for that Meaning in Odia (Oriya). ( for that ଶବ୍ଦର ଓଡିଆ ଅର୍ଥ)
ସେଥିପାଇଁ, ଏହା ଅଟେ, ସେଇଥି ପାଇଁ, ଅନୁପଚାରି,
People Also Search:
for that matterfor that reason
for the asking
for the first time
for the moment
for the most part
for the sake of
for the sake of that
for the time being
for this reason
fora
forage
foraged
forager
foragers
for that తెలుగు అర్థానికి ఉదాహరణ:
ହେ ତ୍ରିପତ୍ନିଙ୍କର ସ୍ୱାମୀ, ଆପଣଙ୍କ ଏ ପୁଣ୍ୟ ବଳରେ ତ୍ରେତୟା ଯୁଗରେ ଆପଣ ରାଜା ଦଶରଥ ହେବେ ଓ ଆପଣଙ୍କର ରାମ, ଭରତ, ଲକ୍ଷ୍ମଣ ଓ ଶତ୍ରୁଘ୍ନ ପରି ୪ପୁତ୍ର ହେବେ ସେଥିପାଇଁ କାର୍ତ୍ତିକ ମାସରେ ସୂର୍ଯ୍ୟ ପୂଜା, ତୁଳସୀ ବୃକ୍ଷ ପୂଜା ଓ ବାଲୁଙ୍କା ପୂଜା କରି ଶ୍ରୀ ଜଗନ୍ନାଥ ଦର୍ଶନ କଲେ ଅନେକ ଜନ୍ମର ପାପ ତାପ ବିନାଶ ହୋଇଥାଏ ବୋଲି ବିଦିତ ଅଛି ।
ସେଥିପାଇଁ ଅନେକ ଶିଳ୍ପରେ ହୀରାକୁ କାଟିବା ଏବଂ ଚିକ୍କଣ କରିବାରେ ବ୍ୟବହାର କରାଯାଏ ।
ସେଥିପାଇଁ ବାଘ ବଳଦ ସ୍ମୃତି ମନ୍ଦିରରେ ବାମ ପଟେ ବଳଦ ଓ ଡାହାଣ ପଟେ ବାଘ ଜୁଆଳିରେ ଯୋଚାହେବାର ଦୃଶ୍ୟ ରହିଛି ।
୨୦୦୪ ମସିହାରେ ପୁତ୍ର ଜନ୍ମ ହେବା ପରେ ମଧୁସ୍ମିତାଙ୍କୁ ନିଜ କର୍ମକ୍ଷେତ୍ରରେ ହଇରାଣ ହେବାକୁ ପଡିଥିଲା ସେଥିପାଇଁ ମଧୁସ୍ମିତାଙ୍କ ସ୍ୱାମୀ ଅବସର ନେଇଯାଇଥିଲେ ଏବଂ ନିଜସ୍ୱ ଏକ ବ୍ୟବସାୟ ଆରମ୍ଭ କରିଥିଲେ।
ସେଥିପାଇଁ, କୌଣସି ଶରୀର ଏହି ମୃତ୍ୟୁବରଣ କଲେ ସିଧା ସ୍ୱର୍ଗାଲୋକ ଗମନ କରିଥାଏ ଏବଂ ମୁକ୍ତି ପ୍ରାପ୍ତ ହୋଇଥାଏ ।
ଛଉ ନାଚକୁ ଜୀବନ୍ତ ରଖିବାରେ ଏମାନଙ୍କ ଭୂମିକା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ସେଥିପାଇଁ ଷଢ଼େଇଖଳା ରାଜପ୍ରସାଦରେ ପ୍ରତିବର୍ଷ ଛଉ ନୃତ୍ୟ ମହୋତ୍ସବ ମହା ଆଡ଼ମ୍ବରରେ ପାଳନ କରାଯାଏ ।
ଏହି ଔଷଧ ଧାରଣ କରିଥିବା ଉଦ୍ଭିଦ ୫,୦୦୦ ବର୍ଷ ଧରି ଚୀନରେ ଔଷଧ ରୂପରେ ବ୍ୟବହୃତ ହେଉଛି | ଅଧିକ ମାତ୍ରାରେ ଦେଲେ ଏହା ଏକ ଜାଗ୍ରତ-ପ୍ରୋତ୍ସାହନକାରୀ ଭାବରେ କାମ କରେ ଓ ସେଥିପାଇଁ ଆଥଲେଟିକ୍ ପ୍ରଦର୍ଶନକୁ ଉନ୍ନତ କରିବା ପାଇଁ ବ୍ୟବହୃତ ହୁଏ ।
ସେ ହୃଦବୋଧ କରିପାରିଥିଲେ ଯେ ବାଘମାନଙ୍କ ସଂଖ୍ୟାବୃଦ୍ଧି ପାଇଁ ସ୍ୱାଧୀନ ଓ ଭୟମୁକ୍ତ ପରିବେଶ ଆବଶ୍ୟକ ଓ ସେଥିପାଇଁ ଗ୍ରାମଗୁଡ଼ିକ ଅଭୟାରଣ୍ୟ ବାହାରକୁ ସ୍ଥାନାନ୍ତର ହେବା ଜରୁରୀ ।
ଆଜି ଯଦି ଆମେ ଆମ ଜଗନ୍ନାଥ ଏବଂ ରଥଯାତ୍ରାକୁ ବିଶ୍ୱ ପ୍ରସିଦ୍ଧ କହୁ ସେଥିପାଇଁ ସ୍ୱାମୀ ପ୍ରଭୁପାଦଙ୍କର ଅବଦାନ ଚିର ସ୍ମରଣୀୟ ।
ପାରମ୍ପରିକ ପଦ୍ଧତିରେ ଚାଷ କରାଯାଉଥିବା କନ୍ଧମାଳ ହଳଦୀରେ ମୁଖ୍ୟତଃ ସାର ଓ କୀଟନାଶକର ପ୍ରୟୋଗ କରାଯାଇନଥାଏ ସେଥିପାଇଁ ଏହି ହଳଦୀ ମଧ୍ୟ ଜୈବିକ ମାନ୍ୟତା ପ୍ରାପ୍ତ କରିଛି ।
|ଜୟୀ ରାଜଗୁରୁ ଅତ୍ୟାଚାରୀ ଇଂରେଜମାନଙ୍କ ସାମ୍ନାରେ ନଇଁ ନଥିଲେ, ସେଥିପାଇଁ ଲୋକକଥା ପ୍ରଚଳିତ ଅଛି ଯେ, ‘ଜଇଆ ପଛେ ଜୀବନ ଦେଲା ନୁଆଁଇ ନାହିଁ ମଥା ।
ଏହାପରେ ଆସୋସିଏଟେଡ଼ ଜର୍ଣ୍ଣାଲର ଋଣ କିଭଳି ପରିଶୋଧ କରାଯିବ ସେଥିପାଇଁ ବିଧିବଦ୍ଧ ଯୋଜନା ଆରମ୍ଭ ହୋଇଗଲା ।
