<< forktail forlorn >>

forlore Meaning in Odia (Oriya). ( forlore ଶବ୍ଦର ଓଡିଆ ଅର୍ଥ)



ପରିତ୍ୟାଗ,

Adjective:

ପରିତ୍ୟକ୍ତ, ହାରିଥିବା, କଳଙ୍କିତ |, ଅବହେଳିତ,

forlore తెలుగు అర్థానికి ఉదాహరణ:

ମେଜର ଇମ୍ପେ ଯୁଦ୍ଧନୀତି ପରିତ୍ୟାଗ କରି ଶାନ୍ତି ନୀତି ଅନୁସରଣ କଲେ ।

କିନ୍ତୁ ପରେ ଆଭ୍ୟନ୍ତରୀଣ ବିବାଦ ଯୋଗୁ ବୀତସ୍ପୃହ ହେଇ ସେ ତାହା ପରିତ୍ୟାଗ କରିଥିଲେ ।

| ଗାନ୍ଧିଜୀଙ୍କ ସହ ସାକ୍ଷାତ |୧୯୨୧ ମସିହା ଜୁଲାଇ ୧୬ରେ ସୁଭାଷ ବୋଷ କେମ୍ବ୍ରିଜ ପରିତ୍ୟାଗକରି ବମ୍ବେ ଆସିଥିଲେ ।

ଶିକ୍ଷା ଲାଭ ପରେ ସେ ଧର୍ମଯାଜକ ହେବା ପାଇଁ ଇଚ୍ଛୁକ ଥିଲେ ମଧ୍ୟ ସେହି ଇଚ୍ଛାକୁ ପରିତ୍ୟାଗ କରିଥିଲେ ।

|ମାଇକୋବ୍ୟାକ୍ଟେରିଅମ ଅଲସରାନ୍‌ସ ଏକ ବିଷାକ୍ତ ପଦାର୍ଥ ମାଇକୋଲାକ୍‌ଟୋନ୍ (mycolactone) ପରିତ୍ୟାଗ କରେ ଯାହା ଦେହର ପ୍ରତିରୋଧ ଶକ୍ତି କମେଇଦେବା ଫଳରେ ଅସମୟ ତନ୍ତୁ ମୃତ୍ୟୁ ହୁଏ ।

ଅନେକ ସମୟରେ ଅତ୍ୟଧିକ ପରିତ୍ୟାଗ ଭୟ, ବିପଦ ଜନ‌କ ବ୍ୟବ‌ହାର, ଶୂନ୍ୟତାପଣ ଅନୁଭବ ଓ ଆତ୍ମ-ଆଘାତ ଇତ୍ୟାଦି ଦେଖାଯାଏ ।

ଦୁର୍ଗର ଅଧିଷ୍ଠାତ୍ରୀ ଦେବୀଙ୍କ କୋପରେ ପାର୍ଶ୍ୱବର୍ତ୍ତୀ ଗଞ୍ଜା (ଆଧୁନିକ ଗଞ୍ଜାମ ସହର) ନଷ୍ଟ ହୋଇଯିବା, ଆକ୍ରମଣ ସମୟରେ ପୋତାଗଡ଼ର ଗୁପ୍ତ ସୁଡଙ୍ଗ ଦେଇ ରାଜା ଦୁର୍ଗ ପରିତ୍ୟାଗ କରିବା ଓ ଡଙ୍ଗା ସାହାଯ୍ୟରେ ସମୁଦ୍ରପଥରେ ପଳାୟନ କରିବା ଇତ୍ୟାଦି ସବୁ ଲୋକକଥାରେ ପୋତାଗଡ଼ର ଉଲ୍ଲେଖ ରହିଛି ।

ଏହି ବର୍ଣ୍ଣନାରେ ଅଛି: ସୂର୍ଯ୍ୟଙ୍କର ତିନି ସନ୍ତାନଙ୍କୁ ଜନ୍ମ ଦେବା ପରେ ସଞ୍ଜନା ତାଙ୍କୁ ପରିତ୍ୟାଗ କରିଥିଲେ ଓ ସନ୍ତାନମାନଙ୍କର ଦାୟିତ୍ୱ ଛାୟା ଉପରେ ଛାଡ଼ିଦେଲେ ।

୨୦୧୮ ମସିହା ୩୧ ଡିସେମ୍ବରରେ ସେ ଇହଧାମ ପରିତ୍ୟାଗ କରିଥିଲେ ।

ଏହା ସେମାନଙ୍କ ଅତୀତର କିଛି ପାପ ବା ଦୁଶ୍ଚିନ୍ତାକୁ ପରିତ୍ୟାଗ କରିବାର ସାଙ୍କେତିକ ପରିପ୍ରକାଶ ।

ମଦ ପରିତ୍ୟାଗର ଦୁଇ ଦିନରେ ଆରମ୍ଭ ହୋଇ ଦୁଇ ତିନି ଦିନ ପର୍ଯ୍ୟନ୍ତ ରହେ ଲୋକର ଦୃଷ୍ଟି ଓ ଶ୍ରବଣ ବିଭ୍ରମ ହୁଏ ।

କିଛି ଅଞ୍ଚଳ ଏମାନେ ପରିତ୍ୟାଗ କରିଥିବା ବେଳେ ଆଉ କେତେ ସ୍ଥାନ ଓ ଗ୍ରାମ ଏମାନଙ୍କ ବସତି ପାଇଁ ପର୍ଯ୍ୟଟନର କେନ୍ଦ୍ରବିନ୍ଦୁ ପାଲଟି ଯାଇଛନ୍ତି ।

ଗୌତମ ବୁଦ୍ଧ ସାଂସାରିକ ଜୀବନ ପରିତ୍ୟାଗ କରିବା ବିଷୟ ଆସନ୍ନ ଜାଣି ତାଙ୍କ ମାତା ମାୟା ରାତି ସାରା ବସି ତାଙ୍କ ପାଇଁ ଏହି ପୀତ ବୌଦ୍ଧ ଭିକ୍ଷୁ ବସ୍ତ୍ର ବୁଣିଥିଲେ ।

forlore's Meaning in Other Sites