footedly Meaning in Odia (Oriya). ( footedly ଶବ୍ଦର ଓଡିଆ ଅର୍ଥ)
ପାଦତଳେ,
Adjective:
ସାପାଦ |,
People Also Search:
footednessfooter
footers
footfall
footfalls
footgear
foothill
foothills
foothold
footholds
footie
footier
footiest
footing
footings
footedly తెలుగు అర్థానికి ఉదాహరణ:
ବିଷ୍ଣୁଙ୍କ ଦଶ ଅବତାର ମଧ୍ୟରୁ ବାମନ ହେଉଛନ୍ତି ଏଭଳି ରାଜନୀତି ପ୍ରବଣ ଯେ ନିଜ ବୁଦ୍ଧି ବିଚକ୍ଷଣତାଦ୍ୱାରା ସ୍ୱର୍ଗ, ମର୍ତ୍ତ୍ୟ, ପାତାଳ ତିନି ଭୁବନକୁ ନିଜ ପାଦତଳେ ରଖିବା ସହ ବଳୀ ପରି ଶାସକଙ୍କୁ ମଧ୍ୟ ପାତାଳକୁ ଚାପି ଦେଇଥିଲେ।
ସେହି ମହାଶକ୍ତିର ଆକର୍ଷଣରେ କେବଳ କଲିକତା ବା ପାର୍ଶ୍ୱବର୍ତ୍ତୀ ସ୍ଥାନରୁ ନୁହେଁ, ବହୁ ଦୂର ଦୂର ସ୍ଥାନରୁ ବିବିଧ ଭାଷାଭାଷୀ, ବିଭିନ୍ନ ଧର୍ମର ଅନୁରାଗୀ ଓ ମୁକ୍ତିକାମୀ ଲୋକ ଆସି ସମବେତ ହେଉଥିଲେ ଦକ୍ଷିଣେଶ୍ୱରର ଏହି ପୂଜକ ବ୍ରାହ୍ମଣଙ୍କ ପାଦତଳେ ।
ତା’ର ଉତ୍ତରରେ ସେ ଶ୍ରୀରାମକୃଷ୍ଣଙ୍କୁ ଧରି ରଖିଲେ ସମସ୍ତଙ୍କ ସମ୍ମୁଖରେ-ରାମକୃଷ୍ଣଙ୍କ ପାଦତଳେ ବସି ଶିକ୍ଷାଲାଭ କଲେ ହିଁ ଭାରତ ପୁଣି ଜାଗିଉଠିବ-ତାହା ମଧ୍ୟ କହିଲେ ।
|ବିଲୋମ ଅର୍ଥ|ମୁଁ ରୁକ୍ମିଣୀ ଏବଂ ଗୋପୀମାନଙ୍କ ଆରାଧ୍ୟ ତଥା ପୂଜ୍ୟ ଭଗବାନ କୃଷ୍ଣଙ୍କ ପାଦତଳେ ପ୍ରଣାମ କରେ, ଯିଏ ସର୍ବଦା ମାତା ଲକ୍ଷ୍ମୀଙ୍କ ସହିତ ବିରାଜମାନ ଏବଂ ଯାହାଙ୍କ ଶୋଭା ସମସ୍ତ ରତ୍ନମାନଙ୍କ ସୌନ୍ଦର୍ଯ୍ୟକୁ ହରଣ କରି ଦେଇଥାଏ।
|ରାମୋ ରାମାଧୀରାପ୍ୟାଗୋ ଲୀଳାମାରାୟୋଧ୍ୟେ ବାସେ|॥ ୧॥|ଆନୁଲୋମ୍ ଅର୍ଥ|ମୁଁ ଭଗବାନ ଶ୍ରୀ ରାମଙ୍କ ପାଦତଳେ ପ୍ରଣାମ କରେ, ଯାହାର ହୃଦୟରେ ସୀତା ବାସ କରନ୍ତି ଏବଂ ତାଙ୍କ ପତ୍ନୀ ସୀତାଙ୍କ ପାଇଁ ସାହିଦ୍ରି ପାହାଡ ଦେଇ ଲଙ୍କା ଯାଇ ରାବଣକୁ ହତ୍ୟା କରିଥିଲେ ଏବଂ ନିର୍ବାସନ ସମାପ୍ତ କରିବା ପରେ ଅଯୋଧ୍ୟାକୁ ଫେରିଥିଲେ ||ବିଲୋମ ଶ୍ଳୋକ|सेवाध्येयो रामालाली गोप्याराधी भारामोराः।
|ଏହି ବିରାଟ ସ୍ୱୟଂଭୂ ମୂର୍ତିଙ୍କ ପାଦତଳେ ଚାରି ଶଖାଙ୍କ ସହିତ ଗୋଚାରଣ ଦୃଶ୍ୟ, ତାହାତଳେ ଅଷ୍ଟସଖୀ ସେବାରତ ଥିବାର ଦୃଶ୍ୟ ଅଛି ।
