exceptor Meaning in Odia (Oriya). ( exceptor ଶବ୍ଦର ଓଡିଆ ଅର୍ଥ)
ବ୍ୟତିକ୍ରମ,
Verb:
ଆପତ୍ତି କରିବାକୁ |, ବାଦ ଦିଅନ୍ତୁ |, ଅପସାରଣ କରନ୍ତୁ |,
People Also Search:
exceptsexcerpt
excerpted
excerpter
excerpting
excerption
excerptions
excerptor
excerpts
excess
excess fare
excessed
excesses
excessive
excessive pride
exceptor తెలుగు అర్థానికి ఉదాహరణ:
| ବର୍ଗାକାର ସଂରଚନାରୁ ବ୍ୟତିକ୍ରମ |ପ୍ରାୟତଃ ହିନ୍ଦୁ ମନ୍ଦିର ବର୍ଗାକାର କ୍ଷେତ୍ରରେ ନିର୍ମିତ ।
ଭୌଗୋଳିକ ଅବସ୍ଥିତି ଅନୁଯାୟୀ ଏଥିରେ ସାମାନ୍ୟ ବ୍ୟତିକ୍ରମ ଦେଖାଯାଇପାରେ ।
ଯଦି ଅପରାଧଟି ବ୍ୟତିକ୍ରମର ପରିସରଭୁକ୍ତ ହୁଏ ତା'ହେଲେ ବ୍ୟତିକ୍ରମକୁ ପ୍ରାଧାନ୍ୟ ଦିଆଯିବ ।
ଏହାର ଏକ ବ୍ୟତିକ୍ରମ ତାଙ୍କ ପୁସ୍ତକ “ନରଖାଦକ ଓ ଜଙ୍ଗଲି ହତ୍ୟାକାରୀ” (ଈଂରାଜୀରେ Man Eaters and Jungle Killers)ର କେମ୍ପେକେରାଇର ହତ୍ୟାକାରୀ ଅଧ୍ୟାୟରେ ଲେଖିଛନ୍ତି ।
ଏହା ଭୁବନେଶ୍ୱରଠାରେ ଥିବା ମନ୍ଦିର ସମୂହ ଭିତରେ ଏକ ବ୍ୟତିକ୍ରମ ଭାବରେ ପରିଚିତ ।
|ଆଫ୍ରିକାବାସୀମାନଙ୍କ ଦେହରେ ଗ୍ଲୁକୋଜ-୬-ଡିହାଇଡ୍ରୋଜେନେସ ଡେଫିସିଏନ୍ସି ନାମକ ଜିନ୍ ବ୍ୟତିକ୍ରମ ଯୋଗୁ ସେମାନେ ଡେଙ୍ଗୁ ପ୍ରବଣ ହୁଅନ୍ତି ।
ହିମଯୁଗର ଶେଷଭାଗ ଆଡ଼କୁ ଲମ୍ବା ସମୟ ପର୍ଯ୍ୟନ୍ତ ସମଜାତୀୟ ପ୍ରଜନନ ଯୋଗୁଁ କିଛି ବ୍ୟତିକ୍ରମ ଘଟି ଥାଇପାରେ ବୋଲି ଅନୁମାନ କରାଯାଉଛି ।
ରୋଗୀ ଏହାକୁ ଗୋଟିଏ ରୋଗ ବ୍ୟତିକ୍ରମ ବୋଲି ଜାଣିପାରେ ନାହିଁ ।
ଏହି ପରି ଅନ୍ୟ ଏକ ବ୍ୟତିକ୍ରମ କଳାରହଙ୍ଗା ସ୍ଥିତ ଶିବ ମନ୍ଦିରରେ ପରିଲକ୍ଷିତ ହେଇଥାଏ ।
ଏଥିରେ ଦାୟିତ୍ତ୍ୱରେ ରହିଥିବା କର୍ମଚାରୀ ବ୍ୟତିକ୍ରମ ଘଟିବାର କାରଣ ଜାଣିବାକୁ ୫ଟି ପ୍ରଶ୍ନର ଉତ୍ତର ଖୋଜେ ।
ତେବେ କିଛି ବ୍ୟତିକ୍ରମ ମଧ୍ୟ ଦେଖାଯାଇଛି ।
ଏହାର ବ୍ୟତିକ୍ରମ ହେଉଛନ୍ତି ଆଟର୍ଣ୍ଣି ଜେନେରାଲ, ଯେ ପ୍ରଧାନମନ୍ତ୍ରୀଙ୍କ ସୁପାରିଶ କ୍ରମେ ରାଷ୍ଟ୍ରପତିଙ୍କଦ୍ୱାରା ନିଯୁକ୍ତ ହୁଅନ୍ତି।
କିନ୍ତୁ ବିହ୍ୱଳ ବେଳାଭୂମି ଓ ଅରୁଣ ଉଦ୍ଭାସ କବିତା ସଂକଳନ କ୍ଷେତ୍ରରେ ବ୍ୟତିକ୍ରମ ଦେଖାଯାଏ (୩ବର୍ଷର ବ୍ୟବଧାନ)।
exceptor's Usage Examples:
disceptator, emancipate, except, exceptant, exception, exceptional, exceptive, exceptor, excipient, exciple, excipulum, forceps, imperceptible, incapability.
disceptator, emancipate, except, exceptant, exception, exceptional, exceptive, exceptor, excipient, exciple, excipulum, forceps, imperceptible, incapability, incapable.
and were transcribed by the officials of the court chancery (notarius exceptor) to be preserve in its archives; because of this relationship with the.
One type of notarius was the exceptor who emerged as the official clerk attached to all bureaus and courts and.
and fluent in Arabic which helped him rise quickly to the position of exceptor rei publicae in the Moorish government.
The skeptōr (σκέπτωρ), evidently a corruption of the Latin term exceptor, hence also the direct continuation of the exceptores, a class of officials.