<< fortunize forty eight >>

forty Meaning in Odia (Oriya). ( forty ଶବ୍ଦର ଓଡିଆ ଅର୍ଥ)



ଚାଳିଶ,

forty తెలుగు అర్థానికి ఉదాహరణ:

ତୁଳସୀ ଦାସ ଜେଲ ଭିତରେ ଶ୍ରୀରାମଙ୍କୁ ଧ୍ୟାନକରିବାରୁ ହନୁମାନ ଆବିର୍ଭୁତ ହେଲେ ଓ ହନୁମାନଙ୍କ କୃପାରୁ ସେ ହନୁମାନ ଚାଳିଶା ରଚନା କଲେ।

ଗଞ୍ଜାମର କୁକୁଡ଼ାଖଣ୍ଡି, କୁଲାଡ଼, କବିସୂର୍ଯ୍ୟନଗର, ଭଞ୍ଜନଗର, ପଦ୍ମନାଭପୁର ଆଦି ଅଞ୍ଚଳରେ ଏବେ ମଧ୍ୟ ପ୍ରାୟ ଚାଳିଶ ଗୋଟି ରଜାନାଟକ ଦଳ ବା ପୁଞ୍ଜା ରହିଛନ୍ତି ।

ସେ ଚାଳିଶିରୁ ଅଧିକ କଥାଚିତ୍ରରେ ଅଭିନୟ କରିଛନ୍ତି ।

|ଚାଳିଶ ବର୍ଷ ଧରି କର୍ଣ୍ଣଡ଼ ମୁଖ୍ୟତଃ ଇତିହାସ ଓ ପୁରାଣକୁ ନେଇ ତାତ୍କାଳିକ ଅସୁବିଧା ବାବଦରେ ନାଟକ ରଚନା କରିଥିଲେ ।

| ପ୍ରକାଶିତ ପୁସ୍ତକ |ଅଞ୍ଜଳି (ଚାଳିଶିଟି କବିତାର ସଙ୍କଳନ - ୧୯୦୩)|ଶକୁନ୍ତଳା - ଗଳ୍ପ ସଂକଳନ (୧୯୦୪)| ସମ୍ପାଦନା |ରେବା ପ୍ରଥମ ନାରୀ ପତ୍ରିକା ଆଶା ଓ ପ୍ରଥମ ଶିଶୁ ସାହିତ୍ୟ ପତ୍ରିକା ପ୍ରଭାତ (୧୯୦୯)ର ସମ୍ପାଦିକା ଥିଲେ ।

କୋଡ଼ିଏରୁ ଚାଳିଶ ବର୍ଷ ବୟସ ମଧ୍ୟରେ ଏହି ରୋର ହୁଏ ।

|ବୟସ ୩୫ ଟପିଲେ ଯେ କୌଣସି ଲୋକର ଚାଳିଶା ସଙ୍କଟ ଆସିଯାଏ ଓ ସମସ୍ତେ କିଛି ପରିମାଣରେ ଆକ୍ରାନ୍ତ ହୁଅନ୍ତି ।

| ଆଧାର |ଚିକିତ୍ସା ବିଜ୍ଞାନ ହନୁମାନ ଚାଳିଶା ହେଉଛି ହିନ୍ଦୁ ଭଗବାନ ହନୁମାନଙ୍କୁ ଉତ୍ସର୍ଗୀକୃତ କରି ଲେଖାଯାଇଥିବା ଏକ ସ୍ତୁତି ।

|ଅବଦାନ|ଅଶ୍ୱିନୀ ପ୍ରାୟ ଏକଚାଳିଶଟି ନାଟକ ରଚନା କରିଛନ୍ତି ।

ଚାଳିଶ ବର୍ଷ ବ‌ୟସ ପରେ ବର୍ଷକୁ ପ୍ରତି ଏକ ହଜାରରେ ୬ ଜଣକୁ ଏ ରୋଗ ହୁଏ ।

| ଶବ୍ଦ ବ୍ୟୁପ୍ତତ୍ତି |ସଙ୍ଗରୋଧର ଇଂରାଜି ଅନୁବାଦିତ ଶବ୍ଦ Quarantine (କ୍ୱାରେଣ୍ଟାଇନ) ଇଟାଲୀ ଶବ୍ଦ quarantenaରୁ ଆସିଛି, ଯାହାର ଆକ୍ଷରିକ ଅର୍ଥ ହେଉଛି ଚାଳିଶ ଦିନ ।

|ଚାଳିଶ ବର୍ଷ ବୟସ ପୂର୍ବରୁ ଏହି ରୋଗ କ୍ୱଚିତ ଦେଖାଯାଏ, ଓ ୭୦ ବର୍ଷ ପରେ ଅଧାରୁ ଅଧିକ ଅଗ୍ନାଶୟ ଆଡେନୋକାର୍ସିନୋମା ଦେଖାଯାଏ ।

forty's Usage Examples:

BackgroundDuring the early morning hours of December 3, 1984, a Union Carbide plant in a village just South of Bhopal, India released approximately forty tons of Methyl Isocyanate (MIC) into the air.


The Ghibelline army had three main commanders: First, Guglielmo Ubertini who had served for forty years as the bishop of Arezzo by the time of the battle.


heart failure, arrhythmias or a combination of the three, large areas of akinesis or dyskensis, ejection fraction of less than forty percent Contraindications.


There are some forty five references to the elaborate merits of knicker, panty, bloomer, brief, Directoire, gusset and thread, quality interlock.


This class was known widely as the Schools Class because all forty of the class were named after prominent English public schools.


The START team would test the MHD using forty-six sets of Mirnov coils at different heights on the center column of START.


In May 2015, he was sentenced to a double life sentence plus forty years without the possibility of parole.


The series premiered on Tokyo Broadcasting System in Japan on October 5, 2002 and ran for forty-nine episodes until September 20, 2003.


Forty-seven of the forty-nine electors had had no experience electing a pope.


The second season continues the stories of a group of over forty people who have been stranded on a remote island in the south Pacific, after their airplane crashed forty-four days prior to the beginning of the season.


Each raceme may boast twenty to forty flowers, and the calyxes have broadly triangular lobes.


an annual salary of forty piculs of rice in 1444.


Crothers' mother, an independent-minded woman whose father had been friends with Abraham Lincoln, went to medical school at forty and became one of the first woman physicians in Illinois, encountering and eventually overcoming much opposition to her practice in Bloomington.



Synonyms:

cardinal, 40, xl, twoscore,

Antonyms:

135th, 60th, quadrillionth, unimportant, ordinal,

forty's Meaning in Other Sites