fifthly Meaning in Odia (Oriya). ( fifthly ଶବ୍ଦର ଓଡିଆ ଅର୍ଥ)
ପଞ୍ଚମ,
Adverb:
ପଞ୍ଚମ,
People Also Search:
fifthsfifties
fiftieth
fiftieths
fifty
fifty eight
fifty fifty
fifty five
fifty four
fifty nine
fifty one
fifty seven
fifty six
fifty three
fifty two
fifthly తెలుగు అర్థానికి ఉదాహరణ:
ଦଳିତମାନଙ୍କୁ ହିନ୍ଦୁ ଧର୍ମର ଚତୁର୍ବର୍ଣ୍ଣ ବ୍ୟବସ୍ଥାରୁ ବାଦ ଦିଆଯାଇଥିଲା ଏବଂ ପଞ୍ଚମ ବର୍ଣ୍ଣ ଗଠନ କରିବା ଭାବେ ଦେଖାଯାଉଥିଲା ।
ରଥ ନିର୍ମାଣ ତଥା ରଥଯାତ୍ରାର ପ୍ରଥମ ଶୁଭାରମ୍ଭ ହୋଇଥାଏ ସରସ୍ୱତୀ ପୂଜା ଶ୍ରୀପଞ୍ଚମୀ ତିଥିଠାରୁ ।
|ଗଣେଶ ଚତୁର୍ଥୀ ଓ ବସନ୍ତ ପଞ୍ଚମୀ ଉଭୟ ପବିତ୍ର ଦିବସରେ ଓଡ଼ିଆମାନେ ବାଲ୍ୟକାଳରେ ଜୀବନରେ ମାତ୍ର ଥରେ ସିଲଟ ଉପରେ ପ୍ରଥମ ଅକ୍ଷର ଲେଖି ବିଦ୍ୟାର ବୀଜ ବୁଣନ୍ତି ।
ପାଟିର ଭିତର ପଟଟି ସାମାନ୍ୟ ବକ୍ର ଭାବେ ଚତୁର୍ଥ ବା ପଞ୍ଚମ ଦାନ୍ତ ପର୍ଯ୍ୟନ୍ତ ଲମ୍ବିଛି ।
ହେରେରା ଏହି ବ୍ୟବସ୍ଥାରେ ପରିବର୍ତ୍ତନ ଆଣି ଦୁଇ ସେଣ୍ଟର-ବ୍ୟାକ୍ଙ୍କ ପଛରେ ‘‘ସ୍ୱିପର୍’’ ବା ‘‘ଲିବେରୋ’’ ବୋଲାଉଥିବା ଆଉ ଜଣେ ପଞ୍ଚମ ପ୍ରତିରକ୍ଷକ ରଖିଲେ ।
|ଐତିହାସିକ ମତବାଦ|ଡଃ. କୃଷ୍ଣ ଚନ୍ଦ୍ର ପାଣିଗ୍ରାହୀ ଓଡ଼ିଶାର ସଂସ୍କୃତି ଓ ଇତିହାସରେ ଯାଜପୁର ବହିରେ ରମା ପ୍ରସାଦ ଚନ୍ଦଙ୍କ ଯୁକ୍ତି ଉଦ୍ଧାର କରି କହିଛନ୍ତି ବିରଜା ପଞ୍ଚମ ଶତାବ୍ଦୀର।
| ପ୍ରମୁଖ ଗୁରୁ |ଆସ୍କା ନିକଟବର୍ତ୍ତୀ ମାଗୁରାର ୰ଭୀମ ପଣ୍ଡା, ପଞ୍ଚମ ଗ୍ରାମର ଶ୍ରୀନାଥ ପଟ୍ଟନାୟକ, ୰ତ୍ରିନାଥ ପଟ୍ଟନାୟକ, ୰ଶ୍ୟାମସୁନ୍ଦର ସାବତ ଗତ ଶତକର ପ୍ରମୁଖ ଗୁରୁମାନଙ୍କ ମଧ୍ୟରୁ ଅନ୍ୟତମ ।
ଏହି ନିର୍ବାଚନରେ ନବୀନ ପଟ୍ଟନାୟକ ଲଗାତାର ପଞ୍ଚମ ଥର ପାଇଁ ବିଜୟୀ ହୋଇ ସରକାର ଗଢ଼ିଥିଲେ ।
|ପଞ୍ଚୁଦୋଳ ମେଲଣ , ପାଞ୍ଚଦିନ ଅର୍ଥାତ ଫଗୁଣ ପୂର୍ଣ୍ଣିମା ଠାରୁ ଚୈତ୍ରମାସ କୃଷ୍ଣ ପଞ୍ଚମୀ ପର୍ଯ୍ୟନ୍ତ ।
|ଏଠରେ ଶ୍ରୀରାମ ନବମୀ, ମେଷ ସଂକ୍ରାନ୍ତିରେ ହନୁମାନ ଜୟନ୍ତୀ, କାର୍ତ୍ତିକ ମାସରେ ସଂକୀର୍ତ୍ତନ, ମାର୍ଗଶୀର ମାସ ପଞ୍ଚମୀରେ ସୀତା ବିବାହ ଆଦି ଉତ୍ସବ ପାଳନ କରାଯାଇଥାଏ ।
fifthly's Usage Examples:
entirely renounced him; fourthly, that by it we may be made stronger; fifthly, that we may receive a sign of the treasure entrusted to us; for the Devil.
daughter of Prince Kerzedzh Zekeriya Bey by his wife Şadiye Hanım, married fifthly at Constantinople, Yıldız Palace to Gülnaz Hanım (? – ?), without issue.
before 1 June 1391); and fifthly, before 5 November 1394, Sir John Wiltshire.
fourthly to each other her younger sons in like manner in priority of birth, fifthly to her daughter Florence Sutherland-Leveson-Gower and the heirs of her.
he promised to raise the minimum monthly pension rate to 516 euros; and fifthly, he would suppress the crime wave by introducing police officers to patrol.
suite, opening one into another, without the intervention of passages; and fifthly, that the palace comprises, as a matter of course, a court, placed towards.
William Wellesley-Pole, 3rd Earl of Mornington), father of the 4th Earl; fifthly Arthur, Duke of Wellington.