equability Meaning in Odia (Oriya). ( equability ଶବ୍ଦର ଓଡିଆ ଅର୍ଥ)
ସମାନତା, ସମାନତା,
Noun:
ସମାନତା, ସମାନତା |, ସଂପୂର୍ଣ୍ଣ,
People Also Search:
equableequably
equal
equal protection of the laws
equal to
equaled
equaling
equalisation
equalisations
equalise
equalised
equaliser
equalisers
equalises
equalising
equability తెలుగు అర్థానికి ఉదాహరణ:
ଏହାକୁ ଛଅଭାଗରେ ବିଭକ୍ତ କରାଯାଇପାରେ:|ସମାନତାର ଅଧିକାର|ସ୍ବତନ୍ତ୍ର ବା ସ୍ୱାଧୀନତାର ଅଧିକାର|ଶୋଷଣ ବିରୋଧ ଅଧିକାର|ଧର୍ମଗତ ସ୍ୱାଧୀନତାର ଅଧିକାର|ସାଂସ୍କୃତିକ ଓ ଶିକ୍ଷାଗତ ଅଧିକାର|ସାମ୍ବିଧାନିକ ପ୍ରତିକାରଗତ ଅଧିକାର|ସମ୍ପତ୍ତିଗତ ଅଧିକାର ମୌଳିକ ଅଧିକାର ଅନ୍ତର୍ଗତ ନୁହେଁ ।
ଜାରୱା ଓ ସେଣ୍ଟିନେଲିମାନଙ୍କ ମଧ୍ୟରେ ମଧ୍ୟ କିଛି ସମାନତା ଦେଖିବାକୁ ମିଳେ ।
|ଭାରତରେ ଲିଙ୍ଗଗତ ସମାନତା ଦିଗରେ ଏକ ପ୍ରମୁଖ ପଦକ୍ଷେପ ଭାବରେ ଏହି ଫଇସଲା କାର୍ଯ୍ୟ କରିଛି ।
ଅନ୍ୟାନ୍ୟ ଯୁକ୍ତି ମଧ୍ୟରେ ମୁଖ୍ୟ ଯୁକ୍ତି ଦର୍ଶାଯାଇଥିଲା ଯେ ଏହା ଭାରତୀୟ ସମ୍ବିଧାନର ଧାରା ୧୪ର, ଯାହାକି ସମାନତାର ଅଧିକାର ଓ ଧାରା ୧୫ର ଯାହାକି ଜାତି, ବର୍ଣ୍ଣ ଏବଂ ଧର୍ମ ଆଧାରରେ ଭେଦଭାବ ନ କରିବା, ବିରୋଧାଚରଣ କରୁଅଛି ।
ଓଡ଼ିଆ ଓ ବଙ୍ଗଳା ସାଙ୍ଗେ ଅସମିୟା ଭାଷାର ଯଥେଷ୍ଟ ସମାନତା ରହିଛି ।
ଏହି ସ୍ତନଧାରୀ ଜୀବର ଚୟାପଚୟର ସମାନତାକୁ ନଜରରେ ରଖି ବିଲେଇ ମାନଙ୍କ ବହୁ ରୋଗ ସେହି ଅନୁବଂଶୀକ ପରୀକ୍ଷଣ ସହିତ ଯାଞ୍ଚ କରାଯାଏ ଯାହା ଆରମ୍ଭରୁ ମନୁଷ୍ୟ ମାନଙ୍କ ପାଇଁ ତିଆରି ହୋଇଥିଲା ଏବଂ ଏହିପ୍ରକାରେ ମନୁଷ୍ୟର ବହୁ ରୋଗର ଅନୁସନ୍ଧାନ ପାଇଁ ବିଲେଇ ମାନଙ୍କ ଜୀବନ ସୂତ୍ରରେ ବ୍ୟବହାର କରାଯାଏ ।
|ଏହି ଭୌଗୋଳିକ ପରିସ୍ଥିତିରୁ ଉତ୍ପନ୍ନ ପ୍ରଶାସନିକ ତଥା ଅସମାନତାର ଅସୁବିଧା ତଥା ଅର୍ଥନୈତିକ ଅସଂଗତିକୁ ସଜାଡିବା ପାଇଁ ଏକ ସ୍ୱତନ୍ତ୍ର ପ୍ରାଦେଶିକ ବ୍ୟବସ୍ଥା ପ୍ରସ୍ତୁତ କରାଯାଇଥିଲା, ଯାହା ଅଧୀନରେ ଉଭୟ କ୍ଷେତ୍ରରେ କେବଳ ଗୋଟିଏ ପ୍ରଦେଶ ରହିବ, ତେଣୁ ଉଭୟ ସମାନ ରାଜନୈତିକ ଶକ୍ତି ପାଇବେ ।
ଅନେକ ସ୍ଥଳରେ ଏହି ରାଜ୍ଯଗୁଡିକ ପୂର୍ବର ଜାପାନୀ ପ୍ରାନ୍ତ ସହ ସମାନତା ରଖିଥାଏ ।
ପାରାକାସ୍ ଓ ନାଜ୍କାର ଏକା ପ୍ରକାରର ସଂସ୍କୃତି ଯୋଗୁଁ ଏହି ସବୁ ସମାନତା ରହିପାରେ ବୋଲି ଅନୁମାନ କରାଯାଉଛି ।
ଏଠାରେ ତଥ୍ୟଗୁଡ଼ିକ ମଧ୍ୟରେ ଥିବା ଦୂରତା ଏବଂ ସମାନତା ହିସାବରେ ବର୍ଗୀକରଣ ହୋଇଥାଏ ।
