fallen down Meaning in Odia (Oriya). ( fallen down ଶବ୍ଦର ଓଡିଆ ଅର୍ଥ)
ପତିତପାବନ, ପତିତ,
People Also Search:
fallen womenfaller
fallers
fallfish
fallguy
fallibilism
fallibility
fallible
fallibly
falling
falling down
falling off
falling out
falling star
fallings
fallen down తెలుగు అర్థానికి ఉదాహరణ:
| ଅଭିନୟରେ |ଓଡ଼ିଆ କଥାଚିତ୍ର ‘ଜୟଦେବ’ରେ ଅଭିନୟ କରିଥିବା ପ୍ରମୁଖ କଳାକାର ହେଲେ:|ସାମୁଏଲ ସାହୁ (ବାବି)|ଶେଫାଳୀ ନାୟକ|ବ୍ୟୋମକେଶ ତ୍ରିପାଠୀ| ଆଧାର | ଅଧିକ ତଥ୍ୟ |୧୯୬୨ ଓଡ଼ିଆ ସିନେମା ଶ୍ରୀ ଶ୍ରୀ ପତିତପାବନ ୧୯୬୩ ମସିହାରେ ମୁକ୍ତିଲାଭ କରିଥିବା ଏକ ଓଡ଼ିଆକଥାଚିତ୍ର ।
ଜରପଡା ସ୍ଥିତ ପତିତପାବନ ମହାବିଦ୍ୟାଳୟ ଗ୍ରାମଠାରୁ ମାତ୍ର ପାଞ୍ଚ କି.ମି. ଦୂରରେ ଅବସ୍ଥିତ; ଯେଉଁ ଶିକ୍ଷାନୁଷ୍ଠାନ ପାଇଁ ଗ୍ରାମର ଉଚ୍ଚ ଶିକ୍ଷା ହାରରେ ପରିବର୍ତ୍ତନ ଆସିଥାଏ ।
ଶ୍ରୀମନ୍ଦିର ବେଢ଼ା ପରିକ୍ରମା ସମୟରେ କଳ୍ପବଟ ତଳେ ବସି ନୀଳଚକ୍ର ପତିତପାବନ, ଧ୍ୱଜାବୀର-କପିଚକ୍ରକୁ ଚାହିଁ ପ୍ରଣିପାତ କରିବା ସହ ରିଷ୍ଟ ଖଣ୍ଡନ ସହ ସିଦ୍ଧି, ମୁକ୍ତି ମିଳିଥାଏ।
|ବେଢ଼ା ଦେବଦେବୀ|ପତିତପାବନ|ଶ୍ରୀଜଗନ୍ନାଥ ପତିତମାନଙ୍କୁ ଉଦ୍ଧାର କରୁଥିବାରୁ ତାଙ୍କର ଅନ୍ୟ ନାମ ପତିତପାବନ ।
| ଅଭିନୟରେ |ଓଡ଼ିଆକଥାଚିତ୍ର ‘ଶ୍ରୀ ଶ୍ରୀ ପତିତପାବନ’ରେ ଅଭିନୟ କରିଥିବା ପ୍ରମୁଖ କଳାକାର ହେଲେ:|ଲକ୍ଷ୍ମୀପ୍ରିୟା ମହାପାତ୍ର|ରାଧାମଣୀ ମହାପାତ୍ର|ଶ୍ୟାମସୁନ୍ଦର|ନରସିଂହ ନନ୍ଦଶର୍ମା| ଆଧାର | ଅଧିକ ତଥ୍ୟ |୧୯୬୩ର ଓଡ଼ିଆ କଥାଚିତ୍ର କା ଏକ ରାଷ୍ଟ୍ରପତି ପୁରସ୍କାରପ୍ରାପ୍ତ ଓଡ଼ିଆ ସିନେମା ।
୧୯୬୩ରେ 'ଶ୍ରୀ ଶ୍ରୀ ପତିତପାବନ', ୧୯୭୬ରେ 'ସିନ୍ଦୂର ବିନ୍ଦୁ', ୧୯୭୭ରେ 'ମୁକ୍ତି', ୧୯୯୮ରେ 'ଅହଲ୍ୟା' ପ୍ରଭୃତି କଥାଚିଚିତ୍ରରେ ସେ କଣ୍ଠଦାନ କରିଥିଲେ ।
|ଅଙ୍ଗଜାତ ପବନରେ ପତିତପାବନତା ସିଦ୍ଧି|ନିଜର ଅମୃତମୟ-ସୁଦିବ୍ୟ ଅଙ୍ଗଲଗ୍ନ ପବନର ସଂଚାରଣରେ ସମସ୍ତ ଜଗତର ଯାତନା-ପତିତ-ଜନତାର ପାପକୁ ବିନଷ୍ଟ କରିବା ପାଇଁ ହିଁ ମହା ପ୍ରଭୁ ଭକ୍ତ ଗହଣରେ ପହଣ୍ଡିରେ ଚଳୁଛନ୍ତି ।
କଳ୍ପବଟର ଚତୁଃପାର୍ଶ୍ୱରେ ବଟେଶ୍ୱର, ବଟକୃଷ୍ଣ, ବାଳମୁକୁନ୍ଦ, ବଟ ମଙ୍ଗଳା, ବଟ ନାରାୟଣ, ବଟ ଗଣେଶ, ରାଧାକୃଷ୍ଣ, ପତିତପାବନ/ଶ୍ରୀଜଗନ୍ନାଥଙ୍କ(ବଟ ଅବକାଶ),ପଞ୍ଚୁ ପାଣ୍ଡବ, ମହାଦେବ ପ୍ରମୁଖ ରହିଛନ୍ତି।
ଏଠାରେ ନବଗ୍ରହଙ୍କର ମୂର୍ତ୍ତି ସହିତ ପତିତପାବନ ଓ କ୍ଷେତ୍ର ରକ୍ଷକ ହନୁମାନଙ୍କର ମୂର୍ତ୍ତୀ ରହିଛି।
ବିଶେଷ କରି ସିଂହଦ୍ୱାର ଗୁମୁଟ ଭିତରେ ଡାହାଣ ପଟରେ ଥିବା ପୂର୍ବାଭିମୁଖୀ ଜଗନ୍ନାଥ ମୂର୍ତ୍ତିଙ୍କୁ ପତିତପାବନ ବୋଲି କୁହାଯାଏ ।
