<< floods floodwaters >>

floodwater Meaning in Odia (Oriya). ( floodwater ଶବ୍ଦର ଓଡିଆ ଅର୍ଥ)



ବନ୍ୟା ଜଳ,

Noun:

ବନ୍ୟା ଜଳ,

floodwater తెలుగు అర్థానికి ఉదాహరణ:

ନଦୀର ନିମ୍ନାଂଶରେ ଜଳର ଶୀଘ୍ର ଅପସରଣ ପାଇଁ ପାକିସ୍ତାନ ନିର୍ମାଣ କରିଥିବା ଭିତ୍ତିଭୂମି ଯୋଗୁଁ ବନ୍ୟା ପରିସ୍ଥିତିରେ ପାକିସ୍ତାନରେ ବନ୍ୟା ଜଳ ହ୍ରାସ ପାଉଛି କିନ୍ତୁ ଏହି ବନ୍ୟାଜଳ ଭାରତର କଚ୍ଛ ଲବଣମରୁକୁ ପ୍ଳାବିତ କରୁଛି ; ଯାହା ଅନୁଚ୍ଛେଦ – ୪ (୩କ)ର ଉଲ୍ଲଂଘନ ।

ମଜୁଲି ଦ୍ୱୀପର ପ୍ରାୟ ଏକ-ତୃତୀୟାଂଶ ବନ୍ୟା ଜଳରେ ଧୋଇ ହୋଇଗଲାଣି ।

ଏହି ଉଦ୍ଭିଦଗୁଡ଼ିକ (ହେଲୋଫାଇଟ୍ସ ଭାବେ ପରିଚିତ) ମୂଳ ଚାରିପାଖରେ ଅନେକ ସମୟ କାଳ ପାଣି ଜମିରହିବା ଏବଂ ଏପରିକି ବନ୍ୟା ଜଳ ତଳେ ସମ୍ପୂର୍ଣ୍ଣ ବୁଡ଼ିରହିବା ମଧ୍ୟ ସହିପାରନ୍ତି ।

ଯଥା, କୃଷ୍ଣଙ୍କର ଜନ୍ମ ସମୟରେ ବସୁଦେବ ତାଙ୍କୁ ବନ୍ୟା ଜଳପୂର୍ଣ୍ଣ ଯମୁନା ପାର କରିନେବା, କାଳିନ୍ଦୀ ନଦୀରେ (ଯମୁନା ନଦୀର ପୌରାଣିକ ନାମ) କାଳୀୟ ଦଳନ, ଯମୁନା ନଦୀ ତୀରରେ ବୃନ୍ଦାବନ ଓ ମଥୁରାରେ କୃଷ୍ଣଙ୍କର ବାଲ୍ୟ ଜୀବନ, ଇତ୍ୟାଦି ।

ଶୀତ ଋତୁରେ ନଦୀରେ ପାଣି କମ୍ ଥିବା ବେଳେ ଜୁଲାଇରୁ ସେପ୍ଟେମ୍ବର ମାସ ପର୍ଯ୍ୟନ୍ତ ମୌସୁମୀ ପ୍ରବାହ ସମୟରେ ନଦୀରେ ପ୍ରଚୁର ବନ୍ୟା ଜଳ ପ୍ରବାହିତ ହୋଇଥାଏ ।

ଏହା ସହ ଏହି ବନ୍ଧା ସହରକୁ ବନ୍ୟା ଜଳ ଦାଉରୁ ରକ୍ଷ୍ୟା କରିବା ସହ ଏହା ଏକ ପର୍ଯ୍ୟଟକ ଆକର୍ଷଣ ମଧ୍ୟ ହୋଇଛି ।

ସେହିପରି ଇବ ଓ ଭେଡେନ ନଦୀରୁ ପ୍ରବଳ ବର୍ଷା ଯୋଗୁଁ ଏକ ସଙ୍ଗେ ବନ୍ୟା ଜଳ ପ୍ରବେଶ କଲା ।

floodwater's Usage Examples:

Iros was the image most probably drawn to connote the gush or flow of floodwaters eroding riverbanks and cutting through lands to eventually form another river or river route.


and culverts, and a reservoir capable of holding 44,000,000 litres of floodwater, was commissioned in 1986.


He, Edmond, Patou, and Peepers travel to the city in a toybox floating on the floodwaters, with Snipes more interested in exploring the city and its sights than actually helping his friends.


floodwater, allowing it to move through the tunnels from flooded buildings to unflooded buildings, flooding buildings that would not have been flooded otherwise.


The underground channel used to drain floodwater from the mines (the sough) was built from 1873 to 1881 and runs about 2 kilometres (1.


as a kettle lake, kettle hole, or pothole) is a depression/hole in an outwash plain formed by retreating glaciers or draining floodwaters.


Google Earth Images of June, 2017 show the runway covered by floodwaters, possibly destroyed.


In Bhubaneswar, 60%"nbsp;of trees were flattened by the winds and rain; aerial surveys revealed that the entire city was submerged by floodwaters.


three students and a teacher who went to the rescue of a woman trapped in floodwater at Tuggerah, New South Wales on 8 June 2007.


dramatic photograph of a local firefighter rescuing a teenager from raging floodwaters.


suburbs of Mitcham, Croydon and Wallington were worst affected, with floodwater up to two metres deep recorded on roads in Wallington.


Man Chong disagreed and said, The floodwaters may be flowing very fast, but the flood might not last long.


width of over 20 kilometres (12 mi) in places, and Kalbarri had to be sandbagged to protect it from floodwaters.



floodwater's Meaning in Other Sites