<< forestland forests >>

forestry Meaning in Odia (Oriya). ( forestry ଶବ୍ଦର ଓଡିଆ ଅର୍ଥ)



ବନବିଭାଗ,

Noun:

ଜଙ୍ଗଲ, ବନବିଭାଗ,

forestry తెలుగు అర్థానికి ఉదాహరణ:

|ନିକଟ ଅତୀତରେ ବେଙ୍ଗାଳୁରୁ ନଗରରେ କିଛି କଲରାପତ୍ରିଆ ବାଘ ପଶି ଆସିଥିଲେ ; ବନବିଭାଗ ପରେ ନଗର ଉପକଣ୍ଠରୁ ୬ଟି କଲରାପତ୍ରିଆ ବାଘଙ୍କୁ ଧରିଥିଲେ ଓ ୪ଟି ବାଘଙ୍କୁ ଅନ୍ୟତ୍ର ସ୍ଥାନାନ୍ତରିତ କରିଥିଲେ ।

ଉକ୍ତ ତିଥିରେ ଶ୍ରୀଜଗନ୍ନାଥଙ୍କର ପାରମ୍ପରିକ ରଥଯାତ୍ରାର ରଥ ନିର୍ମାଣ ନିମନ୍ତେ ପ୍ରଥମ କରି ରଥକାଠ ବନବିଭାଗରୁ ଶ୍ରୀକ୍ଷେତ୍ରକୁ ଆସି ରାଜନଅର ସମ୍ମୁଖରେ ତିନିବାଡ଼ର ତିନିରଥ ନିର୍ମାଣ ନିମନ୍ତେ ତିନିଗୋଟି କାଠକୁ ପାରମ୍ପରିକ ଭାବେ ପୂଜାର୍ଚ୍ଚନା କରାଯାଇ ଶୁଭ ଦିଆଯାଇଥାଏ ।

|ରାଇନୋ ଅବ୍‍ଜର୍ଭେସନ୍ ପଏଣ୍ଟ୍: ଗୋରୁମାରା ବନବିଭାଗ ବଙ୍ଗଳା ସାମନାରେ ଏହି ନିରୀକ୍ଷଣ ମଞ୍ଚ ଅବସ୍ଥିତ ।

| ଚାକିରି |୧୯୭୨ରେ ତାନସେନ ରାଜ୍ୟ ବନବିଭାଗରେ ଚାକିରି ଆରମ୍ଭ କରିଥିଲେ ।

“|“ଏହି ନରହନ୍ତା ଓ ନରଭକ୍ଷୀ ବାଘକୁ ଉଦୟପୁର ପାର୍ଶ୍ୱବର୍ତ୍ତୀ ଏକ ଆବଦ୍ଧ ସ୍ଥାନକୁ ସ୍ଥାନାନ୍ତରିତ କରିବାରେ ବନବିଭାଗ ଓ ରାଜସ୍ଥାନ ସରକାର ସଫଳ ହୋଇଛନ୍ତି ।

ଅବୈଧ ଶିକାରୀମାନଙ୍କର ବୟାନ ଲିପିବଦ୍ଧ କରାଗଲା, “Curbing the Crisis” (ସଙ୍କଟର ନିୟନ୍ତ୍ରଣ) ନାମରେ ଏକ ଭିଡ଼ିଓ ରେକର୍ଡିଂ କରାଯାଇ ବନବିଭାଗ ସମ୍ମୁଖରେ ଉପସ୍ଥାପନ କରାଗଲା ।

|Deputy Conservator of Forests, Indian Forest Serviceର କର୍ମଚାରୀ, ଯିଏକି ଜିଲ୍ଲାର ବନବିଭାଗ ଦାୟିତ୍ୱରେ ଅଛନ୍ତି ।

ଏହି ସମିତିରେ ତିନି ରାଜ୍ୟର ଜଳସମ୍ବଳ ମନ୍ତ୍ରାଳୟର ପ୍ରତିନିଧି, ଜଳସେଚନ ଓ ବିଦ୍ୟୁତ୍ ବିଭାଗର ପ୍ରତିନିଧି, ଭାରତୀୟ ବନ୍ୟପ୍ରାଣୀ ସଂସ୍ଥାର ପ୍ରତିନିଧି, ମାନ୍ଦ୍ରାଜ୍ କୁମ୍ଭୀର ବ୍ୟାଂକ୍‍ର ପ୍ରତିନିଧି, ଘଡ଼ିଆଳ ସଂରକ୍ଷଣ ସଂସ୍ଥା, ୱଲ୍ଡୱାଇଡ୍ ଫଣ୍ଡ୍ ଫର୍ ନେଚର୍ ଓ ବିଭିନ୍ନ ବନବିଭାଗ ଅଧିକାରୀ ସଦସ୍ୟ ଭାବେ ରହିଛନ୍ତି ।

