<< feed upon feedback circuit >>

feedback Meaning in Odia (Oriya). ( feedback ଶବ୍ଦର ଓଡିଆ ଅର୍ଥ)



ମତାମତ, ପୁନ in ସ୍ଥାପନ,

Noun:

ମତାମତ,

feedback తెలుగు అర్థానికి ఉదాహరణ:

ଏହି ଚଳଚ୍ଚିତ୍ର ପାଇଁ ହୁମାଙ୍କୁ ଅନେକ ସାକାରାତ୍ମକ ମତାମତ ମିଳିଥିଲା ।

| ଚରିତ୍ରାଭିନୟ ଓ ପୌରାଣିକ ରବଣ କଥାର ପ୍ରତିପକ୍ଷ ଚରିତ୍ର ସବୁ | Casting | ଅନ୍ତର୍ଜାତିକ ଫିଲ୍ମ ମହୋତଶବରେ ରାବଣ |୬୭ ଭେନିସ ଫିଲ୍ମ ଉତ୍ଶବରେ ପ୍ରଦର୍ଶିତ ହେଇଥିବା ରାବଣ  କୁ ଖୁବ ପ୍ରଶଂସିତ ମତାମତ ମିଳିଥିଲା ସମାଲୋଚକମାନଙ୍କ ମହଲରୁ ।

|ତେଲୁଗୁ ଚଳଚ୍ଚିତ୍ର ଅରେଞ୍ଜ ପାଇଁ ତାଙ୍କୁ ଉତ୍ତମ ମତାମତ ମିଳିଥିଲା ।

ତେଣୁ ଏହାପରେ ସେ ନିଜ ପ୍ରତ୍ୟକ୍ଷ ଅନୁଭୂତିକୁ ନିରପେକ୍ଷ ରଖିବାପାଇଁ ସିଧାସଳଖ ସମ୍ବଲପୁର ଆସି ବିଭିନ୍ନ ଜନତାଙ୍କଠାରୁ ମତାମତ ସଂଗ୍ରହ କରିଥିଲେ।

କବି ଉପେନ୍ଦ୍ର ଯେତେବେଳେ ପୁରୀକୁ ଆସିଛନ୍ତି, ତାଙ୍କୁ ଟିକେ ନିଜର କାବ୍ୟଟିକୁ ଦେଖାଇ ମତାମତ ନେବାକୁ ଦୀନକୃଷ୍ଣଙ୍କର ଭାରି ମନ ହେଲା ।

|ଚତୁର୍ଥ କକ୍ଷରେ ବିଜୁ ପଟ୍ଟନାୟକଙ୍କର ଖଟ, ପୋଷାକ, ଖବରକାଗଜରେ ପ୍ରକାଶିତ ତାଙ୍କର ବିଭିନ୍ନ ମତାମତ ଆଦି ପ୍ରଦର୍ଶିତ କରାଯାଇଛି ।

ସେ www.mycleanindia.gov.in ୱେବସାଇଟ ସହ ଯୋଡ଼ି ହୋଇ ସରକାରଙ୍କୁ ମତାମତ ଓ ପରାମର୍ଶ ଦେବାକୁ ଅନୁରୋଧ କରିଛନ୍ତି ।

|କୌଣସି ସମ୍ବେଦନଶୀଳ ଘଟଣା, ରାଜନୈତିକ ମତାମତ କିମ୍ବା ବ୍ୟକ୍ତିଗତ ମତ, କୌଣସି ଆକ୍ରମଣାତ୍ମକ ପ୍ରବୃତ୍ତିର ତଥ୍ୟ ଉଇକିପିଡ଼ିଆ ପ୍ରକଳ୍ପ ଅନ୍ତର୍ଭୁକ୍ତ କରିବାକୁ ପ୍ରଶ୍ରୟ ଦିଆଯାଏନାହିଁ ।

ଏହି ଚଳଚ୍ଚିତ୍ରରେ ତାଙ୍କ ଅଭିନୟ ପାଇଁ ଅନେକ ନାକାରତ୍ମକ ମତାମତ ମିଳିଥିଲା ।

|ଏହି କଥାଚିତ୍ରଟିର ୨୦୧୫ ମସିହା ଅଗଷ୍ଟ ୧୪ ତାରିଖରେ ମୁକ୍ତିଲାଭ କରିଥିଲା ଏବଂ ଚଳଚ୍ଚିତ୍ରଟିକୁ ସମୀକ୍ଷକମାନେ ପସନ୍ଦ କରିବାସ‌ହ ମତାମତ ମଧ୍ୟ ଭଲ ରହିଥିଲା ।

ଏକ ସମୟରେ ଗୋଟିଏ ମତାମତ ବା ବିଷୟକୁ ବିରୋଧ କରି ପରେ ପୁଣି ମତ ବଦଳାଇ ସେହି ବିଷୟର ସମର୍ଥକ ହୋଇଗଲେ ଏପରି କୁହାଯାଇଥାଏ ।

|ଇସଲାମ ଓ ଇସଲାମତ୍ୱ ଉପରେ ମତାମତ|ଅହମଦ ମୁସଲମାନ ଥିଲେ କିନ୍ତୁ ଇସଲାମ ଧର୍ମର କେତେକ ତଥ୍ୟକୁ ସମାଲୋଚନା କରୁଥିଲେ, ବିଶେଷତଃ କେତେକ ସ୍ଥାନରେ ମହିଳାମାନଙ୍କ ଉପରେ ହେଉଥିବା ଅତ୍ୟାଚାର ଓ ଇସଲାମ ଧର୍ମର ବିଚାରଧାରାକୁ ସମାଲୋଚନା କରୁଥିଲେ ।

feedback's Usage Examples:

the loop, it allows full or dysfunctional proprioceptive feedback and exteroceptive control of the movement that is necessary in facial muscles.


positive feedback for staying true to form "in the service of something much grimier and at once totally fresh" in early seasons, later Archer episodes have.


Following feedback, the company announced a new website in January 2011, offering online delivery to UK, Germany and Republic of Ireland.


authors will release working papers to share ideas about a topic or to elicit feedback before submitting to a peer reviewed conference or academic journal.


A centrifugal governor is a specific type of governor with a feedback system that controls the speed of an engine by regulating the flow of fuel or working.


2013 Kisstory was expanded into a full-time station in response to positive feedback from listeners and at the expense of Q Radio.


with the service to distribute applications to internal or external beta testers, who can subsequently send feedback about the application to developers.


feedback, analogue synthesizers making sub-bass pulses or high frequency squealing sounds; and screamed, distorted, often hateful and offensive lyrics.


Participating in the change request management process to field, document, and communicate responses feedback is also common within an application analyst's responsibilities.


Two considerations are thought to drive the search for self-verifying feedback:We feel more comfortable and secure when we believe that others see us in the same way that we see ourselves.


For this reason, support for truncated feedback was removed.


linear-feedback shift register (LFSR) are studied for use in cryptography.


sidetone, resulting in a poor experience for users hearing their own voice very loudly, and in extreme cases in early versions also unstable feedback from the.



Synonyms:

response, reply, answer,

Antonyms:

anastalsis, peristalsis, source, sink, activation,

feedback's Meaning in Other Sites