feverishly Meaning in Odia (Oriya). ( feverishly ଶବ୍ଦର ଓଡିଆ ଅର୍ଥ)
ଜ୍ୱରରେ,
ଜ୍ୱରରେ,
People Also Search:
feverishnessfeverous
fevers
few
few of them
fewer
fewest
fewmet
fewness
fewter
fey
feyer
feyest
feynman
fez
feverishly తెలుగు అర్థానికి ఉదాహరణ:
ଏହାଦ୍ୱାରା ବାଳକ କୃପାସିନ୍ଧୁଙ୍କ ଗୋଡ଼କୁ ରକ୍ତଗଡ଼ି, ସେ ବାତଜ୍ୱରରେ ଆକ୍ରାନ୍ତ ହୋଇ, ସମଗ୍ର ଜୀବନକାଳ ଏହି ରୋଗ ଭୋଗିଥିଲେ ଓ ଗୋଡ଼ରେ ସବୁ ସମୟରେ ତାଙ୍କୁ ଏକ ପଟି ବାନ୍ଧି ରଖିବାକୁ ପଡ଼ିଥିଲା ।
କାସ ଆଦିରେ ଏହାର ମୂଳକୁ ଶୁଣ୍ଠି ସହିତ, ଚର୍ମରୋଗରେ ଏହାର ପତ୍ରରସକୁ ସୋରିଷ ତେଲ ସହିତ ପାକ କରି, ଝାଡାରେ ଏହାର ପତ୍ର ରସକୁ ମୁଥା ଓ ମିଶ୍ରି ସହିତ, ଜ୍ୱରରେ ଏହାର କ୍ୱାଥକୁ ମହୁ ସହିତ ବ୍ରଣରେ ଏହାର ପତ୍ର ରସକୁ ନିମ୍ବ ପତ୍ର ସହିତ ଓ ଯେକୌଣସି କ୍ଷତରେ ବିଶୁଦ୍ଧ ପତ୍ରର ରସକୁ ପ୍ରୟୋଗ କରାଯାଏ ।
ପିଲାମାନେ ଜ୍ୱରରେ ଏହି ଔଷଧଦ୍ୱାରା କମ୍ ଉପକାର ପାଇବା ଜଣାଯାଏ ।
ଅନେକ କହନ୍ତି, ଜ୍ୱରରେ ଭାତ ଖାଇବା କଥା ନୁହେଁ ।
|ଯେଉଁ ଜ୍ୱରରେ ଦିନ ଭିତରେ ଦେହର ତାପମାତ୍ରା ଦେଢ଼ ଡିଗ୍ରୀରୁ ଅଧିକ କମ ବେଶୀ ହୁଏ, ତାହାକୁ "ସ୍ୱଳ୍ପ ବିରାମ ଜ୍ୱର" ବୋଲି କୁହାଯାଏ।
ତାପରେ ଏହି ଚତୁର୍ଧାମୂର୍ତ୍ତି ସ୍ନାନପୂର୍ଣ୍ଣିମାଠାରୁ ନେତ୍ରୋତ୍ସବ ପର୍ଯ୍ୟନ୍ତ ଦିର୍ଘ ୧୫ ଦିନ ଧରି ଜ୍ୱରରେ ପଡ଼ନ୍ତି ।
|ଉହାଜ୍ୱରରେ ସଜନାପତ୍ର ରସକୁ ଲୁଣ ସହିତ ପ୍ରୟୋଗ କରାଯାଏ।
|କାଶ, ଶ୍ୱାସ ଓ ପୁରାତନ ଜ୍ୱରରେ ଏହାର ଛେଲି ସିଝା ପାଣିକୁ ମହୁ ସହିତ ସେବନ କରାଯାଏ।
ଅତି ସାଙ୍ଘାତିକ ଜ୍ୱରରେ ରୋଗୀ ବେହୋସ ମଧ୍ୟ ହୋଇଯାଇପାରେ ।
୧୦୮ଗରା ସୁନା କୂଅ ପାଣି ଗାଧୋଇ ଜ୍ୱରରେ କମ୍ପତି।
ବାଗୀ, ବାଳିଆ ଦାଢୀ, କଟାଘାଆରେ ଏହାର ଲେପ, ମୁଣ୍ଡବିନ୍ଧା, ମସ୍ତିସ୍କ ଭ୍ରମରେ ରାଶି ତେଲ କିମ୍ବା ଜଡ଼ା ତେଲ ସହିତ, କ୍ଷତ, ଗରମ ଘାଆରେ ସୋରିଷ ତେଲ ସହିତ, ପିଲାଙ୍କ ଚର୍ମ ରୋଗରେ ହଳଦୀ ସହିତ, ସ୍ତ୍ରୀମାନଙ୍କ ରଜରୋଧରେ ବଚ ସହିତ, ଯମଜ ଜ୍ୱରରେ ମହୁ ସହିତ, ବାୟୁ ଶୂଳରେ ଶୁଣ୍ଠୀ ଓ ଗୋଲ ମରିଚ ସହିତ ଏହାର ପ୍ରୟୋଗ କରାଯାଇଥାଏ।
ପିତ୍ତଜ୍ୱରରେ ଏହାର ସର୍ବାଙ୍ଗର କ୍ୱାଥକୁ ମହୁତ ସହିତ ପ୍ରୟୋଗ କରାଯାଏ।
|ମୃତ୍ୟୁ |୧୯୨୮ ମସିହାରେ ଲୋକସେବକ ମଣ୍ଡଳର ବୈଠକରେ ଯୋଗଦାନ କରିବା ପାଇଁ ଲାହୋର ଯିବା ବାଟରେ ସେ କଲିକତାଠାରେ ଆନ୍ତ୍ରିକ ଜ୍ୱରରେ ଆକ୍ରାନ୍ତ ହୋଇ ସତ୍ୟବାଦୀ ଫେରିଆସିଥିଲେ ।
feverishly's Usage Examples:
reduced to playing folksy caricatures, feverishly crossing themselves and peppering their Mexican-accented English with the odd exclamation in Spanish.
The Sherman Brothers deciphered Disney"s coded hint, worked feverishly through their own lunch hour, and wrote "Sister Suffragette".
gorgeous diversity—can be silkily smooth and nuanced; boldly exuberant; or edgily, feverishly discordant.
Another passage describes him talking "feverishly until dawn" while "wolfing" down the sandwiches (described in this instance as being made with mashed.
Instead, war walkers now stride across the battlefield of Europe, huge supertanks thunder over North Africa, rocket fighters duel high above the Pacific, adventurers and superspies battle the Nazi forces in the shadows and scientists work feverishly in their laboratories to perfect the next doomsday weapon for their masters.
Mac works feverishly, develops an antidote.
He worked feverishly with a rope tied from his waist to the mast to accomplish rescue maneuvers resulting in the ship stopping with its bow against the beach and securing it there with rigging.
1945, as Red Army tanks were closing in on Berlin, Nazi officials worked feverishly to suppress "cowardice and defeatism" in their own ranks with summary.
Superman returns to LexCorp, where Luthor is feverishly trying to reconnect with the static images to Krypton, this time to establish direct contact.
woozily psychedelic to the feverishly gothic, and melodies to match her raspingly alluring vocals.
From this publication, Tatiana began to work feverishly on new creations, and wrote over a hundred works.
Leather-Nose (1936), when the hero, Roger Tainchebraye, meets "a black man feverishly measuring, looking, counting, an active and tiny insect: it was Auguste.
offers the standard pleasures that you expect from his records: excellent, feverishly imaginative acoustic guitar playing.