| ଆଧାର |ପ୍ରମେୟ, ସୋମବାର ୪ ମଇ ୨୦୧୫,|ପୃଷ୍ଠା ୨|ସରକାରୀ ଯୋଜନା ପ୍ଲାଣ୍ଟାର ଫାସାଇଟିସ, ବା ପ୍ଲାଣ୍ଟାର ଫାସିଓସିସ ବା ଜୋଗେରସ ହିଲ, ଯଥାକ୍ରମେ (ଇଂରାଜୀ ଭାଷାରେ Plantar fasciitis, ବା plantar fasciosis ବା jogger's heel), ଏକ ବେମାରୀ ଯେଉଁଥିରେ ଗୋଇଠି ତଳେ ଓ ପାଦତଳେ ଯନ୍ତ୍ରଣା ହୁଏ ।
| ଆହୁରି ଦେଖନ୍ତୁ |ନ୍ୟାଚୁରାଲ ଲାଙ୍ଗୁଏଜ ପ୍ରୋସେସିଂ|ମେସିନ ଲର୍ଣିଂ|ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସର ପ୍ରୟୋଗ| ଆଧାର |ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ|ଓଡ଼ିଆ ଭାଷା ପାଦ ଭାତୁଡ଼ି (ଇଂରାଜୀ ଭାଷାରେ plantar wart) ଏକ ଭାତୁଡ଼ି wart ଯାହା ପାଦତଳେ (bottom) ବା ପାଦ ଆଙ୍ଗୁଠି (toes) ତଳେ ସୃଷ୍ଟି ହୁଏ ।
ବିପଦ ଆପଦରୁ ରକ୍ଷା ପାଇଁ ବାସୁଳେଈଙ୍କ ପାଦତଳେ ମାନସିକ ଧାରୀ ମାଟିଘୋଡ଼ା ଅର୍ପଣ କରିଥାନ୍ତି ।
ବିନ୍ଧ୍ୟାଞ୍ଚଳ ପର୍ବତ ମୁନିଙ୍କ ପାଦତଳେ ପ୍ରଣାମ କଲେ, ମୁନି ତାଙ୍କୁ ଫେରିବା ପର୍ଯ୍ୟନ୍ତ ପ୍ରଣାମ ଅବସ୍ଥାରେ ରହିବାକୁ କହିଥିଲେ ଏବଂ ପର୍ବତ ପାର ହୋଇ ଦକ୍ଷିଣକୁ ଯାଇଥିଲେ ।
ଏହା ଶୁଣି କୈକେସୀ ଋଷିଙ୍କ ପାଦତଳେ ପଡ଼ି କାନ୍ଦିବାକୁ ଲାଗିଲେ ।
ଆହୁରି ମଧ୍ୟ ବାୟୁ ପୁରାଣ ଅନୁସାରେ ବିଷ୍ଣୁ ଭଗବାନ ଗୟାସୁରକୁ ପାଦତଳେ ସ୍ଥାପିବା ବେଳେ ତାହାର ନାଭି ବିରଜା ମଣ୍ଡଳରେ ପଡ଼ିଥିଲା ଏବଂ ପାଦ ଆନ୍ଧ୍ର ପ୍ରଦେଶର ପିଠାପୁରମ୍ ସ୍ଥାନରେ ପଡ଼ିଥିଲା ।
footedly's Usage Examples:
Dublin Literary Award, being named one of "the two frontrunners who so sure-footedly outpaced the strong pack", according to an article written by the jury.
Playhouse production at the Lobero Theatre as a first-rate cast guides us sure-footedly through Shue"s exploration of the comic possibilities suggested by an initial.