<< floreat florence nightingale >>

florence Meaning in Odia (Oriya). ( florence ଶବ୍ଦର ଓଡିଆ ଅର୍ଥ)



ଫ୍ଲୋରେନ୍ସ,

ଫ୍ଲୋରେନ୍ସ,

florence తెలుగు అర్థానికి ఉదాహరణ:

ଲେଖକ ଆନୋନିମୋ ଗାଡ୍ଡିଆନୋ ଅନୁସାରେ ୧୪୮୦ ମସିହାରେ ଲିଓନାର୍ଡୋ ରହୁଥିଲେ ମେଡିସିଙ୍କ ସାଥିରେ ଓ ଫ୍ଲୋରେନ୍ସର ପ୍ଲାଜ୍ଜା ସାନ୍ ମାର୍କୋରେ କାମ କରୁଥିଲେ ।

ଲିଓନାର୍ଡୋ ୧୫୦୦ ମସିହାରେ ଫ୍ଲୋରେନ୍ସକୁ ଫେରି ଗୋଟିଏ ମୋନାସ୍ଟେରିରେ ଅତିଥି ହୋଇ ରହିଲେ ଓ ତାଙ୍କୁ ଗୋଟିଏ କର୍ମଶାଳା ଦିଆଗଲା ।

ଶେଷରେ, ମେ ୧୯୩୧ରେ ଫ୍ଲୋରେନ୍ସ ଇଟାଲୀରେ ଆନ୍ତର୍ଜାତୀୟ ପ୍ରାଣୀ ସୁରକ୍ଷା କଂଗ୍ରେସର ଏକ ଅଧିବେଶନରେ, ଅକ୍ଟୋବର ୪ ବିଶ୍ୱ ପଶୁ ଦିବସକୁ ବିଶ୍ଵ ସ୍ତରରେ ପାଳନ କରିବା ପାଇଁ ତାଙ୍କର ପ୍ରସ୍ତାବ ସର୍ବସମ୍ମତି କ୍ରମେ ଗ୍ରହଣ କରାଯାଇଥିଲା ଏବଂ ଏକ ସଂକଳ୍ପ ଭାବରେ ଗ୍ରହଣ କରାଯାଇଥିଲା ।

| ଭେର୍ରୋଚିଓ କର୍ମଶାଳା, ୧୪୬୬-୭୬ |ଲିଓନାର୍ଡୋ ଚଉଦ ବର୍ଷ ବୟସରେ ଚିତ୍ରକର ଆଣ୍ଡ୍ରିଆ ଦି ସିଓନ୍‌ଙ୍କ ଶିଷ୍ୟତ୍ତ୍ୱ ଗ୍ରହଣ କଲେ ଯିଏ ସେତେବେଳେ ଭେର୍‌ରୋଚିଓ ନାମରେ ଜଣାଶୁଣା ଥିଲେ ଫ୍ଲୋରେନ୍ସରେ ତାଙ୍କର କର୍ମଶାଳା ସବୁଠାରୁ ଭଲ ଥିଲା ।

|ଲିଓନାର୍ଡୋ ଅକ୍ଟୋବର ୧୮, ୧୫୦୩ ମସିହାରେ ଫ୍ଲୋରେନ୍ସକୁ ଫେରିଲେ ।

|ଫ୍ଲୋରେନ୍ସ ଇଲାକାର ଭିନ୍ସିଠାରେ ନୋଟାରି କାମ କରୁଥିବା ପିଏରୋ ଡା ଭିନ୍ସି ଓ ଚାଷୀ ପରିବାରର ଲଳନା କାଟେରିନାଙ୍କ ଔରସରୁ ସେ ଜନ୍ମ ଗ୍ରହଣ କରିଥିଲେ ।

ଫ୍ଲୋରେନ୍ସର ବିଖ୍ୟାତ ଚିତ୍ରକର ଭେରୋଛିଓଙ୍କର ଷ୍ଟୂଡିଓରେ ସେ ଶିକ୍ଷା ଗ୍ରହଣ କରିଥିଲେ ।

୨୦୨୦ ମସିହା ପାଇଁ ତାଙ୍କୁ ଦେଶର ସର୍ବତ୍କୃଷ୍ଟ ସେବା ସମ୍ମାନ ଜାତୀୟ ଫ୍ଲୋରେନ୍ସ ନାଇଟିଙ୍ଗଲ ପୁରସ୍କାରରେ ସମ୍ମାନୀତ କରାଯାଇଥିଲା ।

ପିତାଙ୍କର ୧୫୦୪ ମସିହାରେ ଦେହାନ୍ତ ହୋଇଥିବା ଯୋଗୁ ସେ ମିଲାନରେ ଅଧିକ ଦିନ ନ ରହି ଫ୍ଲୋରେନ୍ସକୁ ୧୫୦୭ ମସିହାରେ ଫେରିଆସିଲେ ଓ ପିତାଙ୍କ ସମ୍ପତ୍ତି ସଂକ୍ରାନ୍ତିୟ ଗୋଳମାଳ ଭାଇମାନଙ୍କ ସହ ତୁଟେଇ ଦେଲେ ।

florence's Usage Examples:

com/story/34513417/burlington-to-replace-sears-at-florences-magnolia-mall/ https://companyblog.


com/2018/09/11/us/as-florences-power-nears-the-carolinas-residents-brace-for-the-worst.


com/fashion/carlo-brandelli-illuminates-the-internal-courtyard-of-florences-medici-palace-for-pitti/9069 https://www.


Kuando el rey NimrodDezilde a Mi AmorDos AmantesEl Rey Por Muncha MadrugaLa Mujer de TerajLa Rosa EnflorenceLas Compras del RabinoLos Caminos de SirkeciLos Guisados de la BerenjenaMarinero Soy de Amor.



Synonyms:

Toscana, Firenze, Tuscany, Florentine,

florence's Meaning in Other Sites