<< exhibitioner exhibitionism >>

exhibitioners Meaning in Odia (Oriya). ( exhibitioners ଶବ୍ଦର ଓଡିଆ ଅର୍ଥ)



ପ୍ରଦର୍ଶନୀ,

Noun:

ଛାତ୍ରବୃତ୍ତି ଛାତ୍ର,

exhibitioners తెలుగు అర్థానికి ఉదాహరణ:

ବୁଲି ଦେଖିବା ପାଇଁ ଥିବା ଅଞ୍ଚଳରେ ବିଭିନ୍ନ ହସ୍ତକଳା ଏବଂ ହସ୍ତଶିଳ୍ପ ସଂଗୃହୀତହେଇ ରଖାଯାଇଥିବା ବେଳେ ପ୍ରଦର୍ଶନୀ ଅଞ୍ଚଳମାନଙ୍କରେ ଏକ ମୁକ୍ତାକାଶ ରଙ୍ଗଭୂମି, ପିଲାମାନଙ୍କର ଖେଳିବା ସ୍ଥାନ ଏବଂ କର୍ମଶାଳା ପାଇଁ ସ୍ଥାନସବୁ ରହିଛି ।

|ବିଶେଷତ୍ୱ|ପୁରୀ ବେଳାଭୂମି ମହୋତ୍ସବ ସମସ୍ତ ଦର୍ଶକ ଓ ପର୍ଯ୍ୟଟକମାନଙ୍କୁ ନିଜର ସାଂସ୍କୃତିକ ସଂଧ୍ୟା ଓ ବିଭିନ୍ନ କଳା ପ୍ରଦର୍ଶନୀଦ୍ୱାରା ମନ୍ତ୍ରମୁଗ୍ଢ କରିଥାଏ ।

ନିଜର ବିପଣନ କାର୍ଯ୍ୟ ଓ ଉତ୍ପାଦ ପ୍ରଚାର ଉଦ୍ଦେଶ୍ୟରେ ସେମାନେ ବିଭିନ୍ନ ସମୟରେ ପ୍ରଦର୍ଶନୀମାନ ଆୟୋଜନ କରିଥାନ୍ତି ।

| କାଗଜ ଗ୍ୟାଲେରି |ଏଠାରେ ଛପାରେ ବ୍ୟବହୃତ ବିଭିନ୍ନ ପ୍ରକାରର ନମୁନା କାଗଜଗୁଡ଼ିକ ଏକ ପ୍ରଦର୍ଶନୀ ବୋର୍ଡରେ ରଖାଯାଇଛି ।

|୬. ଦେଶୀୟ ଶିଳ୍ପର ଉନ୍ନତି ଏବଂ ବାର୍ଷିକ ପ୍ରଦର୍ଶନୀର ବ୍ୟବସ୍ଥା ।

ସେ ମଧ୍ୟ କେତେକ ଡାକ୍ତରୀ ପତ୍ର ପ୍ରକାଶ କରିଛନ୍ତି ଓ ତାଙ୍କର ପ୍ରଦର୍ଶନୀ ଥିବା ବିଭିନ୍ନ ଡାକ୍ତରୀ କର୍ମଶାଳାର ଆୟୋଜନ କରିଛନ୍ତି ଏବଂ ବ‌ହୁତ ଚାଲୁଥିବା ଡାକ୍ତରୀ ଶିକ୍ଷାରେ ଭାଗନେଇଥିଲେ ।

୨୦୧୧ ମସିହା ଫେବୃଆରୀ ୧୯ ତାରିଖରୁ ୭ ନଭେମ୍ବର ମଧ୍ୟରେ ନୂଆ ଦିଲ୍ଲୀର ଜାତୀୟ ସଂଗ୍ରହାଳୟ, ମୁମ୍ବାଇର ପ୍ରିନ୍‍ସ୍ ଅଫ୍ ୱେଲ୍‍ସ୍ ସଂଗ୍ରହାଳୟ, ହାଇଦ୍ରାବାଦର ସଲାର୍ ଜଂଗ୍ ସଂଗ୍ରହାଳୟ ଏବଂ କୋଲକାତାର ଭାରତୀୟ ଜାତୀୟ ପାଠାଗାରରେ "Treasures of Ancient China" (ପ୍ରାଚୀନ ଚୀନର ସମ୍ପଦ) ନାମକ ଏକ ପ୍ରଦର୍ଶନୀ ଅନୁଷ୍ଠିତ ହୋଇଥିଲା ।

ଏହି ଚିତ୍ରକଳା ପ୍ରଦର୍ଶନୀ ପାନ ପେସିଫିଚ ସୋନେରଗାଁ ହୋଟେଲରେ ପ୍ରଦର୍ଶନୀ ଗୃହରେ ଅନୁଷ୍ଠିତ ହୋଇଥିଲା ।

