<< explosion explosive >>

explosions Meaning in Odia (Oriya). ( explosions ଶବ୍ଦର ଓଡିଆ ଅର୍ଥ)



ବିସ୍ଫୋରଣ,

Noun:

ହଠାତ୍ ବିସ୍ଫୋରଣ |, ବିସ୍ଫୋରଣ,

explosions తెలుగు అర్థానికి ఉదాహరణ:

୧୯୮୩ ମସିହାରେ ଆଫଗାନିସ୍ତାନରେ ହୋଇଥିବା ବିସ୍ଫୋରଣର ଅନୁସନ୍ଧାନ କରୁଥିବା ଋଷିଆର ବୈଜ୍ଞାନିକମାନେ ଏହି ଜୀବାଣୁକୁ ପୃଥକ୍ କରିଥିଲେ।

ସ୍କ୍ରୋଡିଙ୍ଗର୍ ଏବଂ ଆଇନଷ୍ଟାଇନ, ଆଇନଷ୍ଟାଇନଙ୍କ EPR ଆର୍ଟିକିଲ ବିଷୟରେ ଚିଠି ବିନିମୟ କରିଥିଲେ, ଯେଉଁଥିରେ ଆଇନଷ୍ଟାଇନ ଦର୍ଶାଇଥିଲେ ଯେ କିଛି ସମୟ ପରେ ଏକ ଅସ୍ଥିର ମାତ୍ରାର ବିସ୍ଫୋରକ ପଦାର୍ଥ, ବିସ୍ଫୋରଣ ଅଥବା ବିସ୍ଫୋରଣ ହୋଇନଥିବା ସ୍ଥିତିର ଏକ ସୁପରପୋଜିସନ୍ ଧାରଣ କରିବ।

କିନ୍ତୁ ସରବଜିତ ପରେ ଦାବି କରିଥିଲେ ଯେ, ସେ ଜଣେ ସାଧାରଣ ଚାଷୀ ଯିଏକି ବୋମା ବିସ୍ଫୋରଣର ୩ ମାସ ପରେ ଭୁଲ୍ ବଶତଃ ପାକିସ୍ତାନରେ ପ୍ରବେଶ କରିଯାଇଥିଲେ ।

ଆମେରିଉକା ଦୁତାବାସ ବିସ୍ଫୋରଣ ମାମଲାରେ ଜଡ଼ିତ ହେବା ପରେ ବିନ୍ ଲାଡେନ ଆମେରିକାର ଫେଡେରାଲ୍ ବ୍ୟୁରୋ ଅଫ୍ ଇନଭେଷ୍ଟିଗେସନ୍ (FBI) ତାଲିକାରେ ଦଶ ମୋଷ୍ଟ ୱାଣ୍ଟେଡ୍ ପଳାତକ ଏବଂ ମୋଷ୍ଟ ୱାଣ୍ଟେଡ୍ ଆତଙ୍କବାଦୀଙ୍କ ତାଲିକାରେ ରହିଥିଲେ ।

|ଜନସଂଖ୍ୟା ବିସ୍ଫୋରଣ ତଥା ଜଳବାୟୁ ପରିବର୍ତ୍ତନ ଯୋଗୁ ଖଦ୍ୟାଭାବ ଆଜି ଉଦ୍ଭିଦବି଼ଜ୍ଞାନୀ ମାନଙ୍କ ପାଇँ ନୂଆ ଚ୍ଯାଲେଞ୍ଜ୍ ଭାବରେ ଠିଆ ହୋଇଛି।

ଯେକୌଣସି ଶକ୍ତିଶାଳୀ ବିସ୍ଫୋରଣ ପାଇଁ "ବ୍ଲାଷ୍ଟିଙ୍ଗ୍‌ ଫିଉଜ" ବ୍ୟବହାର କରାଯାଏ।

|୨୦୦୧, ତାଲିବାନ୍ଦ୍ୱାରା ମୂର୍ତ୍ତି ବିଧ୍ୱସ୍ତ ହେବା|୨୦୦୧ ମସିହା ମାର୍ଚ୍ଚ ୨ ତାରିଖରୁ ଆରମ୍ଭ କରି ଅନେକ ସପ୍ତାହ ଧରି ଚାଲିଥିବା ଏହି ଧ୍ୱଂସଲୀଳାରେ ବୁଦ୍ଧ ମୂର୍ତ୍ତିଟି ବାରମ୍ବାର ଡାଇନାମାଇଟ୍ ବିସ୍ଫୋରଣର ସମ୍ମୁଖୀନ ହୋଇଥିଲା ।

