experimentative Meaning in Odia (Oriya). ( experimentative ଶବ୍ଦର ଓଡିଆ ଅର୍ଥ)
ପରୀକ୍ଷାମୂଳକ,
Noun:
ପରୀକ୍ଷା,
People Also Search:
experimentedexperimenter
experimenter bias
experimenters
experimenting
experiments
expert
experted
expertise
expertised
expertises
expertising
expertize
expertized
expertizes
experimentative తెలుగు అర్థానికి ఉదాహరణ:
|ଅର୍ଥଶାସ୍ତ୍ରୀଙ୍କୁ ଅନେକ ଜଟିଳ ବିଷୟର ଅର୍ଥପୂର୍ଣ୍ଣ, ପରୀକ୍ଷାମୂଳକ ବିଷୟମାନଙ୍କୁ ସହଜରେ ପରିବ୍ୟକ୍ତ କରିବାକୁ ଗଣିତ ପ୍ରସ୍ତାବ ଦିଏ ।
ଗୁମ୍ଫା ୬ର ଉଭୟ ତଳରେ ପରୀକ୍ଷାମୂଳକ ଭିତ୍ତିରେ କରାଯାଇଥିବା କିଛି ନିର୍ମାଣ କାର୍ଯ୍ୟ ଦେଖିବାକୁ ମିଳେ ।
| ଇତିହାସ |ଏପ୍ରିଲ ୭ ତାରିଖରେ OpenSSL ୧.୦.୨ର ବିଟା ସଂସ୍କରଣ (ଏକ ପରୀକ୍ଷାମୂଳକ ସଂସ୍କରଣ) ଘୋଷିତ ହେବାବେଳେ ଏଥିରେ ଏକ ବିରାଟ ମେମୋରି ହ୍ୟାଣ୍ଡଲିଙ୍ଗ ଅସୁବିଧା ଦେଖିବାକୁ ମିଳିଥିଲା ।
ବଡ଼ ସ୍ତରରେ ଯୋଜନା କରି ପ୍ରକଳ୍ପରେ କାମ ଆରମ୍ଭ କରିବା ପରିବର୍ତ୍ତେ କାଇଜେନ୍ ଅନୁସରଣକାରୀ ଛୋଟ ଛୋଟ ପରୀକ୍ଷାମୂଳକ ସଂସ୍କାର ପ୍ରତି ଧ୍ୟାନ ଦିଏ ।
ଇଟାଲୀରେ ପାଞ୍ଚବର୍ଷ ଧରି ପାରମ୍ପାରିକ ନୃତ୍ୟକଳା ଏବଂ ପରୀକ୍ଷାମୂଳକ ଅଭିନୟ ଶିଖିବା ପରେ କଥକାଳି ନୃତ୍ୟ ଶିଖିବାକୁ ମନସ୍ତ କରିଥିଲେ ।
|ବୃତ୍ତର ଆକୃତି ଯେତେ ବଡ଼ ବା ସାନ ହେଉପଛେ ଉଭୟ ଯୁକ୍ତିମୂଳକ ଓ ପରୀକ୍ଷାମୂଳକ ଭାବରେ ପ୍ରମାଣ କରାଯାଇଛି ଯେ, ଯେକୌଣସି ବୃତ୍ତର ସର୍ବଦା ପରିଧି/ବ୍ୟାସ ଏକ ଧ୍ରୁବାଙ୍କ ।
୧୯୯୬ ମସିହାରୁ ଏହି ସ୍ଥାନକୁ ୟୁନେସ୍କୋ (UNESCO) ନିଜର ସମ୍ଭାବ୍ୟ ବା ପରୀକ୍ଷାମୂଳକ ସ୍ଥାନର ତାଲିକାରେ ସ୍ଥାନ ଦେଇଛି ।
ସାମାଜିକ ବିଜ୍ଞାନଗୁଡ଼ିକମଧ୍ୟରୁ ଏକ ଭାବେ ରାଜନୀତି ବିଜ୍ଞାନ ପଦ୍ଧତି ଏବଂ ବୈଷୟିକତା ବ୍ୟବହାର କରେ ଯାହା ଗବେଷଣାର ପ୍ରକାର ସହିତ ଜଡ଼ିତ: ପ୍ରାଥମିକ ଉତ୍ସ ଯଥା ଐତିହାସିକ ଦଲିଲ ଏବଂ ସରକାରୀ ରେକର୍ଡ଼, ମାଧ୍ୟମିକ ଉତ୍ସ ଯଥା ଜର୍ଣ୍ଣାଲ ପ୍ରବନ୍ଧ, ସର୍ବେକ୍ଷଣ ଗବେଷଣା, ପରିସଂଖ୍ୟାନ ବିଶ୍ଳେଷଣ, କେସ ଷ୍ଟଡ଼ିଜ, ପରୀକ୍ଷାମୂଳକ ଗବେଷଣା ଏବଂ ମଡେଲ ତିଆରି ।
ପରବର୍ତ୍ତୀ ସମୟରେ ପରୀକ୍ଷାମୂଳକଭାବେ ଚା ଗଛଗୁଡିକ ଆସାମ ଏବଂ କଲିକତାରୁ ଭାରତର ପେରେଡେନିଆକୁ ୧୮୩୯ ମସିହାରେ ଇଷ୍ଟ ଇଣ୍ଡିଆ କମ୍ପାନୀ ମାଧ୍ୟମରେ ଅଣାଯାଇଥିଲା ।
ଏହା ଏକ ପରୀକ୍ଷାମୂଳକ କୃତ୍ରିମ ଉପଗ୍ରହ ।
| ଇଉକ୍ଲିଡୀୟ ଜ୍ୟାମିତି |ପ୍ରାଥମିକ ଅବସ୍ଥାରେ ଜ୍ୟାମିତିର ସିଦ୍ଧାନ୍ତ ଓ ସୂତ୍ରଗୁଡ଼ିକ ମୁଖ୍ୟତଃ ପରୀକ୍ଷାମୂଳକ ଉପାୟରେ ନିର୍ଣ୍ଣିତ ହେଉଥିଲା ।
experimentative's Usage Examples:
Sex Survey: Chennai is the most conservative city, Delhi the most experimentative".
Perhaps the best example of this experimentative phase is the Thirteenth symphony, which was the only one of his works.