ଏକ ରିପୋର୍ଟ ଅନୁସାରେ ବାଘଟିଏ ଗାଁର ପରିତ୍ୟକ୍ତ ଗୁହାଳରେ ଆଶ୍ରୟ ନେଇଥିଲା ଯାହାକୁ ବନବିଭାଗ ଧରିନେଇ ବଣ ଭିତରେ ପରେ ଛାଡ଼ି ଦେଇଥିଲା ।

ମଣିଷଙ୍କୁ ଆକ୍ରମଣ କଲେ ହିଁ ଭାରତରେ ବନବିଭାଗ କର୍ମଚାରୀ କଲରାପତ୍ରିଆଙ୍କୁ ଧରିବା ପାଇଁ ଯନ୍ତା ବସାଇପାରିବେ ।

୨୦୧୭ ମସିହାର ଏକ ରିପୋର୍ଟ ଅନୁସାରେ ଭୁଟାନର ଜିଂମେ ଦୋର୍ଜି ଜାତୀୟ ଉଦ୍ୟାନର କିଛି ବନବିଭାଗ କର୍ମଚାରୀ ସମୁଦ୍ରପତନରୁ ୪୦୦୦ ମିଟର୍ ଉଚ୍ଚତାରେ ଥିବା ସୋ ଡାଂଗୋଚୋଂଗ୍‍ରେ କୁକୁଭ ଚଢ଼େଇ ବାସ କରିବା ଦେଖିଥିଲେ ।

|ରହିବା ସ୍ଥାନ|ଜାତୀୟ ଉଦ୍ୟାନରେ ଥିବା ବନବିଭାଗ ବଙ୍ଗଳା ବହୁ ପୁରୁଣା, ଅଧିକାଂଶରେ କାଠରେ ନିର୍ମିତ ଓ ଏଥିରେ ଏକ ନିରୀକ୍ଷଣ ମଞ୍ଚ ରହିଛି ଯେଉଁଠାରୁ ସମ୍ମୁଖରେ ଥିବା ଜୀବଜନ୍ତୁଙ୍କ ଖଣିଜ ଲବଣ ଚାଟିବା ସ୍ଥାନଟିଏ ସ୍ପଷ୍ଟ ଭାବେ ଦେଖାଯାଏ ।

ବନବିଭାଗ କର୍ମଚାରୀଙ୍କ ଅଦମ୍ୟ ଚେଷ୍ଟା ବଳରେ ଅବୈଧ ଶିକାର ଉପରେ କିଛି ମାତ୍ରାରେ ରୋକ ଲଗାଯାଇ ପାରିଲା ଓ ବାଘଙ୍କ ସଂଖ୍ୟାରେ ବୃଦ୍ଧି ଘଟିଲା ।

forestry's Usage Examples:

Instead of natural gas, these gasify and burn agricultural and forestry waste, which is often readily available.


It is an important timber tree in Japan, grown in forestry plantations for its durable, waterproof,.


FloraQuảng Ninh's floral strong point has always been forestry.


The back of Lochinver is a beautiful part of Assynt with local tourism and nature areas being developed in conjunction with small-scale forestry activities.


consists mostly of locomotives, passenger and freight cars, tractors, skidders, forestry vehicles and machines.


A dehesa (Spanish pronunciation: [de"esa]) is a multifunctional, agrosylvopastoral system (a type of agroforestry) and cultural landscape of southern and.


Tree-planting is the process of transplanting tree seedlings, generally for forestry, land reclamation, or landscaping purpose.


them new skills and occupations including the basics of forestry and viniculture.


Propoxur (Baygon) is a carbamate non-systemic insecticide introduced in 1959 with a fast knockdown and long residual effect used against turf, forestry.


The ISOBUS standard specifies a serial data network for control and communications on forestry or agricultural.


GeographyQuants Reserve is a nature reserve north west of the village which consists of a grassland clearing in a forestry plantation.


Sadly, agricultural work and forestry on Zygouries hill has destroyed one of the most important pre-historical settlements of the Balkans.


In the case of the forestry industry, this royalty is called "stumpage".



Synonyms:

biology, silviculture, undercut, biological science,

Antonyms:

fauna, flora, buy,

forestry's Meaning in Other Sites