ସେଥିପାଇଁ ସେ ସର୍ବଦା ଦୁଃଖି ରହୁଥିଲା ଏବଂ ରାତିରେ ଛାତ ଉପରକୁ ଯାଇ ସବଦିନେ ତାରାପୁଞ୍ଜଙ୍କ ଭିତରେ ତା'ର ମାଆକୁ ଖୋଜୁଥିଲା ।
for that's Usage Examples:
" His wife chided him for that, saying, "Everyone sees you as a person of good moral conduct.
I like other ones on the album better but the audiences go for that one.
viaduct over Midvale Avenue, and a pedestrian crosswalk with a traffic signal exclusively for that crosswalk on the south side.
are called "quid pro quo" (Latin for "this for that" or "something for something").
Finally, section 179(b)(3) provides that a taxpayer's § 179 deduction for any taxable year may not exceed the taxpayer's aggregate income from the active conduct of trade or business by the taxpayer for that year.
Each program can be played as many times as the player likes, although only the first play-through of the day will count in the graph for that puzzle.
been honored by my country, on the other it could not prevent an earnest wish for that retirement from which no private consideration should ever have torn.
including making string, baskets, mats and traps and the leaves are used for thatching, and for wrapping objects.
The land was earmarked to be developed as a townsite in 1839 and left vacant for that purpose.
Although the matchup seemed to not exactly be the classic Game 1 pitcher's duel, these two pitchers were the best of their profession for that season, although Gullett's was plagued with some shoulder injuries.
Secondly, one shall introduce all feasible dissonances for that given bass.
first reign with the World Heavyweight Championship is the longest reign for that title at 282 days.
Agnostic yearsLunn was the son of a Methodist lay preacher, but in his book Now I See (1933) he writes that the religious instruction he received at school was so woolly that I was never a Methodist, nor, for that matter, an Anglican, in any proper sense of the term.
Synonyms:
unwanted, unwished, unwelcome,
Antonyms:
wanted, loved, welcome, desirable,