<< forehands foreheaded >>

forehead Meaning in Odia (Oriya). ( forehead ଶବ୍ଦର ଓଡିଆ ଅର୍ଥ)



କପାଳ,

Noun:

କପାଳ,

forehead తెలుగు అర్థానికి ఉదాహరణ:

ପ୍ରତିଷେଧକ ରୂପେ ଅଧକପାଳୀ (migraines) ଓ କ୍ଲସ୍ଟର ମୁଣ୍ଡବଥା (cluster headaches) ରୋଗମାନଙ୍କରେ ଦିଆଯାଇପାରେ ।

ସେଠାରୁ ଦେବାଦେବୀମାନେ ମଣିକର୍ଣ୍ଣିକା ସାହି ଓ ଗାଣ୍ଡୁଆ ଚୌରାସ୍ଥିତ ଶ୍ରୀକପାଳମୋଚନ ମନ୍ଦିର ସମ୍ମୁଖ ରାସ୍ତା ଦେଇ ଶ୍ରୀମନ୍ଦିରକୁ ବାହୁଡା ବିଜେ କରନ୍ତି ।

ସେମାନେ ହେଲେ କପାଳମୋଚନ, ଯମେଶ୍ୱର, ଈସାନେଶ୍ୱର, ମାର୍କଣ୍ଡେଶ୍ୱର, ବିଲେଶ୍ୱର, ନୀଳକଣ୍ଠ, ବଟେଶ ଓ ମହେଶ ବା ଲୋକନାଥ ।

କପାଳଟି ଉଚ୍ଚ ଓ ଗୋଲାକୃତି ।

ଉପରକୁ ଶୋଇରହିଥିବା ରୋଗୀର ଦୁଇ ଆଖିପତାକୁ ଧୀରେ କପାଳ ଆଡ଼କୁ ଟାଣି ମୁଣ୍ଡକୁ ବାମ କଡ଼କୁ ଘୁରାଇ ଦେଇ ଡୋଳା ଡାହାଣ ଦିଗକୁ ଗତି କରୁଛି କି ନାହିଁ ଅନୁଶୀଳନ କରାଯାଏ; ସେହିପରି ଡାହାଣ ଦିଗକୁ ମୁଣ୍ଡକୁ ବୁଲାଇ ବାମ ଦିଗକୁ ଡୋଳା ଗତି କରୁଛି କି ନାହିଁ ଦେଖାଯାଏ ।

ସୂଚନାଯୋଗ୍ୟ ଏକ ଛୋଟ ସ୍ୱର୍ଣ୍ଣ କୀରିଟ ଠାକୁରମାନଙ୍କ କପାଳର ଶୀର୍ଷ ଭାଗରେ ଶୋଭାପାଇଥାଏ।

ସେ ଗର୍ଜନ କରି କପାଳରେ ମଧ୍ୟଭାଗରେ ଥିବା ତୃତୀୟନେତ୍ରରେ ଅନେଇଲେ ଓ କଇଁଆର ପ୍ରତ୍ୟେକ ବଡ଼ ବଡ଼ ପତ୍ରକୁ ଖଣ୍ଡ ଖଣ୍ଡ କରିଦେଲେ ।

|ଅଳକା (କପାଳ ଉପରେ ସଜ୍ଜିତ ହେଉଥିବା ଫୁଲ ମାଳ) ମାଳ ଗୁଡ଼ିକ ମନ୍ଦିରର ଫୁଲଦାସୀ ମାନେ ଗୁନ୍ଥି ପ୍ରସ୍ତୁତ କରିଥାନ୍ତି ।

ଅରା ବିହୀନ ଅଧକପାଳିରେ ଏହା ଦେଖାଯାଏ ।

ତେବେ, ତାଙ୍କ ନାମ ବିଷୟରେ ଉଲ୍ଲେଖ କରାଯାଇଛି ଯେ ତାଙ୍କ କପାଳରେ ଶିଙ୍ଗ ଥିବାରୁ ସେ ଶୃଙ୍ଗୀ ନାମ ପାଇଥିଲେ ।

କ୍ରନିକ ଅଣଉପସମ ହେଉଥିବା ଅଧକପାଳିରେ ନିଉରୋସ୍ଟିମୁଲେଟର୍ ଇମ୍ପ୍ଲାଣ୍ଟ କଲେ ପେସ୍‌ମେକର୍ ଭଳି କାମ କରେ ।

ଆଧୁନିକ ବୈଜ୍ଞାନିକ ପରୀକ୍ଷାଦ୍ୱାରା ଅଦା ପାଚନତନ୍ତ୍ର ସଂକ୍ରମଣ, ହୃଦ୍‌ରୋଗ ସଂକ୍ରମଣ, ଅଧକପାଳି (ମାଇଗ୍ରେନ୍), ଆଣ୍ଠୁ ଗଣ୍ଠି ବାତ, କର୍କଟ ଆଦି ରୋଗରୁ ମୁକ୍ତି ଦେଇଥାଏ ବୋଲି ଜଣାପଡ଼ିଛି ।

forehead's Usage Examples:

frigor- cold frigorific †frīgusculum friguscul- frōns, fruns frond- frond, frondent, frondescence, frondiferous, frondlet, frondose frōns front- brow, forehead.


A deleted scene from "Diversity Day" shows Devon with a "West Nile" sign on his forehead, as he escapes the seminar for a smoke.


Bonk attacks enemies by "bonking" them with his large, invincible forehead.


small goat"s horns on his forehead, has been using his black magic to bewitch members of the family, while Andre spends the entire film bedridden.


com" on their foreheads.


Austin ended up eliminating Dustin Rhodes, who hit his head on the ring post, and then bladed to cause his forehead to bleed for dramatic effect.


The foreparts are sooty and the forehead is red; juveniles have buff-brown heads.


He was accidentally struck on the forehead with a cricket bat during a game at Horsted Keynes on 28 August 1624 and died thirteen days.


them, or the caps would be used to slash foreheads, causing blood to pour down into the eyes of their enemies, temporarily blinding them.


forehead, the lacy and ornamental "clots" of pigment of the garment, the slickness of the pictorial surface, the banal and sweet rosiness of the facial expression.


70% of pregnant women will develop the "mask of pregnancy" (melasma or chloasma) in the cheeks, upper lips, forehead, and chin.


drop, dot or small particle") is a colored dot worn on the center of the forehead, originally by Hindus and Jains from the Indian subcontinent.


forehead produce characteristic wrinkles in the skin.



Synonyms:

feature, crinion, brow, human face, face, trichion, lineament,

Antonyms:

lack, uncover, back, avoid, rear,

forehead's Meaning in Other Sites