକ ବିଶାଳ ପ୍ରାଚୀର ରହିଛି।

ଏହା ଏକ ମାଟି ସଞ୍ଚାରିତ ହେଲମିନ୍ଥିଆସିସ (soil-transmitted helminthiasis) ରୋଗ ଓ ଏହାକୁ ଉପେକ୍ଷିତ ଟ୍ରପିକାଲ ରୋଗ (neglected tropical disease) ଦଳରେ ଅନ୍ତର୍ଭୁକ୍ତ କରାଯାଇଛି ।

|ଅର୍ଥ ବ୍ୟବସ୍ଥା|୧୯୬୨ ମସିହା ପର୍ଯ୍ୟନ୍ତ, ଘାଟୀ ବନ୍ଦ କରାଯିବା ପୂର୍ବରୁ ବହୁ ପ୍ରକାର ଜିନିଷ ଯଥା:- ପେନ, ଘଣ୍ଟା, ଖାଦ୍ୟ, ସୂତା କପଡ଼ା, ଖାଦ୍ୟ ତେଲ, ସାବୁନ, ଭବନ ନିର୍ମାଣ ସାମଗ୍ରୀ ଇତ୍ୟାଦିକୁ ଚାରି ଚକା ଯୁକ୍ତ ଗାଡ଼ିଦ୍ୱାରା ଘାଟୀକୁ ଅତିକ୍ରମ କରି ଖଚର ମାନଙ୍କ ପିଠିରେ ଲଦା ହୋଇ ତିବ୍ବତ ପଠା ଯାଉଥିଲା ।

ଏକ ରାଜ୍ଯ ହିସାବରେ, ଏହା ଭୂମଧ୍ଯସାଗର ଚାରିପଟେ, ଉତ୍ତର ଆଫ୍ରିକାରେ ଏବଂ ପଶ୍ଚିମ ଏସିଆରେ ସୁବିସ୍ତୃତ ଅଞ୍ଚଳ ନିଜ ଅଧିନରେ ରଖିଥିଲା ।

ବୈଷ୍ଣବ ପରମ୍ପରାରେ ଭକ୍ତି ବାଦୀ ବିଚାରିଟିଧାରା ଅତିରିକ୍ତ ଶକ୍ତିର ସିଦ୍ଧାନ୍ତ ବି ସମାହିତ।

ମରାମତି ସମୟରେ ଏଠାରୁ ସୂର୍ଯ୍ୟମୂର୍ତ୍ତି, ଚାରିଭୂଜା ମହିଷାମର୍ଦ୍ଦିନୀ, ଅଷ୍ଟଭୂଜା ଚାମୁଣ୍ଡା, ଚାରିଭୂଜା ଚାମୁଣ୍ଡା ପାର୍ବତୀମୂର୍ତ୍ତି, ଗଣେଶମୂର୍ତ୍ତି, ପ୍ରାଚୀନ ମନ୍ଦିରର ବଜ୍ରମସ୍ତକ, ଆମଳକ ଶିଳା, ଅନେକ ପ୍ରାଚୀନ ସ୍ତମ୍ଭର ଉପରିଭାଗ, ମିଥୁନମୂର୍ତ୍ତି, କ୍ଷୁଦ୍ରକ୍ଷୁଦ୍ର ବୌଦ୍ଧ ସ୍ତୂପ ଭଳି ପଥରଖଣ୍ଡ ଯେଉଁଥିରେ କି ପୂଜକ ଶିବଲିଙ୍ଗକୁ ପୂଜା କରୁଥିବାର ଦୃଶ୍ୟ ଖୋଦିତ ହୋଇଛି, ତାନ୍ତ୍ରିକ ମନ୍ଦିରର ଉପରିଭାଗ ଆଦି ମିଳିଛି ।

ସେତେବେଳେ ସଭ୍ୟପଦ ପାଇଁ ନିୟମ ଥିଲା ଯେ, କଂଗ୍ରେସକୁ ଚାରିଅଣା ପଇସା ଦେଇ ରସିଦ୍ ଖାତାରେ ଦସ୍ତଖତ କରିବାକୁ ପଡିବ ।

ଏହି ଘଟଣାର ପ୍ରାୟ ଦୁଇ ଦିନ ପରେ ଦିଲ୍ଲୀ ପୋଲିସ କମିଶନର ଦେଇଥିବା ତଥ୍ୟ ଅନୁସାରେ ଘଟଣାର ଚାରିଜଣ ଅଭିଯୁକ୍ତ ଧରାପଡିଥିଲେ ।

ଆଖି ଓ ପାଟି ଚାରିପାଖେ ଥିବା ଧଳା ଗୋଲ ଚିହ୍ନ ଯୋଗୁଁ ଏମାନେ ମୁହଁ ଉପରେ ଏକ ମୁଖା ପିନ୍ଧିଥିବା ପରି ଦେଖାଯାଏ ।

ସେହି ଯଜ୍ଞଦ୍ୱାରା ଇନ୍ଦ୍ରଙ୍କ ଉପରେ ଲାଗିଥିବା ବ୍ରହ୍ମହତ୍ୟା ପାପ ଚାରି ଭାଗରେ ବିଭକ୍ତ ହୋଇ ଗଛ, ନଦୀ, ପୃଥିବୀ ଏବଂ ନାରୀ ମଧ୍ୟରେ ବାଣ୍ଟି ହୋଇଗଲା ।

|କଥିତ ଅଛି ଯେ ଥରେ ରାଜା ସଂକର୍ଷଣ ତାଙ୍କ ଚାରି ପୁତ୍ରଙ୍କୁ ସାଥୀରେ ନେଇ ଏକ ତୀର୍ଥ ଯାତ୍ରାରେ ଜଗନ୍ନାଥ ଦର୍ଶନ କରିବାକୁ ପୁରୀ ଆସିଥିଲେ ।

four's Usage Examples:

Homeland, a popular US television drama, based its fourth season in Islamabad, Pakistan.


8-litre 20v inline four-cylinder, 2.


The first team and second team train together as a squad on Tuesdays and Thursday nights and the third team and fourth team train together as a development squad on Thursdays.


Operation Soap was a raid by the Metropolitan Toronto Police against four gay bathhouses in Toronto, Ontario, Canada, which took place on February 5, 1981.


the apical fourth of the costa to the tornus and is outwardly curved and sinuated.


They embarked on four world tours, two of which were all-stadium.


Johnson slid past Bobby Labonte in turn four, claiming the checkered flag by inches.


The police report indicated that four of the five molestation victims were Duggar"s siblings.


Busty Pit at Craghead Colliery, his "first job was on the landing as a datal hand and was to send sets of four full tubs outbye (to the shaft bottom).


"requires players to be at least 22, to have completed their college eligibility, to have graduated from a four-year college or to be four years removed.


Fontana Records introduced the band with a four-song live performance in London's Philips Studios.


together, one escape wheel driven by the fourth wheel of the wheel train, which in turn was geared to and drives a second escape wheel.


At the time of Connolly's arrival, the diocese covered all of New York and part of New Jersey, with four priests, three churches, and approximately 15,000 Catholics, most of them Irish, along with some English, French and Germans.



Synonyms:

cardinal, iv, 4,

Antonyms:

integrate, single, cardinal, ordinal,

four's Meaning in Other Sites