<< foretops forever and a day >>

forever Meaning in Odia (Oriya). ( forever ଶବ୍ଦର ଓଡିଆ ଅର୍ଥ)



ସାଙ୍ଗରେ, ସବୁଦିନ ପାଇଁ,

Adverb:

ସବୁଦିନ ପାଇଁ |,

forever తెలుగు అర్థానికి ఉదాహరణ:

ଏହାପରେ ବିଦେଶରୁ କୌଣସି ଡିଗ୍ରୀ ହାସଲ ନ କରି ସରୋଜିନୀ କେବଳ ବିପୁଳ ଅଭିଜ୍ଞତା ଓ ନୂତନ ଚିନ୍ତାଧାରାକୁ ସାଙ୍ଗରେ ଧରି ୧୮୮୯ରେ ଭାରତକୁ ଫେରିଆସିଥିଲେ।

|ବିଧାନ ସଭା ନିର୍ବାଚନ ମଧ୍ୟ ନିମ୍ନୋକ୍ତ ରାଜ୍ୟଗୁଡ଼ିକରେ ଏହି ସମୟରେ ଏକା ସାଙ୍ଗରେ ହୋଇଥିଲା: ଆନ୍ଧ୍ର ପ୍ରଦେଶ, ଅରୁଣାଞ୍ଚଳ ପ୍ରଦେଶ, ଓଡ଼ିଶା, ଜମ୍ମୁ ଓ କାଶ୍ମୀର ଏବଂ ସିକ୍କିମ ।

ତେବେ ପୋଲିସକୁ ସାଙ୍ଗରେ ଧରି ନିଜ ଘରକୁ ଯାଇଥିଲେ ଓ ମା'ଠାରୁ ବିଦାୟ ନେଇ ଏକ ବିରାଟ ପଟୁଆରରେ ସେ ଆସିଥିଲେ ।

ଏବି ଡିଭିଲିୟର୍ସଙ୍କ ସ‌ହିତ ସେ ୨୦୦୫ ଏବଂ ୨୦୧୫ ମଧ୍ୟରେ ଆଇସିସି ଟେଷ୍ଟ ବ୍ୟାଟିଂ ରେଙ୍କିଙ୍ଗ୍‌ରେ ଏକ ସାଙ୍ଗରେ ପ୍ରଥମ ସ୍ଥାନରେ ଥିଲେ ।

ପାଇକମାନଙ୍କ ସାଙ୍ଗରେ ଇଂରେଜ ସୈନ୍ୟଙ୍କର ଗଙ୍ଗପଡ଼ା, ବାଳକାଟି, ପିପିଲି ଇତ୍ୟାଦି ସ୍ଥାନମାନଙ୍କରେ ସଂଘର୍ଷ ହୋଇଥିଲା ।

ସମସ୍ତ ବିଦ୍ୟାର୍ଥୀଙ୍କୁ ଏଠାରେ ଏକ ସାଙ୍ଗରେ ଭୋଜନ ପରିବେଷଣ କରାଯାଇଥାଏ ।

ଏମାନଙ୍କ ଗର୍ଭଧାରଣ ସମୟ ପ୍ରାୟ ୩ ମାସ ଓ ଏକାସାଙ୍ଗରେ ମାଈ ଚିତାବାଘ ୩ରୁ ୫ଟି ଛୁଆଙ୍କୁ ଜନ୍ମ ଦେଇଥାଏ ।

ଏହାସହ ଭଗବାନ ବିଷ୍ଣୁଙ୍କ ସମ୍ମାନାର୍ଥେ ବଙ୍ଗୋପସାଗରର ଉଭୟ ପାର୍ଶ୍ୱରେ ବିରାଟ ବିଶାଳ ମନ୍ଦିର ଏକାସାଙ୍ଗରେ ଦେଖାଗଲା ।

ତା ସହିତ କାଗଜରେ ବଡ଼ ବଡ଼ ଅକ୍ଷରରେ ଲେଖା, ସ୍ୱାଧୀନତା ସମ୍ପର୍କିତ ଏକ ସ୍ୱରଚିତ କବିତାକୁ ସେ ଉଡ଼େଇଥିଲେ ସେଇ ପତାକା ସାଙ୍ଗରେ

