<< famousing famousness >>

famously Meaning in Odia (Oriya). ( famously ଶବ୍ଦର ଓଡିଆ ଅର୍ଥ)



ପ୍ରସିଦ୍ଧ,

Adverb:

ପ୍ରସିଦ୍ଧ,

famously తెలుగు అర్థానికి ఉదాహరణ:

| ପର୍ଯ୍ୟଟନ |ଏଠାରେ ରଥଯାତ୍ରା ଏକ ବଡ଼ ପର୍ବ ଏବଂ ଏଇଟା ବହୁ ପ୍ରସିଦ୍ଧ

|ମାଳିଅରୁଆ ଗାଁ, ବ୍ରହ୍ମପୁର ଗ୍ରାମ ପଞ୍ଚାୟତ, ପ୍ରସିଦ୍ଧ ମା କୁଣ୍ଡିକାଳୀ ମନ୍ଦିରॐ ମା କୁଣ୍ଡିକାଳୀ ପୀଠ ।

|ଏହାର ନିକଟରେ ଏକ ପୁରାଣ ପ୍ରସିଦ୍ଧ ବୃକ୍ଷ ରହିଛି ।

ଗୋଆ ରାଜ୍ୟ ଏହାର ବେଳାଭୂମି, ବିଶ୍ୱବିଖ୍ୟାତ ଗୀର୍ଜାଘର, ଭରପୁର ଖଣିଜ ପଦାର୍ଥ ଓ ସବୁଜ ପଶ୍ଚିମଘାଟ ପର୍ବତ ମାଳା ପାଇଁ ପ୍ରସିଦ୍ଧ ଅଟେ ।

ଗୋବର୍ଦ୍ଧନ ପୂଜା ହେଉଛି ଏହି ଗ୍ରାମର ପ୍ରସିଦ୍ଧ ପର୍ବ ।

ଏଠାରେ ଅନେକ ପର୍ଯ୍ୟଟନସ୍ଥଳି ରହିଛି, ବିଶେଷ କରି ଏଠାରେ ଥିବା ଦୁର୍ଗ ଓ ପ୍ରାସାଦଗୁଡ଼ିକ ପାଇଁ ଏହା ଅଧିକ ପ୍ରସିଦ୍ଧ ଲାଭ କରିକରିଛି।

|ଦେହରେ ଡଲାର୍ ଚିହ୍ନ ଥିବା ଅଣ୍ଡିରା ବାଘ ଟି-୨୫ ଜାଲିମ୍ ନାମରେ ଖ୍ୟାତ ଓ ରନ୍ଥାମ୍ବୋର୍‍ର ଆଉ ଏକ ପ୍ରସିଦ୍ଧ ବାଘ ।

ଗୁମ୍ଫା-୧ର ଅନ୍ୟ ପ୍ରସିଦ୍ଧ ଚରିତ୍ରମାନଙ୍କ ମଧ୍ୟରେ ଶିବି, ଶଙ୍ଖପାଳ, ମହାଜନକ, ମହୌମ୍ମଗ, ଚମ୍ପେୟ ଜାତକ କଥା ଉଲ୍ଲେଖ ଯୋଗ୍ୟ ।

ଗୋପବନ୍ଧୁ ଥିଲେ କଟକର ପ୍ରସିଦ୍ଧ ଓକିଲ ତଥା ନାମକରା ଜମିଦାର ଗୋକୁଳାନନ୍ଦ ଚୌଧୁରୀଙ୍କ ପୁତ୍ର ।

୪୮୮ ହେକ୍ଟର ଆୟତନ ବିଶିଷ୍ଟ ଏହି ସ୍ଥାନଟି ଏକ ଜଣାଶୁଣା ପର୍ଯ୍ୟଟନ କ୍ଷେତ୍ର ଭାବରେ ପ୍ରସିଦ୍ଧି ଲାଭ କରିଛି ।

| ମନୁଷ୍ୟ ସଂସ୍କୃତିରେ |କେନେଥ ଗ୍ରାହାମେଙ୍କର ଉପନ୍ୟାସ The Wind in the Willowsରେ ମିଃ ତୋଡ ଗୋଟିଏ ପ୍ରିୟ ଓ ପ୍ରସିଦ୍ଧ ହାସ୍ୟଚରିତ୍ର, ଯଦିଓ ସ୍ୱାର୍ଥୀ ଓ ନିଜକୁ ଭଲ ପାଉଥିବା ଚରିତ୍ର ।

|ପ୍ରାରମ୍ଭିକ ଜୀବନ|ୟସ୍ମିନ ଲାରୀ ୧୯୪୧ ମସିହାରେ ଡେରା ଗାଜୀ ଖାନ ସହରରେ ଜନ୍ମଗ୍ରହଣ କରିଥିଲେ ଏବଂ ସେ ପ୍ରଥମ ବର୍ଷ ଲାହୋରରେ ଏବଂ ଆଖପାଖରେ ଇରାକ ନାମକ ଏକ ପ୍ରସିଦ୍ଧ ପରିବାରରେ ବିତାଇଥିଲେ ।

ଏହା ଯେ କେବଳ ଓଡ଼ିଶା ଖାଦ୍ୟ ରୁପେ ପ୍ରସିଦ୍ଧ ଲାଭ କରିଛି ତାହା ନୁହେଁ ।

famously's Usage Examples:

of Achilles is the shield that Achilles uses in his fight with Hector, famously described in a passage in Book 18, lines 478–608 of Homer"s Iliad.


quantum mechanics, and famously declared "I am convinced God does not play dice".


metres in length that was famously unexplained until shown in 2009 to be a concretion formed around the burrow of a worm.


He was the first cousin once removed of the explorer and author Wilfred Thesiger (1910–2003), and the nephew of the 2nd Lord Chelmsford, who, exactly a week after Ernest's birth, famously led his troops in battle against – and suffered a defeat at the hands of – a Zulu army at the Battle of Isandlwana.


Steve Cradock famously retorted "it"s an honour to be described as Britain"s second best band, ahead of.


While the trade famously joked that the film should have been named Ms.


He famously dawdled off the pitch after being subbed in a 2-1 home defeat to Forest during.


Oliver Cromwell famously demanded that his portrait show "all these roughnesses, pimples, warts, and everything as you see me, otherwise I will never.


opening line of the novel famously announces: "It is a truth universally acknowledged, that a single man in possession of a good fortune must be in want of.


themselves?", famously posed by the Roman satirist Juvenal (as "Quis custodiet ipsos custodes?"), although Moore was not aware of the phrase"s classical.


After splitting with Rhodes, he wrestled for several territories within the National Wrestling Alliance, most famously Florida Championship Wrestling and also wrestled in Mid-South Wrestling.


those of Madagascarites, Muramotoceras, Hyphantoceras, and the infamously convolute Nipponites.



Synonyms:

magnificently, splendidly, excellently,

famously's Meaning in Other Sites