<< federation of tribes federative >>

federations Meaning in Odia (Oriya). ( federations ଶବ୍ଦର ଓଡିଆ ଅର୍ଥ)



ଫେଡେରେସନ୍, ୟୁନିଅନ୍, ଯୁକ୍ତ ରାଷ୍ଟ୍ର,

Noun:

ଫେଡେରେସନ୍, ୟୁନିଅନ୍, ଯୁକ୍ତ ରାଷ୍ଟ୍ର,

federations తెలుగు అర్థానికి ఉదాహరణ:

| ସଫଳତା |୨୦୦୮ ମସିହାରେ ଫେଡେରେସନ୍ କପ୍ ପାଓ୍ବାର ଲିଫ୍‌ଟିଂ ପ୍ରତିଯୋଗିତାରେ ଷ୍ଟ୍ରଙ୍ଗ ଓମେନ୍ ଅଫ୍ ଇଣ୍ଡିଆ ଟାଇଟଲ୍ ଅର୍ଜନ କରିଥିଲେ।

|ଏପ୍ରିଲ୍ ୨୮ରୁ ୩୦, ୨୦୧୬ରେ ନୂଅାଦିଲ୍ଳୀରେ ବିଂଶତମ ଫେଡେରେସନ୍ କପ୍ ନ୍ୟାସ୍‌ନାଲ୍ ସିନିଅର୍ ଅାଥ୍‌ଲେଟିକ୍ସରେ ୨୦୦ ମିଟରରେ ସ୍ୱର୍ଣ୍ଣ ପଦକ ଓ ୧୦୦ ମିଟରରେ ରୌପ୍ୟ ପଦକ ।

ପ୍ରତ୍ୟେକ ଜିଲ୍ଲା ଅନେକ ଉପ-ଜିଲ୍ଲାରେ ବିଭକ୍ତ | ଉତ୍ତର ସିରିଆର ଡେମୋକ୍ରାଟିକ୍ ଫେଡେରେସନ୍, ବାସ୍ତବରେ ସ୍ୱୟଂଶାସିତ ମାତ୍ର ଏହ ସିରିଆର ସରକାରଙ୍କଦ୍ୱାରା ସ୍ୱୀକୃତିପ୍ରାପ୍ତ ନୁହେଁ ||ଅର୍ଥନୀତି|ସିରିଆର ଅର୍ଥନୀତି ୨୦୧୫ ଅନିୟମିତ ରାଜସ୍ୱ ଉତ୍ସ ଉପରେ ନିର୍ଭର କରେ ।

୨00୬ ୟୁରୋପୀୟ ଫେଡେରେସନ୍ ଅଫ୍ ନ୍ୟୁରୋଲୋଜିକାଲ୍ ସୋସାଇଟି ଗାଇଡଲାଇନରେ ସୁପାରିଶ କରାଯାଇଛି ଯେ ଥ୍ରୋମ୍ବୋଲାଇସିସ୍ କେବଳ ରୋଗୀମାନଙ୍କଠାରେ ବ୍ୟବହୃତ ହୁଏ, ଯେଉଁମାନେ ଉପଯୁକ୍ତ ଚିକିତ୍ସା ସତ୍ତ୍ୱେ ଖରାପ ହୋଇଯାଆନ୍ତି ଏବଂ ଯେଉଁଥିରେ ଅନ୍ୟାନ୍ୟ ଅବନତିର କାରଣଗୁଡିକ ଦୂର କରାଯାଇଥାଏ ।

ଓ ମେସିଙ୍କୁ ଗୋଟେ ନାପ୍କିନ୍ରେ ଚୁକ୍ତିପତ୍ର ଦିଆଯାଇଥିଲା|ଗୋଟିଏ ବର୍ଷ ବାର୍ସୀଲୋନାର ଯୁବ ଏକାଡେମୀ ଲା ମାସିଆରେ କାଟିବା ପରେ ମେସି ରୟାଲ୍ ସ୍ପାନିଶ୍ ଫୁଟବଲ୍ ଫେଡେରେସନ୍ରେ ଭର୍ତୀ ହୋଇଥିଲେ ।

|ପର୍ବତାରୋହଣରେ ତାଙ୍କର କୌଣସି ଅାନୁଷ୍ଠାନିକ ପ୍ରଶିକ୍ଷଣ ନ ଥିବାରୁ ଭାରତ ସରକାରଙ୍କ ପକ୍ଷରୁ ଦାୟିତ୍ୱରେ ଥିବା ଇଣ୍ଡିଅାନ୍ ମାଉଣ୍ଟେନିଅରିଂ ଫେଡେରେସନ୍ (ଅାଇ.ଏମ୍. ଏଫ୍) ତାଙ୍କୁ ଏହି ଯାତ୍ରା ପାଇଁ ପ୍ରଥମେ ଅନୁମତି ପ୍ରଦାନ କରି ନ ଥିଲେ।