ସେ ଭାଗ ନେଇ ଥିବା କିଛି ଉଲ୍ଲେଖନୀୟ ପ୍ରଦର୍ଶନୀ ହେଲା ପ୍ୟାରିସ (୧୯୭୧), କେସେଲ(୧୯୭୫) ଓ ଭେନିସ (୧୯୭୮) ।

ଏହି ପ୍ରଦର୍ଶନୀକୁ ଗାନ୍ଧୀଜୀଙ୍କ ସହିତ ସର୍ଦ୍ଦାର ବଲ୍ଲଭଭାଇ ପଟେଲ ଓ ରାଜେନ୍ଦ୍ର ପ୍ରସାଦ ମଧ୍ୟ ବୁଲି ଦେଖିଥିଲେ ।

ମାର୍ଚ୍ଚ ୨୦୧୦ରେ ତାଙ୍କ ଚିତ୍ରକଳାଗୁଡିକ ଏକ ଆନ୍ତର୍ଜାତୀୟ ଚିତ୍ର ପ୍ରଦର୍ଶନୀରେ ନିଲାମ ହୋଇଥିଲା ଓ ସେହି ଅର୍ଥକୁ ଦାନ ଦିଆଯାଇଥିଲା ।

|୨୦୦୪ ମସିହା ମଇ ୯ ତାରିଖରୁ ସେପ୍ଟେମ୍ବର ୨୬ ତାରିଖ ପର୍ଯ୍ୟନ୍ତ ବାର୍ସେଲୋନା ନଗରର "ଫୋରମ୍ ଡି ବାର୍ସେଲୋନା"ଠାରେ ଟେରାକୋଟା ସେନା ଓ ପ୍ରାଚୀନ ବସ୍ତୁଙ୍କର ଏକ ପ୍ରଦର୍ଶନୀ ଆୟୋଜିତ ହୋଇଥିଲା ।

ସମବେତ ସାଂସ୍କୃତିକ କାର୍ଯ୍ୟକ୍ରମ ଠରୁ ଆରମ୍ଭ କରି ଶାସ୍ତ୍ରୀୟ ସଙ୍ଗୀତ, ଲୋକ ସଙ୍ଗୀତ, ପାରମ୍ପରିକ ହସ୍ତତନ୍ତ କଳା ପ୍ରଦର୍ଶନୀ, ଖାଦ୍ୟ ପ୍ରଦର୍ଶନୀ, ବାଲୁକା ଶିଳ୍ପକଳା ପ୍ରଦର୍ଶନୀ, ଫେସନ୍ ଶୋ, ବେଳାଭୂମି କ୍ରୀଡା ପ୍ରତିଯୋଗିତା ଇତ୍ୟାଦି ପର୍ଯ୍ୟନ୍ତ, ବିଭିନ୍ନ ବର୍ଗ ଓ ସମୂଦାୟର ଲୋକଙ୍କୁ ଆକୃଷ୍ଟ କରିବା ପାଇଁ ଏଠାରେ ବିବିଦ୍ଧତା ରୂପି କର୍ଯ୍ୟକ୍ରମ ମାନ ଆୟୋଜନ ହୋଇଥାଏ ।

exhibitioners's Usage Examples:

contrasted with scholars and exhibitioners, who were given financial emoluments towards their fees.


students from the University of Glasgow to study at Balliol (the first exhibitioners were matriculated in 1699) one of whom was Adam Smith.


The register of Tonbridge School, from 1820 to 1886, also lists of exhibitioners, "c.


Antony"s and Dudley exhibitioners were lodged in St Mary Hall and Bedel Hall, and around this time the.


The register of Tonbridge School from 1826 to 1910 : also lists of exhibitioners, "c.


Thomas entered the dissenting academy at Kendal under Caleb Rotheram, as exhibitioners of the London Presbyterian Board.


led to an increase in payments to Bala School and to the scholars and exhibitioners, and to the purchase of other property in Cheltenham and Carmarthen.


Earl of Mar, he was nominated in 1711 to be one of Bishop Warner"s exhibitioners (or Snell exhibitioner) at Balliol.


exhibitioner of the 1st rank), 10 naval surgeon exhibitioners as well as 10 active duty naval surgeon exhibitioners of military age with a Bachelor of Medical.


each to three exhibitioners at the University; £2 each to four poor scholars at Crediton School;.


his own tuition and commons, typically contrasted with scholars and exhibitioners, who were given financial emoluments towards their fees.


1867 (at Christ Church; the following year the same people were called exhibitioners).



Synonyms:

promoter, showman, exhibitor, shower, impresario,

exhibitioners's Meaning in Other Sites