<< fascinate fascinates >>

fascinated Meaning in Odia (Oriya). ( fascinated ଶବ୍ଦର ଓଡିଆ ଅର୍ଥ)



ଆକର୍ଷିତ, ଚିତ୍ତାକର୍ଷକ,

Adjective:

ଚିତ୍ତାକର୍ଷକ |,

fascinated తెలుగు అర్థానికి ఉదాహరణ:

ହାଇସ୍କୁଲ ବେଳରୁ ସେ ସଙ୍ଗୀତ ପ୍ରତି ଆକର୍ଷିତ ହୋଇଥିଲେ ।

ସେ ଫ୍ୟାଶନ ଏବଂ ଚଳଚ୍ଚିତ୍ରରେ ଆକର୍ଷିତ ହୋଇଥିଲେ ଏବଂ କିଶୋର ଅବସ୍ଥାରେ ନାଟକରେ ଅଭିନୟ କରିବା ଆରମ୍ଭ କରିଥିଲେ ଏବଂ ସମାଲୋଚକଙ୍କ ପ୍ରଶଂସା ଲାଭ କରିଥିଲେ ।

ଓଲଟାଡ଼ଙ୍ଗାର ପ୍ରଧାନ ସଡ଼କର ଦୋତାଲା ଘର ସ୍ଥିତ ମଠ ପରେ କିଛି ଧନୀ ଲୋକ ତାଙ୍କ ପ୍ରଚାରରେ ଆକର୍ଷିତ ହୋଇ ବାଗବଜାରରେ ଗୋଟିଏ ବଡ଼ ମନ୍ଦିର ତିଆରି କଲେ ।

ଗ୍ରାମରେ ଥିବା ବଳଭଦ୍ର ସାହୁଙ୍କ ଆଖଡ଼ାକୁ କେଳୁଚରଣ ବରାବର ଯାଉଥିଲେ ଓ ସେଠାରେ ଶିଖା ଯାଉଥିବା ଗୋଟିପୁଅ ନାଚ ପ୍ରତି ଆକର୍ଷିତ ଥିଲେ ।

ପୁରୁଷୋତ୍ତମ କ୍ଷେତ୍ରରେ ପ୍ରାଚୀନକାଳରୁ ଜଗନ୍ନାଥଙ୍କ ଉପାସନା ସନାତନ ଧର୍ମର ବିଭିନ୍ନ ଉପାସକଙ୍କୁ ଆକର୍ଷିତ କରିଛି ।

ପିଲାଦିନରୁ ସାମ୍ବାଦିକତା ପ୍ରତି ଆକର୍ଷିତ ପ୍ରଶାନ୍ତ, ଅଧ୍ୟାପକ ବୃତ୍ତି ତ୍ୟାଗକରି ସାମ୍ବାଦିକତାକୁ ଆବୋରୀ ନେଇଥିଲେ ।

ତେବେ ନଦୀବନ୍ଧଦ୍ୱାରା ସୃଷ୍ଟ ଜଳାଶୟ ଯୋଗୁଁ ଜଳଜୀବଙ୍କ ସଂଖ୍ୟା ବୃଦ୍ଧି ପାଇଛି ଓ ଶୀତଦିନରେ ଏହା ପ୍ରବାସୀ ପକ୍ଷୀଙ୍କୁ ମଧ୍ୟ ଆକର୍ଷିତ କରୁଛି ।

|ପେଜ୍ ପ୍ରଥମେ ୬ ବର୍ଷ ବୟସରେ କମ୍ପ୍ୟୁଟର ପ୍ରତି ଆକର୍ଷିତ ହୋଇଥିଲେ ।

ନିଆଁ ଓ ଧୂଆଁକୁ ଚିଲ ମାନେ ବହୁତ ଆକର୍ଷିତ ହୁଅନ୍ତି ଅଷ୍ଟ୍ରେଲିଆରେ ଦେଖା ଯାଇଛି ଯେ ଜଳୁଥିବା କାଠକୁ ନେଇ ଅନ୍ୟଆଡେ ଫିଙ୍ଗିବା ଯୋଗୁଁ ଅନେକ ଥର ଜଙ୍ଗଲରେ ନିଆଁ ଲାଗିଯାଏ ।

ସେ ଛୋଟବେଳୁ ନୃତ୍ୟ ଏବଂ ମଡେଲିଂ ପ୍ରତି ଆକର୍ଷିତ ହୋଇଥିଲେ ଏବଂ କଲେଜରେ ପଢ଼ୁଥିବାବେଳେ ବିଭିନ୍ନ ପ୍ରତିଯୋଗିତାରେ ଭାଗନେଇଥିଲେ ।

|ଉଚ୍ଚମାନର ଶିକ୍ଷକଙ୍କୁ ଆକର୍ଷିତ କରିବା ଏବଂ ପ୍ରତିପୋଷଣ କରିବା ।

ଲାଲବାଗ ତାଙ୍କୁ ଦେଖି ଆକର୍ଷିତ ହୋଇ ଅପହରଣ କରିନେଇଥିଲେ।

ଟାଇଟାନିକ୍ ଯାହାଜର ଭଗ୍ନାବଶେଷ ପରେ ଟେରାକୋଟା ସେନା ଆଉ ଏକମାତ୍ର ପ୍ରାଚୀନ ବସ୍ତୁ ଥିଲା ଯାହାର ନାମ ମାତ୍ର ବହୁ ଦର୍ଶକଙ୍କୁ ଆକର୍ଷିତ କରୁଥିଲା ।

fascinated's Usage Examples:

reputation, "Was it not the duty of those who were called muckrakers to rake up the good earth as well as the noxious?" She was fascinated by Thomas Lynch.


In his childhood he was fascinated by continuous environmental sounds, particularly those of motors, power.


From his early aesthetic interest in grain elevators, Gohlke became fascinated by their design, their connection to the surrounding landscape, and their function within the cities and towns they occupied.


Harrison called it "an absolutely rotten picture" although "it was the first horsy picture I"d played in and I was fascinated.


Aviation career beginsAs he grew up, he became fascinated with flight, first with kites, then later the Wright brothers' airplane.


Jeanne-Marie was fascinated by this hired hand who was treated better than the others.


student James McKeen Cattell was fascinated by these differences and started to work on them during his stay in England.


artist"s works, commented on Golconda: Magritte was fascinated by the seductiveness of images.


fascinated look that Helena puts on the mirror that is reflecting her beautiful face, elements that can be read as symbols of her inconscient vanity, which.


Here he is fascinated by the apparent steatopygia in the latest fashion.


called "Gong" and "Gyangunguru Maragh", though not of Indian descent, was fascinated with Hindu practices and was instrumental in promoting a plant-based diet.


Sarah Ponsonby, were two upper-class Irish women whose relationship scandalised and fascinated their contemporaries during the late 18th and early 19th.


In the manga, ahe comforts the series protagonist, Hiroshi Umino, who escapes Earth on a freighter, and is fascinated by him, as she fled Earth in the past to a ship which she designed herself.



Synonyms:

mesmerised, mesmerized, hypnotised, hypnotized, enchanted, spellbound, spell-bound, transfixed,

Antonyms:

undeceived, sophisticated, disabused, disillusioned, disenchanted,

fascinated's Meaning in Other Sites