eruptions Meaning in Odia (Oriya). ( eruptions ଶବ୍ଦର ଓଡିଆ ଅର୍ଥ)
ଭାଙ୍ଗିବା, ବ୍ରଣ, ବିସ୍ଫୋରକ, ବିସ୍ଫୋରଣ,
Noun:
ଭାଙ୍ଗିବା |, ବ୍ରଣ, ବିସ୍ଫୋରକ |, ବିସ୍ଫୋରଣ,
People Also Search:
eruptiveerupts
erven
erwinia
eryngium
eryngiums
eryngo
eryngoes
eryngos
erysimum
erysipelas
erythema
erythematous
erythrina
erythrinas
eruptions తెలుగు అర్థానికి ఉదాహరణ:
ବାଦଲ ଏହି ସବୁ କଥା ଶୁଣିବା ପରେ ଘରକୁ ଫେରୁଥିବା ବେଳେ ଦେଖିଲା ସେହି ହୋଟେଲକୁ ଭାଙ୍ଗିବାକୁ ଦାଦାଭାଇ ଡ୍ରୋଜର ପଠେଇଛି ।
ସେ ତାଙ୍କ ଦଳ ଫିଲଡିଙ୍ଗ କରୁଥିବା ବେଳେ ବିପକ୍ଷ୍ୟ ବ୍ଯାଟସମାନମାନଙ୍କୁ ଗାଳି ଗୁଲଜ , ବା ଉତ୍ତେଜିତ କଳା ପରି ଭାଷା ବ୍ୟବହାର କରି ତାଙ୍କର ମନୋବଳ ଭାଙ୍ଗିବାକୁ ଚେଷ୍ଟା କରୁଥିଲେ ଯାହାକୁ " ସ୍ଲେଜିଙ୍ଗ " କୁହ ଯାଏ ।
ଏଗୁଡିକ ଭାଙ୍ଗିବା ଇଲେକ୍ଟ୍ରୋନିକ୍ ଗୋପନୀୟତା ଏବଂ ସୁରକ୍ଷା ପାଇଁ ଗୁରୁତ୍ୱପୂର୍ଣ୍ଣ ପ୍ରଭାବ ପକାଇବ ।
ରାବଣର ଗର୍ବ ଭାଙ୍ଗିବା ପାଇଁ ଶିବ ନିଜ ପାଦର ବୁଢ଼ାଆଙ୍ଗୁଠିରେ କୈଳାସ ଓ ତାହାକୁ ଧରିଥିବା ରାବଣକୁ ଦବାଇ ରଖିଲେ ।
ଯୁବକମାନଙ୍କଠାରେ ଏହି ଅସ୍ଥି ଭାଙ୍ଗିବା ନିମନ୍ତେ ଅତ୍ୟଧିକ ଆଘାତ ଆବଶ୍ୟକ ହେଉଥିବା ବେଳେ ବୟସ୍କ ଲୋକ କ୍ଷେତ୍ରରେ ତା'ଠାର କମ୍ ଆଘାତରେ ଭାଙ୍ଗିବା ସମ୍ଭବପର ହୋଇପାରେ ।
ଏହା ପ୍ରମାଣିତ ହୋଇଛି ଯେ ଗ୍ରୋଭରର ଆଲଗୋରିଦମକୁ ବ୍ରୁଟ୍ ଫୋର୍ସଦ୍ୱାରା ଏକ ସମୃଦ୍ଧ (ଗୁପ୍ତ କି) ଆଲଗୋରିଦମ ଭାଙ୍ଗିବା ପାଇଁ ପ୍ରୟୋଗ କରିବାଦ୍ୱାରା ଅନ୍ତର୍ନିହିତ କ୍ରିପ୍ଟୋଗ୍ରାଫିକ୍ ଆଲଗୋରିଦମର ପ୍ରାୟ 2n / 2 ସମାନ ସମୟ ଆବଶ୍ୟକ ହୁଏ, ଶାସ୍ତ୍ରୀୟ କ୍ଷେତ୍ରରେ ପ୍ରାୟ 2n ତୁଳନାରେ, ଅର୍ଥାତ୍ ସମୃଦ୍ଧ ।
|୧୯୭୯ରେ ଜନତାପାର୍ଟି ସରକାର ଭାଙ୍ଗିବା ପରେ ଏବଂ ମୂଳ ଜସସଂଘର ନେତାମାନଙ୍କର ଜନତା ପାର୍ଟି ଓ ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘ-ଏହି ଦ୍ୱୈତ ସଦସ୍ୟତାକୁ ଦେଇ ବିବାଦ ଉପୁଜିବାରୁ ଅଟଳଙ୍କ ନେତୃତ୍ୱରେ ନାନାଜୀ ଦେଶମୁଖ, ଲାଲକୃଷ୍ଣ ଆଡ଼ଭାନୀ ଓ ବଲରାଜ ମାଧୋକ ପ୍ରମୁଖ ନେତାମାନେ ଜନତାପାର୍ଟିରୁ ଅଲଗା ହୋଇ ଭାରତୀୟ ଜନତା ପାର୍ଟି ଗଠନ କଲେ ।
ମାସିକଧର୍ମକୁ ନେଇ ଲୋକମାନଙ୍କ ମନରେ ଥିବା ନିରବତାକୁ ଭାଙ୍ଗିବାରେ ସାହାଯ୍ୟ କରିବା ପାଇଁ ଏହା ସହିତ ସାରା ବିଶ୍ୱର ମହିଳା ଓ ଝିଅମାନଙ୍କ ପାଇଁ ଏକାଠି ହୋଇ ସେମାନଙ୍କ ମାସିକଧର୍ମର ସ୍ୱଚ୍ଛତା ଉପରେ ସ୍ୱର ଉତ୍ତୋଳନ କରିବା ସକାଶେ ଏହା ଏକ ସୁନ୍ଦର ମଞ୍ଚ ପାଲଟିଛି ।
ଏପରି ତାଲାକୁ ଭାଙ୍ଗିବାର ସହଜ ଉପାୟ ହେଉଛି ଲମ୍ବା କଇଞ୍ଚିରେ କାଟିବା ।
ଏହା ଭଙ୍ଗା ସହିତ ହିପ ଅସ୍ଥି ଭାଙ୍ଗିବା (hip) ବା ମେରୁ ଅସ୍ଥି ଭାଙ୍ଗିବା (back) ସମ୍ଭାବନା ମଧ୍ୟ ଥାଏ ।