|୮ ଡିସେମ୍ବର ୨୦୧୯ରେ, ସେ ସର୍ବସମ୍ମତି କ୍ରମେ ନ୍ୟୁଜ୍ ବ୍ରୋଡକାଷ୍ଟିଂ ଫେଡେରେଶନର ସଭାପତି ଭାବରେ ନିର୍ବାଚିତ ହୋଇଥିଲେ, ଯାହାକି ପ୍ରାୟ ୭୮ଟି ଚ୍ୟାନେଲର ଏକ ନୂତନ ଗଠିତ ଫେଡେରେସନ୍

|ଅନ୍ୟାନ୍ୟ କାର୍ଯ୍ୟ|୧୯୭୫ରେ ସେ ଜର୍ମାନୀର ହାମବର୍ଗଠାରେ ଅନୁଷ୍ଠିତ ଆନ୍ତର୍ଜାତୀୟ ମହିଳା ଆଇନଜ୍ଞ ଫେଡେରେସନ୍ରେ ଭାରତକୁ ପ୍ରତିନିଧିତ୍ୱ କରିଥିଲେ ।

|ସେ ମଧ୍ଧ୍ୟ ମହିଳାମୀନଙ୍କ ପ୍ରତି ହେଉଥିବା ସମସ୍ତ ଭେଦଭାବର ଦୂରୀକରଣ ଉପରେ ଜାତିସଂଘ ତରଫରୁ ହୋଇଥିବା ଯୁଗଳ ସେମିନାରରେ ଭାରତକୁ ପ୍ରତିନିଧିତ୍ୱ କରିଥିଲେ,ଯାହା ଆନ୍ତର୍ଜାତୀୟ ମହିଳା ଆଇନଜ୍ଞ ଫେଡେରେସନ୍ ଓ ଆନ୍ତର୍ଜାତୀୟ ନ୍ୟାୟ ବୃତ୍ତିରେ ମହିଳାଙ୍କ ଫେଡ଼େରେସନ୍ ତରଫରୁ ଆୟୋଜିତ ହୋଇଥିଲା ।

ସେ "ନ୍ୟାସନାଲ ଫେଡେରେସନ୍ ଅଫ୍ ଇଣ୍ଡିଆନ୍ ୱିମେନ" (NIFW)ର ସଭାପତି ମଧ୍ୟ ରହିଥିଲେ ।

|ମେ ୧ରୁ ୪, ୨୦୧୫ରେ ମାଙ୍ଗାଲୋରରେ ଅନୁଷ୍ଠିତ ୧୯ତମ ଫେଡେରେସନ୍ କପ୍ ସିନିଅର୍ନ୍ୟାସ୍‌ନାଲ୍ ଓପନ୍ ଅାଥ୍‌ଲେଟିକ୍ ଚାମ୍ପିଅନ୍‌ସିପ୍‌ରେ ଉଭୟ ୧୦୦ ମିଟର ଏବଂ ୨୦୦ ମିଟର ଦୌଡ଼ରେ ସ୍ୱର୍ଣ୍ଣପଦକ ଶ୍ରେଷ୍ଠ ମହିଳା କ୍ରୀଡ଼ାବିତ୍ ଘୋଷିତ ।

federations's Usage Examples:

"FIFA suspends Pakistan, Chad football federations over interference".


He represented his country in the 2003 Confederations Cup, scoring against New Zealand, and was a substitute in the final as France beat Cameroon.


In some recent cases, federations have been instituted.


He was the referee in the semi final of the 2003 FIFA Confederations Cup between Cameroon and Colombia, a game remembered for the death of Marc-Vivien Foé.


divided into "kingdoms, empires, city-states, federations, theocracies, tyrannies, conglomerates, unions, principates and various degenerate savage .


The organisation is made up of 64 federations and receives 1% of the revenue from the sale of football's audiovisual rights.


In some federations, knee wraps are permitted in the equipped but not un-equipped division; in others, they.


Germany was the host of the 1974 and 2006 FIFA World Cup, UEFA Euro 1988, and the 2005 FIFA Confederations Cup.


Spanish) is one of the main grand obediences (federations of several masonic lodges) in Spain.


UEFA and CAF had a guaranteed number of places, whereas the number of qualifiers from other confederations was dependent on play-offs between the highest.


Many federations use fiscal equalisation to reduce the inequalities in the fiscal capacities of sub-national governments.



Synonyms:

organisation, constitution, formation, organization, establishment,

Antonyms:

assortative mating, disassortative mating, inactivity, finish, nonalignment,

federations's Meaning in Other Sites