<< forthrightly forthwith >>

forthrightness Meaning in Odia (Oriya). ( forthrightness ଶବ୍ଦର ଓଡିଆ ଅର୍ଥ)



ସରଳତା,

ସ୍ୱଚ୍ଛତା,

forthrightness తెలుగు అర్థానికి ఉదాహరణ:

ଆରୋହୀଙ୍କ ସରଳତା ତଥା ଜଣେ ସଫଳ ଗାୟୀକା ହେବାର ନିଷ୍ଠା ଦେଖି ରାହୁଲ ତାଙ୍କ ପ୍ରତି ଆକର୍ଷିତ ହୁଅନ୍ତି ଏବଂ ମନେ ମନେ ଶପଥ କରନ୍ତି ଯେ ସେ ଆରୋହୀଙ୍କୁ ଏକ ସଫଳ ଗାୟୀକା କରିବାରେ ସେ ସମସ୍ତ ସହଯୋଗ କରିବେ ।

ସେମାନଙ୍କର ମଧ୍ୟରେ ଦୁର୍ଲଭ ସରଳତାର ସନ୍ଧାନ ପାଇଲେ ।

ପରେ ସେ ଗୀତ ଖୁବ ଲୋକପ୍ରିୟ ହେଲା, ପରେ କଲିକତାର ରେକର୍ଡ କମ୍ପାନୀ ତାଙ୍କ ସରଳତାର ସୁଯୋଗ ନେଇ ୩ ବର୍ଷ ପାଇଁ ତାଙ୍କଠୁ ଚୁକ୍ତି ସ୍ୱାକ୍ଷର କରିନେଲା ।

ଏମାନଙ୍କ କେଶର ଅନୁପ୍ରସ୍ଥ ପରିଚ୍ଛେଦ ଗୋଲାକାର ହୋଇଥାଏ ଏବଂ ସେମାନଙ୍କ ମଧ୍ୟାଶ କିମ୍ବା ମଜ୍ଜାର ବିଭେଦ ସରଳତାରେ କରାଯାଇପାରେ ।

ଶ୍ରୀରାମଚନ୍ଦ୍ର ଭଞ୍ଜଙ୍କର ଆଦର୍ଶ ଚରିତ୍ରବତ୍ତା, ସରଳତା, ନମ୍ରତା ଶୁଦ୍ଧ ସ୍ୱଭାବ ଓ ନିର୍ମଳ ବ୍ୟକ୍ତିତ୍ୱ ସର୍ବାଧିକ ପ୍ରଶଂସନୀୟ।

|ପୂନମର ସୁଶୀଳ ବ୍ୟବହାର ତଥା ସରଳତାରେ ଭଗତ ଜୀ ( କୃଷ୍ଣକାନ୍ତଙ୍କ ବନ୍ଧୁ) ବିମୁଧ ହୁଅନ୍ତି ଏବଂ ନିଜ ପୁଅ ପ୍ରେମ (ଶାହିଦ) ପାଇଁ ବିବାହ ପ୍ରସ୍ତାବ ଦିଅନ୍ତି ।

ଫକିରଙ୍କ ଈଶ୍ୱରପ୍ରେମ ଓ ସରଳତା ଶ୍ରୀରାମକୃଷ୍ଣଙ୍କୁ ଖୁବ୍‌ ମୁଗ୍‌ଧ କଲା ।

ଏହା ସରଳତାରେ କ୍ଲୋରିନ ମୁକ୍ତ କରିଥାଏ ।

ଚନ୍ଦ୍ରମଣି ଦେବୀ ସରଳତା ଓ ଦୟାର ପ୍ରତିମୂର୍ତ୍ତି ଥିଲେ ।

ବିଶ୍ରବା ପୁତ୍ର ରାବଣ ଆର୍ଯ୍ୟ ଶିକ୍ଷା ସଭ୍ୟତା ଗୁଣରେ କ୍ଷିତି, ଅପ, ତେଜ, ମରୁତ ଓ ବ୍ୟୋମ ଏହି ପଞ୍ଚଭୂତ ଉପରେ ନିଜର କ୍ଷମତା ଯଥେଷ୍ଟ ପ୍ରସାର କରିଥିଲେ I ସେ କାଳର ଆର୍ଯ୍ୟମାନଙ୍କର ସରଳତାର ସୀମା ଅତିକ୍ରମ କରି ରାବଣ ରାଜ୍ୟାଭିମାନ ଓ ରାଜବ୍ୟସନରେ ମତ୍ତ ହୋଇ ଆସୁରିକ ବୃତ୍ତିପ୍ରାପ୍ତ ହୋଇଥିଲେ ।

forthrightness's Usage Examples:

His works display a high level of literary accomplishment, along with forthrightness and directness of emotional expression.


Cuthbert (forthrightness) Celestian (stars) Hextor (war) Pholtus (resolution) Fharlanghn (travel) Iuz (oppression) Heironeous (chivalry).


Powers and his Chief of Staff "each failed to speak with candor and forthrightness expected of people in their positions of trust and leadership," the.


Three weeks after the FCC's July 18 vote to have the deal reviewed by an administrative law judge amid serious concerns about Sinclair's forthrightness in its applications to sell certain conflict properties, on August 9, 2018, Tribune announced it would terminate the Sinclair deal, intending to seek other M"A opportunities.


little or no formal education; his spiritual authority and parrhesia (forthrightness) stemmed from his strict asceticism.


Although admired by his generation for his honesty, forthrightness, and his intense and vigorous approach to life, he fell short of greatness.


On July 18, 2018, the FCC voted to have the Sinclair–Tribune acquisition reviewed by an administrative law judge amid serious concerns about Sinclair's forthrightness in its applications to sell certain conflict properties.


Governor of South AustraliaDescribed as a 'dominant personality' and having gained a reputation for forthrightness and intolerance, MacDonnell was appointed the sixth Governor of South Australia, arriving 9 June 1855, and taking over from Boyle Travers Finniss who had been acting since the departure of Sir Henry Young.


Haggard"s audio commentary on Venom is well known for its forthrightness, and some hilarious anecdotes on the competitive antics of stars Oliver.


Roger becomes repeatedly annoyed when Susan"s complete honesty and forthrightness cause trouble for him.


choosing primarily Ancient Japanese themes, extolling Shintō virtues of forthrightness (真, makoto) and virility (masuraoburi).


As the act continues, cracks are shown in Brian’s brutal forthrightness about his illness and Mark"s feelings about his impending death.



Synonyms:

candidness, honesty, frankness, honestness, directness, ingenuousness, candour, candor,

Antonyms:

artfulness, unfairness, partiality, dishonesty, disingenuousness,

forthrightness's Meaning in Other Sites