ସାରା ବିଶ୍ୱରେ ଜନସଂଖ୍ୟା ବୃଦ୍ଧି ସମ୍ବନ୍ଧିତ ସମସ୍ୟାର ସମାଧାନ ଦିଗରେ କାର୍ଯ୍ୟ କରିବା ସହ ଲୈଙ୍ଗିକ ସମାନତା, ପରିବାର ନିୟୋଜନ, ମାତୃ ସ୍ୱାସ୍ଥ୍ୟ ତଥା ମାନବାଧିକାର ଇତ୍ୟାଦି ବିଷୟରେ ଜନସଚେତନତା ସୃଷ୍ଟି କରିବା ହେଉଛି ଜନସଂଖ୍ୟା ଦିବସ ପାଳନର ଉଦ୍ଦେଶ୍ୟ ।
ପେଶୀ ଶକ୍ତି ସମାନତା ନ ଥିଲେ ପେଶୀ ରଜ୍ଜୁ ସ୍ଥାନାନ୍ତର କରି ପେଶୀ ଶକ୍ତି ସମତୁଲ କରାଯାଏ ।
|ରାମାୟଣର ରାବଣ ଓ ଫିଲ୍ମ ରାବଣର କାହାଣୀର ତଥ୍ୟରେ ସମାନତା|ପୁରାଣ ଯୁଗରେ ରାବଣ ରାମଙ୍କ ପତ୍ନୀଙ୍କୁ ଅପହରାନ କରି ନେଇ ପ୍ରତିଶୋଧ ନେବାର ଦୃଷ୍ଟାନ୍ତ ପାରି ଏଥିରେ ମଧ୍ୟ ମୁଖ୍ୟ ଅଭିନେତା , ଯିଏ କି ଜଣେ ଦୁର୍ଦ୍ଧଶ ପୋଲିସ ଅଫିସର ଭୂମିକାରେ ଅପରାଧୀ ତଥା ମାଫିଆ ନେତାଙ୍କ ସହ ସଙ୍ଗର୍ଷ ରତ ଥିଲେ ଓ ଅପରାଧୀ ତାଙ୍କ ପତ୍ନୀଙ୍କୁ ଅପହରଣ କରିନେଇ ପୋଇସ ଅଫିସରଙ୍କ ଉପରେ ଚାପ ପକେଇବାକୁ ସତତ ଉଦ୍ୟମ କରିଥିଲା ।
equability's Usage Examples:
Famous for his tact, equability towards foreign peoples, staunchness, stoicism, and opulent dinner parties.
"the equability of the temperament seen in man as compared with other creatures" ii.
Taste of Country praised both singers" vocal performances as well as the equability of the duet, writing that "too often country duets leave one wanting more.
fear, contentment, faith, forgiveness, courage, harmlessness (ahimsa), equability, truth, straight forwardness, absence of wrath (akrodha), absence of caluminiation.
ideal: Freaks is the film that is most explicit about the closeness of equability and retribution.
1 surround sound is a proper localization and equability of all acoustic sources for a center-positioned audience.
stinginess, absence of fear, contentment, faith, forgiveness, courage, harmlessness (ahimsa), equability, truth, straight forwardness, absence of wrath (akrodha).
Famous for his tact, equability towards foreign peoples, staunchness, stoicism, and opulent dinner parties, Lyons was offered the Cabinet.
forgiveness, courage, harmlessness (ahimsa), equability, truth, straight forwardness, absence of wrath (akrodha), absence of caluminiation, purity, dexterity.