ସେଥିପାଇଁ ସେ ପତିତ ଜନର ଉଦ୍ଧାର ନିମିତ୍ତ ପତିତପାବନ ଭାବରେ ଖାତ ।
fallen down's Usage Examples:
pit contains a rubble slope where detritus, plant materials and animal carrions, fallen down from the external environment, are collected.
The main temple has virtually fallen down and only one of the corner shrines is partly there.
But at present all have fallen down now.
earth piled up by ants that swarm On the walls, on which the roof had fallen down, Sprout mushrooms hollow.
March 2013 it was the 816th most popular website in Russia, but it has fallen down to 4,098 by September 2015.
Murder trialKathleen's deathOn December 9, 2001, Peterson called an emergency line to report that he had just found Kathleen unconscious in their Forest Hills mansion and suspected she had fallen down fifteen, twenty, I don't know stairs.
The southern wall of the church has completely fallen down.
that: "Another stone with a like inscription is said to be among the fallen down in the ruin of the Hadaj".
the middle of the lake, there are still many dead trees that have not fallen down, and many large areas, particularly on the northern half of the lake.
to severe sufferings of life just like the glass is broken if fallen down, particularly it revolves around Manaal (Yumna) and her sufferings of life being.
demolition workers, several support beams on the inside of the building had fallen down, and several others had nearly been eaten through by insects.
A considerable portion of the cliff had fallen down, strewing the whole of the ground between it and the sea with its ruins ; huge masses.
or Ritiurcamasca (possibly from Quechua rit"i snow, urmasqa fallen down, "snow fallen down") is a mountain in the Andes of Peru, about 5,200 metres (17.
Synonyms:
down,
Antonyms:
up, elated,