ଅପମାନିତ ହୋଇ ସେ ଜଙ୍ଗଲକୁ ଫେରିଗଲେ ଏବଂ ନିଜ ପୁଅକୁ ସାଙ୍ଗରେ ନେଇ ଏକ ଜଙ୍ଗଲରେ ନିଜେ ବସବାସ କଲେ ।

ଏହା ଏକାସାଙ୍ଗରେ ଅଲୋକ ପ୍ରଦାନ ସହ ସମସ୍ତ ଉଦ୍ଧାର କାର୍ଯ୍ୟ ଉପକରଣଗୁଡ଼ିକୁ ଚଳାଇବାରେ ସାହାଯ୍ୟ କରେ ।

ପାରମ୍ପରିକ ଆଜେର୍‍ବାଇଜାନୀ ପଲଉର ତିନୋଟି ମୁଖ୍ୟ ବିଶେଷତ୍ତ୍ୱ ହେଲା : ପ୍ରଥମ - ଭାତ ଅତି ଗରମ ନ ହୋଇ ଉଷୁମ ହୋଇଥାଏ, ଦ୍ୱିତୀୟତଃ ଛଣା ଯାଇଥିବା ମାଂସ, ମାଛ, ଅଣ୍ଡା ଇତ୍ୟାଦି ପଲଉ ସାଙ୍ଗରେ ଖାଇବା ପାଇଁ ପ୍ରସ୍ତୁତ କରି ରଖାଯାଏ ଓ ତୃତୀୟ – ପଲଉରେ ବିଭିନ୍ନ ବାସ୍ନା ପତ୍ର ପଡ଼ିଥାଏ ।

୧୦ ବର୍ଷ ତଳେ ୨୦୦୫ ନଭେମ୍ବର ୧୯ ତାରିଖରେ ଗ୍ୱାଲିଅରରେ ୧୯,୯୭୩ ଜଣ ଲୋକ ଏକାସାଙ୍ଗରେ ଗୋଟିଏ ସ୍ଥାନରେ ଯୋଗାଭ୍ୟାସ କରିଥିଲେ ।

forever's Usage Examples:

Lincoln's son, Robert Todd Lincoln donated the family home to the State of Illinois in 1887 under the condition that it would forever be well maintained and open to the public at no charge.


She meets Mark for coffee and reveals that Chloe has moved on to another city, and she has decided that she can't follow her sister's family around forever.


Kingdoms of Scotland and England, shall upon the 1st May next ensuing the date hereof, and forever after, be United into One Kingdom by the Name of Great Britain.


is best known for its aria "Ebben? Ne andrò lontana" ("Well, then? I"ll go far away," act 1, sung when Wally decides to leave her home forever).


To avoid the banality of "coupledom" in his new relationship with Fanfan, he will court her forever without.


cannot be found with a sum of a finite number of inverse powers of two, the zeros and ones in the binary representation of 1/3 alternate forever.


every pentangle has a smaller pentagon that allows a pentangle to be embedded in it and this "process may be repeated forever with decreasing pentangles".


trial facing strange accusations and as punishment were “eternally and everlastingly” expelled from China forever.


The boys run away and swear in blood to "keep mum forever" about what they saw ("The Vow").


Snead, a mainland photographer, accompanies Viola and takes portraits of the islanders before they leave their way of life forever.


Our good friend LeRoi Moore passed on and gave his ghost up today and we will miss him forever.


Collins, in Prospect Magazine, writes "Hannan has the constant tra-la-la effusiveness of a man forever on his way home from choral evensong at an Oxford college.


Live the (divine, royal) Father, The Aten, given life everlastingly forever, the great living orb who is in jubilee within the estate of the orb in ‘Horizon of the Orb’”.



Synonyms:

eternally, everlastingly, evermore,

Antonyms:

fractional,

forever's Meaning in Other Sites