<< folk lore folk song >>

folk music Meaning in Odia (Oriya). ( folk music ଶବ୍ଦର ଓଡିଆ ଅର୍ଥ)



ଲୋକ ସଂଗୀତ,

Noun:

ଲୋକ ସଂଗୀତ,

folk music తెలుగు అర్థానికి ఉదాహరణ:

ସେ ସମ୍ବଲପୁରୀ ଗାୟିକା କ୍ରୀଷ୍ଣା ପଟେଲଙ୍କ ସହ କୋଶଳୀ ଭାଷାରେ ଲୋକ ସଂଗୀତ "ରଙ୍ଗବତୀ"ର ଉପସ୍ଥାପନା କଲେ ।

ଶ୍ରୀଲଙ୍କାର ଲୋକ ସଂଗୀତ ତଥା ସ୍ଥାନୀୟ ଲୋକନୃତ୍ୟ ଅନୁଯାୟୀ, ଏହି ସ୍ଥଳ ହିନ୍ଦୁ ମହାପୁରୁଷ ରାମାୟଣର ରାକ୍ଷସ ରାଜା ରାବଣ ସହିତ ଜଡ଼ିତ ।

ସାମ୍ପ୍ରଦାୟିକ ବନ୍ଧୁତା, ସର୍ବଭାରତୀୟ ନ୍ୟାୟ ଏବଂ ସମବେଦନା ଉପରେ ଆଧାରିତ ତାଙ୍କର ଗୀତଗୁଡ଼ିକ ଆସାମ (ଭାରତ), ପଶ୍ଚିମବଙ୍ଗ ଏବଂ ବାଂଲାଦେଶର ଲୋକମାନଙ୍କ ମଧ୍ୟରେ ବିଶେଷ ଲୋକପ୍ରିୟ | ସେ ଆସାମ ଏବଂ ଉତ୍ତର ପୂର୍ବ ଭାରତର ସଂସ୍କୃତି ଏବଂ ଲୋକ ସଂଗୀତକୁ ଜାତୀୟ ସ୍ତରରେ ହିନ୍ଦୀ ସିନେମା ମାଧ୍ୟମରେ ପରିଚିତ କରାଇଥିଲେ ।

ପୃଥିବୀର ଅନେକ ସ୍ଥାନ ଭ୍ରମଣ କରି ସେ ଲୋକ ଗୀତ ଗାଇବାଦ୍ୱାରା ପଞ୍ଜାବୀ ଲୋକ ସଂଗୀତ ଦୃତ ଜନପ୍ରିୟ ହୋଇପାରିଥିଲା ।

| ବ୍ୟକ୍ତିଗତ ଜୀବନ |ଜିତେନ୍ଦ୍ରଙ୍କ ପିତା ମାନଧାତା ହରିପାଳ ଜଣେ ଲୋକ ସଂଗୀତକାର ଓ ଗାୟକ ଥିଲେ।

ମୂଖ୍ୟତଃ ସେ ପଞ୍ଜାବୀ ଲୋକ ସଂଗୀତ ଗାଉଥିଲେ ଓ ସେହି ଶୈଳୀକୁ ଲୋକପ୍ରିୟ କରାଇବାରେ ଅଗ୍ରଣୀ ଥିଲେ; ସନ ୧୯୪୮ରୁ ୧୯୫୨ ପର୍ଯ୍ୟନ୍ତ ସେ ହିନ୍ଦୀ ଚଳଚ୍ଚିତ୍ରରେ ପ୍ରଚ୍ଚଦପଟ ଗାୟିକା ଭାବରେ କଣ୍ଠଦାନ କରିଥିଲେ ।

ଭାରତୀୟ ଲୋକ ସଂଗୀତ ତଥା ପରମ୍ପରାଗତ ସଂଗୀତରେ ପାଶ୍ଚାତ୍ୟ ସଂଗୀତ କଳାର ପ୍ରୟୋଗ କ୍ଷେତ୍ରରେ ମଧ୍ୟ ତାଙ୍କ ଅବଦାନ ଅନେକ ।

| ଲୋକ ସଂଗୀତ |ସଂଗୀତ ଏକ ଜୀବନ ଧର୍ମୀ ଲଳୀତ କଳା ।

ଓଡ଼ିଶା ଏବଂ ତତ୍‌ସଂଲଗ୍ନ ଝାଡ଼ଖଣ୍ଡ, ପଶ୍ଚିମବଙ୍ଗ, ବିହାର, ମଧ୍ୟପ୍ରଦେଶ, ଆସାମ ଆଦି ପ୍ରଦେଶମାନଙ୍କରେ ଭିନ୍ନ ଭିନ୍ନ ରୂପରେ ପ୍ରଚଳିତ ଏହି ଲୋକ ସଂଗୀତର ଆବେଦନ ଓ ଆକର୍ଷଣ ଅଧୁନା ପ୍ରମୁଖ ଚର୍ଚ୍ଚାର କାରଣ ସାଜିଛି ।

| ସଙ୍ଗୀତକାର ଜୀବନ |ପିଲାଟିଦିନରୁ ସେ ତାମିଲଭାଷୀ ଲୋକ ସଂଗୀତ ତଥା ପରମ୍ପରାଗତ ସଂଗୀତ ଶୁଣିବାକୁ ଭଲପାଉଥିଲେ ।

.| ସଂସ୍କୃତି |ଦୁର୍ଗରେ ପର୍ଯ୍ୟଟକଙ୍କ ଚିତ୍ତ  ବିନୋଦନ ପାଇଁ ଲୋକ କଳାକାର ମାନେ ଲୋକ ସଂଗୀତ ପରିବେଷଣ କରିଥାନ୍ତି ।

କେବଳ ଏହା ଲୋକ ସଂଗୀତ କହିଦେଲେ ହେବ ନାହିଁ ।

folk music's Usage Examples:

players of Celtic music, folk music, old-timey music, and folk-rock include fifing in their arrangements of tunes and songs.


Their music combines traditional Portuguese music, fado and folk music.


"Istrian scale" refers both to a "unique" musical scale of folk music genres from Istria and Kvarner which use the style.


Americana Stylistic origins American folk music blues country country folk bluegrass appalachian gospel Cultural origins mid 19th Century - early 20th.


Hey Joe was registered for copyright in the US in 1962 by Billy Roberts, a California-based folk musician.


The album was a return to Kantner's musical roots featuring covers of 1950s and 1960s protest songs from the American folk music revival.


She is an accomplished Western classical cellist, plays folk music from Eastern Europe and has composed music for dance, film and theatre.


(imagine Neil Young doing very mellow gypsy folk music) might very well be put to sleep.


Instead, her early musical education came from listening to rock and folk music from the 1960s.


The band plays pop music influenced by the folk music tradition of their native Telemark, using folk instruments like the Norwegian [fiddle] and accordion alongside guitar and piano, as well as brass instruments such as the trumpet and euphonium.



Synonyms:

folk song, folksong, country music, folk ballad, country and western, gospel, C and W, popular music, gospel singing, folk, schottische, ethnic music, square-dance music, popular music genre,

Antonyms:

actual sin, falsehood,

folk music's Meaning in Other Sites