extollment Meaning in Odia (Oriya). ( extollment ଶବ୍ଦର ଓଡିଆ ଅର୍ଥ)
ବିସ୍ତାର, ପ୍ରଶଂସା, କୀର୍ତ୍ତନ,
Noun:
ପ୍ରଶଂସା, କୀର୍ତ୍ତନ,
People Also Search:
extolmentextolments
extols
extorsive
extort
extorted
extorting
extortion
extortionary
extortionate
extortionately
extortioner
extortioners
extortionist
extortionists
extollment తెలుగు అర్థానికి ఉదాహరణ:
ନିଜ ରାଜୁତି କାଳରେ ସେ ନିଜର ସାମ୍ରାଜ୍ୟ ଦକ୍ଷିଣ ଆଡ଼କୁ ବିସ୍ତାର କରିଥିଲେ ।
| ଆଧାର | ଅଧିକ ତଥ୍ୟ |୧୯୮୧ ମୃତ୍ୟୁ|ପଦ୍ମଶ୍ରୀ ସମ୍ମାନିତ ନବାର୍କଟୀୟ କ୍ଷେତ୍ର, ଉତ୍ତର ଆମେରିକାର ଅଧିକାଂଶ ଭାଗରେ ବିସ୍ତାର ଲାଭ କରିଛି ।
ପରବର୍ତ୍ତୀ କାଳରେ ଧିରେ ଧିରେ ମସ୍କୋର ଗ୍ରାଣ୍ଡ୍ ଡଚୀ (Grand Duchy of Moscow)ରୁଷିଆର ଛୋଟ ଛୋଟ ଇଲାକା ଗୁଡିକୁ ପ୍ରଭାବିତ କରି ଏକତ୍ରିତ କରାଇ ଗୋଲଡେନ୍ ହୋର୍ଡ଼ଠାରୁ ସ୍ୱାଧୀନତା ହାସଲ କରିଥିଲା ଏବଂ କିଏଭାନ୍ ରୁଷ (Kievan Rus)ର ସାଂସ୍କୃତିକ ଓ ରାଜନୈତିକ ପରମ୍ପରାର ପ୍ରାଧାନ୍ୟ ବିସ୍ତାର କରିଥିଲା ।
ଅନ୍ୟ କେତେକ ମାନବ ପ୍ରତି ବିପଦଶୂନ୍ୟ ଥିଲାବେଳେ କେତେକ ରୋଗ ବିସ୍ତାର କରନ୍ତି ।
ଏହି ରୋଗରେ ଜୀବକୋଷ ଅସାଧାରଣ ଓ ଅନିୟମିତ ଭାବରେ ବୃଦ୍ଧି ଓ ଦେହର ଅନ୍ୟ ସ୍ଥାନକୁ ମେଟାସ୍ଟାସିସ ବା ବିସ୍ତାର (spread to other parts of the body) ଲାଭ କରନ୍ତି ।
ମାନସିକ ସ୍ୱାସ୍ଥ୍ୟ ଫାଷ୍ଟ ଏଡ୍ ଏକ ନୂଆ ବିସ୍ତାର ଯାହା ମାନସିକ ରୋଗୀଙ୍କ ନିମନ୍ତେ କରାଯାଉଛି ।
|ଖରଦୂଷଣ ବଧ|ଏହି ସମୟରେ ପଞ୍ଚବଟୀଠାରେ ସୂର୍ପଣଖା, ଯିଏକି ରାବଣର ଭଗିନୀ ଥିଲା, ପହଞ୍ଚି ଲକ୍ଷ୍ମଣଙ୍କୁ ବଧ କରିବାକୁ ମାୟା ବିସ୍ତାର କରିଥିଲା ।
ଜ୍ଞାନର ସ୍ବରୂପ ତଥା ଏହାର ସାଧନ ବିଷୟରେ କୁମାରିଲ ବିସ୍ତାର ଭାବରେ ବିବେଚନା କରିଛନ୍ତି ।
ତୁଣ୍ଡ ବାଇଦ, ପାମ୍ଫ୍ଲେଟ ସାହିତ୍ୟ ଓ ପୋଷ୍ଟର କଳା ସାହାଯ୍ୟରେ ମଧ୍ୟ ମାଆଙ୍କ ସଂସ୍କୃତି ବିସ୍ତାର ଲାଭ କରିବାକୁ ଲାଗିଲା ।
ଏହା ଭାରତର ଜଂଗଲ ମାନଂକରେ ନିଜର ପ୍ରସାର ବିସ୍ତାର କରି ଚାଲିଛି ।
ଶିବଲିଙ୍ଗ ଉପରେ ନାଗଫଣା ବିସ୍ତାର କଲାଭଳି ପୁଷ୍ପର ଆକୃତି ।