environmentalists Meaning in Odia (Oriya). ( environmentalists ଶବ୍ଦର ଓଡିଆ ଅର୍ଥ)
ପରିବେଶବିତ୍,
Noun:
ପରିବେଶବିତ୍,
People Also Search:
environmentallyenvironments
environs
envisage
envisaged
envisages
envisaging
envision
envisioned
envisioning
envisions
envoi
envois
envoy
envoy extraordinary
environmentalists తెలుగు అర్థానికి ఉదాహరణ:
|ଆଧାର ବାଲ୍ମିକ ଥାପର (ଜନ୍ମ ୧୯୫୨) ଜଣେ ଭାରତୀୟ ପ୍ରକୃତିପ୍ରେମୀ, ପରିବେଶବିତ୍, ସଂରକ୍ଷଣବାଦୀ ଓ ଲେଖକ ।
ବାଘସଂଖ୍ୟାରେ ବୃଦ୍ଧି ବନ୍ୟଜୀବ ବିଶେଷଜ୍ଞ ଓ ପରିବେଶବିତ୍ମାନଙ୍କୁ ଉତ୍ସାହିତ କରିଛି ।
|ଆଧାର ସରୋଜ ରାଜ ଚୌଧୁରୀ ଜଣେ ଭାରତୀୟ ପରିବେଶବିତ୍, ବନ୍ୟଜନ୍ତୁ ସଂରକ୍ଷଣବାଦୀ, ଲେଖକ ଏବଂ ଓଡ଼ିଶା ସରକାରଙ୍କ ଅଧୀନରେ ପ୍ରଥମ ଜଙ୍ଗଲ ସଂରକ୍ଷଣକାରୀ ଥିଲେ ।
ଜଙ୍ଗଲ ପରିବେଶରେ ଏହା ବୃହତକାୟ ବନ୍ୟ ତୃଣଭୋଜୀ ପ୍ରାଣୀଙ୍କ (ଯଥା ହାତୀ) ଖାଦ୍ୟ ହୁଏ | ପରିବେଶବିତ୍ ସେକର ଓ ସୁକୁମାରଙ୍କଦ୍ୱାରା ବକ୍ସା ବ୍ୟାଘ୍ର ଅଭୟରଣ୍ୟରେ ହୋଇଥିବା ଏକ ଅଧ୍ୟୟନରୁ ଜଣାପଡିଛି ଯେ ଏସୀୟ ହାତୀମାନେ ଓଉ ଫଳ ପ୍ରତି ଆକର୍ଶିତ ହୋଇ ଏହି ବୃକ୍ଷ ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ବିହନ ବିଛିନ୍ନକାରୀ ଭବେ କାର୍ଯ୍ୟ କରନ୍ତି ।
ବ୍ରିଟିଶ୍ ପରିବେଶବିତ୍ ୱିଲିୟମ୍ ହେନେରି ହଡସନଙ୍କ ଭାଷାରେ : ସ୍ୱର୍ଣ୍ଣ ଲୋହିତ ଚମଡ଼ାରେ କଳା କଳା ଚିତାଦାଗ ବିଶିଷ୍ଟ ଜାଗୁଆର ଏକ ଅତି ସୁନ୍ଦର ପ୍ରାଣୀ ।
| ବର୍ଗୀକରଣ |ଇଂରାଜୀ ସୈନ୍ୟ ଓ ପରିବେଶବିତ୍ ଜେମ୍ସ୍ ଫ୍ରାଙ୍କଲିନ୍ ୧୮୩୧ ମସିହାରେ ଚଣ୍ଡୁଳ ପ୍ରଜାତି ବିଷୟରେ ଲେଖିଥିଲେ ଓ ସେ ପ୍ରଥମେ ଏହାର ଜୀବବିଜ୍ଞାନ ନାମ ଅଲୌଡା ଗୁଲ୍ଗୁଲା (Alauda gulgula) ବୋଲି ରଖିଥିଲେ ।
ମୂଳ ଈଂରାଜୀ ପୁସ୍ତକର ଲେଖକ ହେଉଛନ୍ତି ପ୍ରସିଦ୍ଧ ଶିକାରୀ ଓ ପରିବେଶବିତ୍ ଜିମ୍ କର୍ବେଟ୍ ।
|୧୭୪୯ ମସିହାରେ ଫରାସୀ ପରିବେଶବିତ୍ ଜୋର୍ଜେସ୍-ଲୁଇ ଲେକ୍ଲେର୍କ୍ କଳା କୁଗାର୍ ବିଷୟରେ ଲେଖିଥିଲେ :|କାୟେନସ୍ଥିତ ରାଜାଙ୍କ ବୈଦ୍ୟ ଏମ୍. ଡେ ଲା ବୋର୍ଡେ ମୋତେ ସୂଚନା ଦେଲେ ଯେ, ଦକ୍ଷିଣ ଆମେରିକୀୟ ମହାଦେଶରେ ତିନି ପ୍ରକାରର ହିଂସ୍ର ଜନ୍ତୁ ଦେଖିବାକୁ ମିଳେ ।
ଯଦି କୌଣସି ପରିବେଶବିତ୍ ଭାବନ୍ତି ଯେ ଟି-୨୪ ସ୍ଥାନାନ୍ତରିତ ହେବା ଭୁଲ, ତେବେ ଯେକୌଣସି ଆସନ୍ନ ନରହତ୍ୟାର ଦାୟିତ୍ୱ ସେମାନଙ୍କୁ ବହନ କରିବାକୁ ହେବ ।
ପରିବେଶବିତ୍ ତଥା ଆମେରିକାର ସିନେଟର ଗେଲର୍ଡ ନେଲସନ ପ୍ରଥମେ ଏହି ଦିବସ ପାଳନ କରିଥିଲେ ।
| ଲୁପ୍ତପ୍ରାୟ କୋଳିର ସୁରକ୍ଷା |ଏହାର ସୁରକ୍ଷାପାଇଁ ଭୁବନେଶ୍ୱର ଜାଗମରାସ୍ଥ ସୃଜନିକା ତରଫରୁ ପରିବେଶବିତ୍ ପୁଷ୍ପଶ୍ରୀ ପଟ୍ଟନାୟକଙ୍କ ଉଦ୍ୟମରେ ବିଭିନ୍ନ ପ୍ରକାରର କୋଳିର ସଂରକ୍ଷଣ ସମ୍ବନ୍ଧରେ ପ୍ରଥମ ପଦକ୍ଷେପ ନିଆଯାଇଅଛି।
environmentalists's Usage Examples:
The debate over water rights continues today, with environmentalists seeking to further increase fishery flows, and the Stanislaus irrigation districts asserting their senior rights to the river.
Tree hugger may refer to: A slang, sometimes derogatory, term for environmentalists Chipko movement, an environmental movement in India TreeHugger, a sustainability.
He was one of the early environmentalists of India, and later he and others associated with the Chipko movement.
For the ensuing decade, use of the moraine was hotly contested between the interests of local residents, developers and environmentalists.
Animal liberationists cannot be environmentalists".
Environmental impactIn July 2005, a Russian court upheld the appeal of environmentalists who claimed in a petition that Sakhalin Energy's environmental impact assessment, was inadequate.
Opening the area to oil and gas exploration was opposed by many environmentalists and residents.
Alex Steffen describes contemporary environmentalists as being split into three groups, dark, light, and bright greens.
It was noted that Tester was not winning admirers on his side, with some liberal environmentalists saying that gives lumber mills control of the national forests.
Synonyms:
reformist, meliorist, crusader, social reformer, Green, reformer, conservationist, tree hugger,
Antonyms:
conservative,