flow into Meaning in Odia (Oriya). ( flow into ଶବ୍ଦର ଓଡିଆ ଅର୍ଥ)
ପ୍ରବାହିତ, ପତନ, ଯିବା କୁ,
People Also Search:
flow of airflow on
flow out
flow sheet
flow tide
flowage
flowages
flowchart
flowcharts
flowed
flowed out
flower
flower arrangement
flower basket
flower bed
flow into తెలుగు అర్థానికి ఉదాహరణ:
ଆଶ୍ଚର୍ଯ୍ୟର କଥା, ଏହି କୁଣ୍ଡ ଦୁଇଟି ଲାଗି ରହିଥିଲେ ମଧ୍ୟ ଏବଂ ଉଭୟ କୁଣ୍ଡ ମଧ୍ୟରେ ସଂଯୋଗ ଦ୍ୱାରଦେଇ ଜଳ ପ୍ରବାହିତ ହେଉଥିଲେ ମଧ୍ୟ କୌଣସି କୁଣ୍ଡସ୍ଥିତ ଜଳର ତାପମାତ୍ରା କେବେହେଲେ ପରିବର୍ତ୍ତନ ହୁଏ ନାହିଁ ।
ଏହି ଜିଲାର ତାପମାତ୍ରା ଓ ପାଣିପାଗ ଶୀତରେ ଥଣ୍ଡା, ଗ୍ରୀଷ୍ମରେ ଗରମ ଓ ଆର୍ଦ୍ରା ରାଜ୍ୟର ୪ ପ୍ରମୁଖ ନଦୀ ଯଥା ମହାନଦୀ, କାଠଯୋଡି, ଦେବୀ ଓ ବିଲୁଆଖାଇ ଏହି ଜିଲାରେ ପ୍ରବାହିତ ।
ଦୁଇଟି ପାତ ଏକ ସୁପରିବାହୀ ତାରଦ୍ୱାରା ସଂଯୁକ୍ତ ; ଯେଉଁଥିରେ ବିଦ୍ୟୁତ୍ ପ୍ରବାହିତ ହୋଇପାରିବ ।
ଏହି ସ୍ଥାନ ଦେଇ ଏକ ଚିରସ୍ରୋତା ଜଳଧାରା ପ୍ରବାହିତ ହେଇଥାଏ ।
ତ୍ରିକୋଣଭୂମିରେ ଏହାର ଶାଖାକୁ ନାରା ନଦୀ (ବା ନାରା କେନାଲ୍) କୁହାଯାଏ ଯାହା ଶକୁର ହ୍ରଦ ହୋଇ ଆରବ ସାଗରକୁ ପ୍ରବାହିତ ହୋଇଥାଏ ।
ଏହା ପରେ ସମତଳ ଭୂମି ତଥା ଶୁଷ୍କ ଅଞ୍ଚଳ ଦେଇ ପ୍ରବାହିତ ହେଉଛି ଯାହାଦ୍ୱାରା ସେଠାକାର ଜୈବମଣ୍ଡଳ ଓ ପରିବେଶ ପରିଚାଳିତ ହୋଇଥାନ୍ତି ।
ସେହି ମମତା ଆତ୍ମୀୟସ୍ୱଜନମାନଙ୍କ ସୀମାରେଖାକୁ ଅତିକ୍ରମ କରି ପ୍ରବାହିତ ହେଉଥିଲା ଦୁଃଖୀ-ଦରିଦ୍ରମାନଙ୍କ ପ୍ରତି ସେବାରୂପେ ।
କିନ୍ତୁ ବର୍ତ୍ତମାନ ସମୟରେ ଏହା ସିନ୍ଧୁ ନଦୀ, ବ୍ରହ୍ମପୁତ୍ର ନଦୀ (ଭୁଟାନ ଓ ବଙ୍ଗଳାଦେଶରେ ପ୍ରବାହିତ ଅଂଶ) ଓ ଈରାବତୀ ନଦୀରୁ ସମ୍ପୂର୍ଣ୍ଣ ଭାବେ ବିଲୁପ୍ତ ।
| ପୃଷ୍ଠଭୂମି | ଅକ୍ସାଇ ଚୀନ |ଅକ୍ସାଇ ଚୀନ କ୍ଷେତ୍ରର ସର୍ବନିମ୍ନ ଅଂଶରେ କାରାକାଶ୍ ନଦୀ ପ୍ରବାହିତ ହେଉଛି ଓ ସମୁଦ୍ରପତନଠାରୁ ଏହି ସ୍ଥାନ ପ୍ରାୟ ୧୪୦୦୦ ଫୁଟ୍ (୪୩୦୦ ମିଟର୍) ଉଚ୍ଚତାରେ ଅବସ୍ଥିତ ।
ଏଠାରେ ପ୍ରବାହିତ ହାତୀ ନଦୀ ଉପରେ ଇନ୍ଦ୍ରାବତୀ ଜଳସେଚନ ବନ୍ଧ ( ମଙ୍ଗଳପୁର ବନ୍ଧ ) ରହିଛି ।
ତାମିଲନାଡ଼ୁର ୱାଇଗାଇ ନଦୀ ସମେତ ଅନ୍ୟ ବହୁ ନଦୀ ପକ୍ ପ୍ରଣାଳୀକୁ ପ୍ରବାହିତ ହୋଇଥାନ୍ତି ।
ବାଉଁଁଶବୁଦାରୁ ଜନ୍ମିତ ହେତୁ "ବଂଶ" ଏବଂ "ଧାରା" ଶବ୍ଦର ଅର୍ଥ ପ୍ରବାହିତ ଜଳ ।
flow into's Usage Examples:
Trewedna Water and River Kennall flow into the Carnon before it merges with Tallack"s Creek to become Restronguet.
This conformational change opens an ion channel within the AMPAR protein structure that allows sodium ions to flow into the cell and potassium ions to flow out (i.
previously continuous fresh water flow into the bay provided by the wetlands, adding to the effect of loss of water flow into the bay from the Apalachicola.
Uson has several rivers, including Balucaw River, Buenavista River, Buracan River, Calpi River, Dap-dap River, Mongahay River, Pinangapugan (Quezon) River, and the Sawang River which all flow into Uson Bay.
The cool, fresh water is discharged into the headwaters of streams and rivers which eventually flow into Lake Simcoe, Lake Scugog and Lake Ontario.
system are the Cupsuptic, Kennebago and Rangeley rivers, all of which flow into Cupsuptic Lake.
Nine rivulets flow into the lake, and it drains into the Haliacmon river.
5 m (38 ft) high and its flow into the headrace tunnel is controlled by five floodgates.
would naturally flow into the lake from the lake Sisovatnet to the east is diverted to a hydroelectric power station on the lake Straumvatnet.
A precapillary sphincter is a band of contractile mural cells either classified as smooth muscle or pericytes that adjusts blood flow into capillaries.
The sperm that are produced in the seminiferous tubules flow into the epididymis.
Pendé, Ouham, Gribingui, Bamingui, Bangoran, and Vakaga all flow into the Chari River, and then into.
volume of air to flow into the chamber faster; this causes the fuel to atomize better, and therefore burn far more efficiently.
Synonyms:
trickle, fluxion, ooze, travel, emission, airflow, jet, oozing, surge, ebb, upsurge, dripping, outpouring, change of location, spate, freshet, runoff, discharge, flush, drip, reflux, fountain, seepage, backflowing, flow of air, overspill, air flow, gush, run, flowing, rush, overflow, current, backflow, flux, stream, drippage, dribble,
Antonyms:
stay in place, precede, descend, go, advance,