ଏହି ଭାଙ୍ଗିବା ଫଳରେ ଅଳ୍ପ ସମୟ ମଧ୍ୟରେ ଯନ୍ତ୍ରଣା, ବ୍ରୁଇସିଙ୍ଗ ଓ କଚଟି ଫୁଲିଯିବା ଦେଖାଯାଏ ।
eruptions's Usage Examples:
These diseases included intertrigo, lichenoid eruptions, vitiligo, furuncle, leprosy, papulosquamous disease.
This vast circular feature is geologically ancient, being the crater of a long-extinct volcano – the result of eruptions some 1,200 million years ago.
It is one of the world's largest known examples of recent mass wasting events aside from volcanic eruptions.
EruptionsOntake was thought to be inactive until October 1979, when it underwent a series of explosive phreatic eruptions which ejected 200,000 tons of ash, and had a volcanic explosivity index (VEI) of 2.
The lunar maria represent ancient flood basaltic eruptions.
Canadian province of Alberta where it is associated with agglomerates and tuffs from explosive eruptions.
Eventually, after the eruptions, groundwater filled the crater and the trees grew back, creating the tranquil lake used today by families and tourists for recreation.
The mountains are of volcanic origin composed of strata associated with eruptions of the Trans-Pecos Volcanic Field 35 million years ago.
flood basalt is the result of a giant volcanic eruption or series of eruptions that covers large stretches of land or the ocean floor with basalt lava.
In central-vent eruptions, a fountain of lava can spurt to.
During initial formation of the caldera these ring faults provide vents for ash-flow eruptions and are the point at which subsidence of the cauldron block occurs.
During eruptions these xenoliths were dislodged from eruption.
Three separate stratovolcanoes generated through both effusive eruptions and explosive eruptions make up the Kunturiri complex.
Synonyms:
volcanic eruption, Plinian eruption, discharge,
Antonyms:
endemic, disappearance, success, beginning,