ଏହାକୁ ସକାଳ ୮ଟା ୫ ମିନିଟରେ ପୋଖରାନରେ ବିସ୍ଫୋରଣ କରାଯାଇଥିଲା।

ପ୍ରାୟ ୧ ବର୍ଷ ପରେ ତାଙ୍କ ଭଉଣୀ ଦଲଜିତ ସରବଜିତଙ୍କ ହାତ ଲେଖା ଚିଠି ପାଇଲେ ଓ ଜାଣିବାକୁ ପାଇଲେ ଯେ ସରବଜିତ ପାକିସ୍ତାନରେ ବୋମା ବିସ୍ଫୋରଣ ଅପରାଧରେ ଭୁଲରେ ମଞ୍ଜିତ ପରିଚୟ ନେଇ ଜେଲରେ ଅଛନ୍ତି ଓ ତାଙ୍କୁ ମୃତ୍ୟୁ ଦଣ୍ଡାଦେଶ କରାଯାଇଅଛି ।

ସେ ଆହୁରି ମଧ୍ୟ ଦାବି କରିଥିଲେ କି ୮ ଦିନ ପରେ ପୋଲିସ ତାଙ୍କୁ ଆତଙ୍କବଦୀର ଆଖ୍ୟା ଦେଇ ବୋମା ବିସ୍ଫୋରଣ ଅପରାଧରେ ଗିରଫ କରିଥିଲା ।

ପ୍ରାରମ୍ଭିକ ବିସ୍ଫୋରଣ ପରେ ବ୍ରହ୍ମାଣ୍ଡ ଶୀତଳ ହେବାକୁ ଲାଗିଲା ଏବଂ ପ୍ରଥମେ ଅବପରମାଣବିକ କଣିକା ଓ ପରେ ଅଣୁ-ପରମାଣୁ ଇତ୍ୟାଦିର ଗଠନ ସମ୍ଭବପର ହୋଇପାରିଲା ।

ତେବେ ଖୁବ୍ ଶୀଘ୍ର ଡିସାନାଇକେଙ୍କୁ LTTE ଆତ୍ମଘାତୀ ବିସ୍ଫୋରଣରେ ହତ୍ୟା କରାଯାଇଥିଲା ଏବଂ ତାଙ୍କ ବିଧବା ପତ୍ନୀ ଶ୍ରୀମା ଦିସାନାୟାକେ ତାଙ୍କ ନାମାଙ୍କନ ଦାଖଲ କରିଥିଲେ ।

୧୯୯୧ ମସିହାରେ ସର୍ବୋଚ୍ଚ ନ୍ୟାୟାଳୟଙ୍କଦ୍ୱାରା ଖଣି ପାଇଁ ଖନନ, ବିସ୍ଫୋରଣ ଇତ୍ୟାଦି ଉପରେ ଲାଗୁ କରାଯାଇଥିବା ନିଷିଦ୍ଧାଦେଶ ସତ୍ତ୍ୱେ ଏଠାରେ ମାର୍ବଲ୍ ପଥର ଖନନ ଚାଲିଛି ଯାହା ଏଠାକାର ପରିବେଶ ପ୍ରତି ବିପଦ ସୃଷ୍ଟି କରିଛି ।

explosions's Usage Examples:

The steel armour has a heatproof layer intended to protect crew from heat and explosions, and the tank.


Twin bombing Seven people were hurt after two explosions rocked Tacurong City on April 17, 2017, the first explosion took place at 6:40"nbsp;p.


Gas explosions can either deflagrate or detonate based on confinement; detonation velocities are generally.


El Paso Natural Gas Company in the 1970s, in cooperation with Federal Government of the United States and the Atomic Energy Commission, proposed a project called Wagon Wheel Nuclear Stimulation Project, which was an attempt to detonate 5 small nuclear explosions to fracture the sands and enable natural-gas production.


The explosions rocked the entire city, jolting residents from sleep.


It was part of the Operation Mandrel weapons test series under the name Mandrel Rulison, as well as the Operation Plowshare project which explored peaceful engineering uses of nuclear explosions.


Dust explosions can occur where any dispersed powdered combustible material is present in high-enough concentrations in the atmosphere or.


It does indicate a very wonderful mind, completely buggered up by explosions in the head.


This piece includes synthesized explosions, gunfire and sirens performed by Richard Termini on the Oberheim TVS-1 Synthesizer and recorded to analog tape.


In the resulting explosions, the limpet mines allegedly sank or seriously damaged seven Japanese ships, comprising over 39,000 tons between them.


products containing americium (such as smoke detectors) as well as nuclear reactors and explosions may also release the americium into the environment.


Urea nitrate explosions may be initiated using a blasting cap.



Synonyms:

fragmentation, inflation, detonation, airburst, backfire, blast, discharge, blowup, blowback, big bang,

Antonyms:

beginning, activeness, action, activity, go on,

explosions's Meaning in Other Sites