<< fabulise fabulises >>

fabulised Meaning in Odia (Oriya). ( fabulised ଶବ୍ଦର ଓଡିଆ ଅର୍ଥ)



କଳ୍ପିତ,

Noun:

କାହାଣୀ-ଲେଖକ |, ମିଥ୍ୟାବାଦୀ,

People Also Search:

fabulises
fabulist
fabulists
fabulize
fabulous
fabulously
faburden
facade
facades
face
face ache
face card
face cloths
face cream
face fungus

fabulised తెలుగు అర్థానికి ఉదాహరణ:

ତାହା ପରେ ୨୦୧୭ ମସିହା ସେପ୍ଟେମ୍ବର ୩୦ରୁ ମାର୍ଚ୍ଚ୍ ୪ ତାରିଖ ପର୍ଯ୍ୟନ୍ତ ପେନ୍‍ସିଲ୍‍ଭେନିଆ ରାଜ୍ୟର ଫିଲାଡେଲ୍‍ଫିଆ ନଗରୀର "ଦ ଫ୍ରାଂକ୍‍ଲିନ୍ ଇନ୍‍ଷ୍ଟିଚ୍ୟୁଟ୍"ଠାରେ ପରିକଳ୍ପିତ ବାସ୍ତବିକତା (augmented reality) ବୈଷୟିକ କୌଶଳର ଭିତ୍ତିଭୂମିରେ ଏହି ମୂର୍ତ୍ତିଗୁଡ଼ିକ ପ୍ରଦର୍ଶିତ ହୋଇଥିଲେ ।

| ପୁସ୍ତକ ସମୀକ୍ଷା |ଏହା ଚନ୍ଦ୍ରଲୋକରେ ଅବସ୍ଥିତ ଏକ କଳ୍ପିତ ସଭ୍ୟତାର କାହାଣୀ ଯାହାକି ପୃଥିବୀର ମାନଦ ସଭ୍ୟତାଠାରୁ ଅଧିକ ସଭ୍ୟ ଓ ଶିକ୍ଷିତ ଥିଲା, କିନ୍ତୁ ଜଳାଭାବ ଯୋଗୁଁ ନିଶ୍ଚିହ୍ନ ହୋଇଗଲା ।

ଏହି ପ୍ରକାର ବ୍ୟକ୍ତି ତାଙ୍କର ପ୍ରକଳ୍ପିତ ଉପାୟରେ ଘଟଣା ନଘଟିବାରୁ କିଛି ମାତ୍ରାରେ ଅସନ୍ତୁଷ୍ଟ ଅନୁଭବ କରନ୍ତି କିନ୍ତୁ ଯଥାଶୀଘ୍ର ସମ୍ଭବ ଏହି ଅଘଟଣ ପାଇଁ ଦରକାରୀ ପରିବର୍ତ୍ତନ କରି ନିଜର ଲକ୍ଷପଥରେ ଆଗେଇ ଚାଲନ୍ତି ।

ନକ୍ସା ଆଦିର ଉପର ପାଖ ଉତ୍ତର ଦିଗ ଓ ତଳ ପାଖ ଦକ୍ଷିଣ ଦିଗ ଓ ନକ୍ସାକୁ ଚାହିଁବା ଲୋକର ଡାହାଣ ହାତ ପାଖ ନକ୍ସାର ପୂର୍ବ ଦିଗ ଓ ବାମ ହାତ ପାଖ ପଶ୍ଚିମ ଦିଗ ବୋଲି କଳ୍ପିତ ହୁଏ ।

ଏଡା ପରବର୍ତ୍ତୀ ସମୟରେ ଏହି ପର୍ଯ୍ୟବେକ୍ଷକମାନଙ୍କୁ ତାଙ୍କ ଉପରେ କପୋଳକଳ୍ପିତ ଗପ ସୃଷ୍ଟିକରିବାର ଆରୋପ ଲଗାଇଥିଲେ ।

| ବିଜ୍ଞାନ କାହାଣୀ |ବିଜ୍ଞାନ କାହାଣୀ ବିଜ୍ଞାନଭିତ୍ତିକ ଓ କଳ୍ପିତ କାହାଣୀ, ଗପ ବା ଉପନ୍ୟାସକୁ ବୁଝାଇଥାଏ ।

ଶ୍ରାଦ୍ଧକର୍ତ୍ତା ତର୍ପଣ ଶେଷ କରି, ଶାଳଗ୍ରାମ କିମ୍ବା ବିଷ୍ଟର (କର୍ମସ୍ଥଳକୁ ନିମନ୍ତ୍ରୀତ ଦେବତାଙ୍କ ସ୍ଥାନରେ କଳ୍ପିତ କ୍ଷୁଦ୍ରାବୟବ କୁଶର ମୋଡ଼ା)ଦ୍ୱାରା ଶ୍ରାଦ୍ଧ ମଣ୍ଡଳର ପଶ୍ଚିମ ଦିଗରେ ବିଶ୍ୱେଦେବାଙ୍କୁ ପୂର୍ବମୁହାଁ କରି ସ୍ଥାପନ କରିବେ ।

ଏହା ଛଡା କଳ୍ପିତ ବିଜ୍ଞାନ ଚଳଚ୍ଚିତ୍ର ଟ୍ୱେଲ୍‌ଭ ମଙ୍କୀଜରେ ତାଙ୍କ ଅଭିନୟ ସମୀକ୍ଷକଙ୍କଦ୍ୱାରା ଉଚ୍ଚ ପ୍ରସଂଶିତ ହୋଇଥିଲା ।

| ଇତିହାସ |ମହର୍ଷି ମହେଶ ଯୋଗୀଙ୍କ ପରିକଳ୍ପିତ ଏହି ବିଦ୍ୟାଳୟଟି ତା ୭, ଜାନୁୟାରୀ ୧୯୯୨ ମସିହାରେ ରାୟଗଡାଠାରେ ପ୍ରତିଷ୍ଟିତ ।

ଏଣୁ ସାଧକର ଦରବାର ଶୁଦ୍ଧ ବୁଦ୍ଧି, ସଂକଳ୍ପିତ ମନ ଓ ସଂଯତ ଇନ୍ଦ୍ରିୟ ।

| ଆଧାର |୧୯୧୪ ଜନ୍ମ|୧୯୭୭ ମୃତ୍ୟୁ|ଓଡ଼ିଆ ଲୋକ|ପୁରୀ ଜିଲ୍ଲାର ଲୋକ|୧ମ ଓଡ଼ିଶା ବିଧାନ ସଭାର ସଭ୍ୟ|୨ୟ ଓଡ଼ିଶା ବିଧାନ ସଭାର ସଭ୍ୟ|୩ୟ ଓଡ଼ିଶା ବିଧାନ ସଭାର ସଭ୍ୟ|୪ର୍ଥ ଓଡ଼ିଶା ବିଧାନ ସଭାର ସଭ୍ୟ ଶେଷ ତାନ୍ତ୍ରିକର ସନ୍ଧାନରେ, ମନୋଜ ଦାସଙ୍କଦ୍ୱାରା ରଚିତ ଏକ କଳ୍ପିତ ରହସ୍ୟପୋନ୍ୟାସ ଅଟେ ।

fabulised's Meaning in Other Sites