<< feudal system feudalisms >>

feudalism Meaning in Odia (Oriya). ( feudalism ଶବ୍ଦର ଓଡିଆ ଅର୍ଥ)



ସାମ୍ରାଜ୍ୟବାଦ, ଜୟଗିର (କଷ୍ଟମ୍), ସମାଜବାଦ,

Noun:

ସାମ୍ରାଜ୍ୟବାଦ |,

feudalism తెలుగు అర్థానికి ఉదాహరణ:

|ସେମାନେ ପିନ୍ଧୁଥିବା ବସ୍ତ୍ର ସବୁର କୌଣସି ଧାର୍ମିକ ମହତ୍ତ୍ବ ନାହିଁ କିନ୍ତୁ ଏଗୁଡ଼ିକ ସାମ୍ରାଜ୍ୟବାଦୀ କାଳରେ ପରିଧାନ କରାଯାଉଥିବାରୁ ଏବେ ମଧ୍ଯ ପିନ୍ଧାଯାଏ; ଉଦାହରଣ ସ୍ବରୂପ - ଯୋଏ, ଏବୋଶୀ ତଥା କାରିଗିନୁ ।

ତାଙ୍କଦ୍ୱାରା ସ୍ଥାପିତ ସାମ୍ରାଜ୍ୟବାଦୀ ଗଙ୍ଗବଂଶ ପ୍ରାୟ ୩୨୫ ବର୍ଷ ଉତ୍କଳକୁ ରାଜତ୍ୱ କରିଥିଲା ।

|କ୍ରାନ୍ତିକାରୀ ବିଚାର ଓ ନ୍ୟାୟପାଳିକା|ଅରୁନ୍ଧତୀ ରାୟ ଅମେରିକୀୟ ସାମ୍ରାଜ୍ୟବାଦରୁ ଆରମ୍ଭ କରି ନର୍ମଦା ନଦୀବନ୍ଧ ନିର୍ମାଣ ଆଦି ବହୁ ସ୍ଥାନୀୟ ତଥା ଆନ୍ତର୍ଜାତୀୟ ସମସ୍ୟା ବିରୋଧରେ ଆନ୍ଦୋଳନ କରିଛନ୍ତି ।

| ସମୁଦ୍ରଗୁପ୍ତଙ୍କ ପ୍ରତିଭା |ଜଣେ ସାମ୍ରାଜ୍ୟବାଦୀ ରୂପେ ନିଜର ସର୍ବଭୌମ୍ୟ କ୍ଷମତାର ଯଥାର୍ଥତା ପ୍ରତିପାଦନ କରିବା ନିମନ୍ତେ ଚନ୍ଦ୍ରଗୁପ୍ତ ଅଶ୍ୱମେଧ ଯଜ୍ଞ ସମ୍ପାଦନ କରି ଅଶ୍ୱମେଧ-ପରାକ୍ରମ ଉପାଧୀରେ ଭୂଷିତ ହୋଇଥିଲେ ।

ପୂର୍ବ ଗଙ୍ଗବଂଶର ଦାୟଦଭାବେ ଅନନ୍ତବର୍ମନ ଚୋଡଗଙ୍ଗ ଦେବ ଓଡ଼ିଶାରେ ସାମ୍ରାଜ୍ୟବାଦୀ ଗଙ୍ଗବଂଶର ସ୍ଥାପୟିତା ଥିଲେ ।

ସଶସ୍ତ୍ର ଆନ୍ଦୋଳନଦ୍ୱାରା ହିଁ ଭାରତକୁ ବ୍ରିଟିଶ ସାମ୍ରାଜ୍ୟବାଦରୁ ମୁକ୍ତ କରିହେବ ବୋଲି ସେ ବିଶ୍ୱାସ କରୁଥିଲେ ।

ଇସଲାମକୁ ଆରବୀୟ ସାମ୍ରାଜ୍ୟବାଦର ଏକ ରୂପ ଯାହା ଅନେକ ମୂଳ ସଂସ୍କୃତିକୁ ନଷ୍ଟ କରିଦେଇଛି, ବୋଲି ଆକ୍ଷାୟିତ କରି ଭାରତୀୟ ତଥା ଆଫ୍ରିକୀୟ ଆଲୋଚକମାନେ ଏହାର ସମାଲୋଚ଼ନା କରିଛନ୍ତି ।

କିନ୍ତୁ ଏହି ଆନ୍ଦୋଳନ ସେହି ସମୟର ସାମ୍ରାଜ୍ୟବାଦୀ ବିରୋଧୀ ମାନସିକ ଯୁବକମାନଙ୍କ ପାଇଁ ଏକ ସମାବେଶ ପ୍ରଦାନ କରିଥିଲା ।

ତାଙ୍କ ରଚନାସମୂହ ମୁଖ୍ୟତଃ ସାମ୍ରାଜ୍ୟବାଦ, ଫାସିବାଦ ଓ ବିଶ୍ୱଯୁଦ୍ଧ ବିରୋଧରେ ।

ତାଙ୍କ ଜୀବନର ଦୁଇଟି ଲକ୍ଷ୍ୟ ଥିଲା; ପ୍ରଥମଟି ହେଲା ସ୍ୱତନ୍ତ୍ର ଉତ୍କଳ ପ୍ରଦେଶ ଗଠନ ଓ ଦ୍ୱିତୀୟଟି ହେଲା ସାମ୍ରାଜ୍ୟବାଦୀ ଫିରିଙ୍ଗି ଶାସନର ଅବସାନ ।

ତାଙ୍କର ଉତ୍ତରାଧିକାରୀ ରାଜ ରାଜରାଜ ଦେବ ମଧ୍ୟ ଜଣେ ସାମ୍ରାଜ୍ୟବାଦୀ ଶାସକ ଥିଲେ ।

feudalism's Usage Examples:

The French language, which had been the language of the leisured classes under feudalism, was imposed throughout the administration.


Although it is derived from the Latin word feodum or feudum (fief), which was used during the Medieval period, the term feudalism and the system.


Under feudalism, those who were weakest needed the protection of the knights who owned.


Trotsky argued that in Russia only the working class could overthrow feudalism and win the support of the peasantry.


Manorialism is sometimes included in the definition of feudalism.


of "Lord of the Manor" came into use in the English medieval system of feudalism after the Norman Conquest of 1066.


Until then, Under feudalism in France and England during the Middle Ages, tenure by serjeanty () was a form of tenure in return for a specified duty other than standard knight-service.


One reason of this is that, as England was never so completely feudalized as were some of the European continental states, the burden of feudalism.


Fealty and homage were key elements of European feudalism.


After the Angevin period, Muro Lucano's castle saw long feuding by the Orsini family until the end of Italian feudalism in 1806.


feudalism to capitalism, it then built an anti-necessitarian theory of social change, theorizing the transition from one set of institutional.


A fief (/fiːf/; Latin: feudum) was the central element of feudalism.


during the Medieval period, the term feudalism and the system which it describes were not conceived of as a formal political system by the people who lived.



Synonyms:

social organization, feudal system, structure, social organisation, social system, social structure,

Antonyms:

natural object,

feudalism's Meaning in Other Sites