<< escaper escapes >>

escapers Meaning in Odia (Oriya). ( escapers ଶବ୍ଦର ଓଡିଆ ଅର୍ଥ)



ପଳାୟନ,

Noun:

ପଳାୟନ କର |,

escapers తెలుగు అర్థానికి ఉదాహరణ:

 ଗୁରୁ ଅର୍ଜନଙ୍କ ପୁତ୍ର ତଥା ଉତ୍ତରାଧିକାରୀ ଗୁରୁ ହରଗୋବିନ୍ଦ ଛଳନାରୁ ବଂଚିବା ଓ ଶିଖ ପଂଥ ମନଙ୍କ ରକ୍ଷ୍ୟା କରିବା ପାଇଁ ଅମୃତସର ଛାଡି ଶିବଙ୍କ ପାହାଡକୁ ପଳାୟନ କରିଥିଲେ ।

ଶିବଙ୍କ ଅତ୍ୟଧିକ କ୍ରୋଧିତ ରୂପକୁ ଦେଖି ଦେବତାମାନେ ଭୟଭୀତ ହୋଇ ତାଙ୍କ ଉପସ୍ଥିତିରୁ ପଳାୟନ କଲେ ।

୧୩୩୬ ମସିହାରେ ସେ ଓ ମାସାୟୋଶୀ ହିଏ ପର୍ବତକୁ ପଳାୟନ କରିଥିଲେ ଏବଂ ୧୩୩୭ରେ ସମ୍ରାଟଙ୍କ ପାଇଁ ସୈନ୍ଯବାହିନୀ ନିୟନ୍ତ୍ରଣ କରିଥିଲେ ।

ଦୁର୍ଗର ଅଧିଷ୍ଠାତ୍ରୀ ଦେବୀଙ୍କ କୋପରେ ପାର୍ଶ୍ୱବର୍ତ୍ତୀ ଗଞ୍ଜା (ଆଧୁନିକ ଗଞ୍ଜାମ ସହର) ନଷ୍ଟ ହୋଇଯିବା, ଆକ୍ରମଣ ସମୟରେ ପୋତାଗଡ଼ର ଗୁପ୍ତ ସୁଡଙ୍ଗ ଦେଇ ରାଜା ଦୁର୍ଗ ପରିତ୍ୟାଗ କରିବା ଓ ଡଙ୍ଗା ସାହାଯ୍ୟରେ ସମୁଦ୍ରପଥରେ ପଳାୟନ କରିବା ଇତ୍ୟାଦି ସବୁ ଲୋକକଥାରେ ପୋତାଗଡ଼ର ଉଲ୍ଲେଖ ରହିଛି ।

ମୁକ୍ତ ହେବା ପରେ ସେ ମୋଜାମ୍ବିକ‌କୁ ପଳାୟନ କରି ଜାନୁ ବା ଜେଡେଏନ‌ୟୁର ନେତୃତ୍ୱ ନେଇ ଇଆନ ସ୍ମିଥଙ୍କ ଗୋରା ସରକାରଙ୍କ ‌ସ‌ହିତ ଯୁଦ୍ଧ କଲେ ଯାହାକୁ ରୋଡେସିଆନ ବୁସ ୱାର (Rhodesian Bush War) କୁହାଗଲା ।

୧.୦ରୁ ଅଧିକ ବିକେନ୍ଦ୍ରତାର ଅର୍ଥ ଏହି ବସ୍ତୁର ବେଗ ସୂର୍ଯ୍ୟର ମୁକ୍ତିବେଗଠାରୁ (escape velocity) ଅଧିକ, ତେଣୁ ଏହି ବସ୍ତୁଟି ସୌର ମଣ୍ଡଳ ଅତିକ୍ରମ କରି ବାହ୍ୟ ମହାକାଶକୁ ପଳାୟନ କରିବ ।

ମୋଗ୍ଗାଲ୍ଲନା ଜୀବନ ଭୟରେ ଭାରତ ପଳାୟନ କରି ସେଠାରେ ପ୍ରତିଶୋଧ ନେବାପାଇଁ ଯୋଜନା କରିବାକୁ ଲାଗିଲେ ।

ତାଙ୍କ ଶତ୍ରୁ ଇବ୍ରାହୀମ ବଂଗରୁ ପଳାୟନ କରି ମୁକୁନ୍ଦ ଦେବଙ୍କ ଶରଣାପନ୍ନ ହେଲେ ।

ଭାରତ ବିଭାଜନ ପରେ ପାକିସ୍ଥାନରୁ ପୂର୍ବ ପାକିସ୍ଥାନକୁ ପଳାୟନ କରୁଥିବା ଶରଣାର୍ଥୀମାନଙ୍କର ପୁନର୍ବାସ ପାଇଁ କାର୍ଯ୍ୟ କଲେ ।

ରାମ ଏକାସାଙ୍ଗରେ ତିନୋଟି ତୀର ମାରି ମାରିଚଙ୍କ ସହଯୋଗୀଙ୍କୁ ହତ୍ୟା କରିଥିଲେ, କିନ୍ତୁ ତୃତୀୟ ତୀରଟି ଲକ୍ଷ୍ୟଚ୍ୟୁତ ହେବାରୁ ମାରୀଚ ପଳାୟନ କରି ଅଳ୍ପକେ ବର୍ତ୍ତିଗଲା ।

ତାଙ୍କର ଶାସନ କାଳରେ ତାଙ୍କର ଶକ୍ତିର ମୁକାବିଲା କରିନପାରି ସିଂହଳୀ ମାନେ ବର୍ତ୍ତମାନ ଶ୍ରୀଲଙ୍କାର ଦକ୍ଷିଣ ଏବଂ ପଶ୍ଚିମକୁ ପଳାୟନ କରିଥିଲେ ।

escapers's Usage Examples:

one member of the group of escapers had had a wooden leg, and that he had been killed and eaten by the group of escapers, and that his wooden leg has.


is killed, enabling the two escapers to board a boat and be smuggled to Sweden.


A distinction is sometimes made between "escapers" (soldiers and airmen who had been captured by the Germans and escaped).


In the escape plan his group of escapers were known as "the hard arsers" for their plan to avoid public transport.


All went well as the six escapers and two assistants entered the office during the previous evening and opened.


in Germany before escaping and forming a network which assisted fellow escapers.


This tied up German military and police resources to scour the region for escapers.


launched an extremely successful program to build concrete staircases, or "escapers", into the hillsides, replacing the treacherous paths and dramatically.


Wernham, together with 49 other recaptured escapers, was murdered under Hitler"s orders.


Over the next few days the cells filled up as more and more escapers were recaptured and then groups of prisoners began to be removed and the.


Catanach and Christensen reached Berlin as they were seen there by other escapers before changing trains to Hamburg which they also reached successfully.


for Norway, tasked with collating all available data which might assist escapers heading for Norway.


Albateneya in 2009 with Ghada Abdel Razek, Mountain kingdom in 2010, The escapers in 2010, Elephant in napkin in 2011, Ya ana ya howa in 2011, Abed Karman.



escapers's Meaning in Other Sites