fainly Meaning in Odia (Oriya). ( fainly ଶବ୍ଦର ଓଡିଆ ଅର୍ଥ)
ଶେଷରେ,
Adverb:
ମୁଖ୍ୟତଃ,
People Also Search:
fainnessfains
faint
faint heart
faint hearted
fainted
fainter
faintest
fainthearted
fainting
faintings
faintish
faintly
faintness
faintnesses
fainly తెలుగు అర్థానికి ఉదాహరణ:
| ଆଧାର ସାର୍ (ଇଂରାଜୀ ଭାଷାରେ Sir) ଏକ ସମ୍ମାନ ସୂଚକ ସମ୍ବୋଧନ ଯାହା ସ୍ଥଳ ବିଶେଷରେ ବ୍ୟବହାର କରାଯାଇଥାଏ ।
ଦୁହିଁଙ୍କ ମଧ୍ୟରେ ଅନେକ ଦିନ ଧରି ଯୁଦ୍ଧ ଚାଲିଥିଲା, ଜାମ୍ବବାନ୍ ଶେଷରେ ଅନୁଭବ କଲେ ଯେ କୃଷ୍ଣ ହେଉଛନ୍ତି ରାମଙ୍କ ପୁନର୍ଜନ୍ମ ।
ଶେଷରେ ସମସ୍ତ ବିଚାର ବିମର୍ଶପରେ ବିଗ୍ରହଙ୍କ ବ୍ରହ୍ମ ସ୍ଥାନାନ୍ତର ହେଲା ।
ପରିଶେଷରେ ସେ ଫେବୃୟାରୀ ୧୦, ୨୦୧୦ ଦିନ ୮୨ ବର୍ଷ ବୟସରେ ଇହଧାମ ତ୍ୟାଗ କରିଥିଲେ ।
ଶେଷରେ ଦେବଗଣ ସୀତାଙ୍କୁ ପ୍ରାର୍ଥନା କରି ରାକ୍ଷସକୁ ବଧ କରିବାକୁ ନିବେଦନ କରିବାରୁ ସୀତା ଚିତ୍ରସେନ ରଥରେ ବସି ଯୁଦ୍ଧଭୁମିକୁ ଆସିଛନ୍ତି ।
କୃଷ୍ଣପକ୍ଷର ଅଷ୍ଟମୀ ଦିନ ରାଜାଙ୍କ ନିକଟକୁ ଏକ ଶୋଭାଯାତ୍ରା ବାହାରୁଥିଲା ଓ ଶେଷରେ ପ୍ୟାଥାଥ୍ (ସଂସ୍କୃତରେ ପ୍ରାସାଦ) ଢାଞ୍ଚାରେ ନିର୍ମିତ ୮ଟି ବାଉଁଶ କୁଟୀରରେ ଅଗ୍ନି ସଂଯୋଗ କରାଯାଉଥିଲା ।
ଶେଷରେ ଏହି ଉତ୍ତରାଧିକାରୀ ସମସ୍ୟା ଗୃହଯୁଦ୍ଧରେ ପରିଣତ ହେଲା ।
|ଏହି ସଙ୍କଟ କାଳରେ ପୃଥିବୀ ଆଣବିକ ଯୁଦ୍ଧ ସବୁଠୁ ସନ୍ନିକଟ ହୋଇଥିଲା, କିନ୍ତୁ ଶେଷରେ ଦୁଇ ଜଣ ମଣିଷଙ୍କ ମାନବତା ଯୁଦ୍ଧକୁ ଏଡ଼ାଇ ଦେଲା ।
ଶେଷରେ ବରଜୁ, ଛକଡ଼ିକୁ ସବୁ ସମ୍ପତିର ମାଲିକାନା ଦେଇ ନିଜ ସ୍ତ୍ରୀ ପିଲାଙ୍କୁ ନେଇ ଗାଁଆ ଛାଡ଼ି ଚାଲିଗଲା ।
ଶେଷରେ ପଶ୍ଚିମବଙ୍ଗ ସରକାର ଏକ ଭାଷା କମିଟି ଗଠନ କରି ଏହାର ସମାଧାନ ପାଇଁ ଉଦ୍ୟମ କରିଥିଲେ ।
କିଛି ଫଳ ନ ପାଇବା ହତାଶା ପରେ ଅବଶେଷରେ ନୂଆ ପରୀକ୍ଷାରେ ସଫଳ ହେବା ପରେ ଯେଉଁ ସମ୍ପୂର୍ଣ୍ଣ ଆନନ୍ଦ ମିଳେ ତାହାର ଉପମା ନାହିଁ ।
ଶେଷରେ ଭୋଜିଭାତ କରି ଶାଙ୍କୁଳାଇଙ୍କୁ ପୂଜାକରି ପ୍ରସାଦ ସେବନ କରି ଫେରିଥାନ୍ତି ।
ପରିଶେଷରେ ଭୀମଙ୍କ ସହ ଯୁଦ୍ଧରେ ଭୀମ ଏହାଙ୍କୁ ହତ୍ୟା କରିଥିଲେ ।