<< entreating entreatment >>

entreatingly Meaning in Odia (Oriya). ( entreatingly ଶବ୍ଦର ଓଡିଆ ଅର୍ଥ)



ଅନୁରୋଧ,

ଦୟାକରି,

entreatingly తెలుగు అర్థానికి ఉదాహరణ:

ଭକ୍ତ ମାଧବେନ୍ଦ୍ର ପୁରୀରୁ ମଲୟ ଚନ୍ଦନ ଆଣି ରେମୁଣା ଦେଇ ଫେରିବା ବାଟରେ ଏଠାକାର ଭକ୍ତ ମାନେ ଏଠାରେ ରହିବା ପାଇଁ ଅନୁରୋଧ କଲେ ।

ସେହି ସମୟରେ ତା'ଙ୍କ ଘନିଷ୍ଠ ବନ୍ଧୁ ଓ ଅକ୍ସ୍-ଫୋର୍ଡ୍ ପ୍ରେସ୍ର ଭାରତୀୟ ଶାଖାର ପ୍ରବନ୍ଧକ ଆର୍. ଇ. ହକିନ୍ସ୍ଙ୍କ ଅନୁରୋଧକ୍ରମେ, ୧୯୩୫ର ଜଙ୍ଗଲ କାହାଣୀମାନଙ୍କୁ ଆଧାର କରି କର୍ବେଟ୍ ଏହି ପୁସ୍ତକଟିକୁ ଲେଖିଥିଲେ ।

ବିଚିତ୍ରବୀର୍ଯ୍ୟଙ୍କ ମୃତ୍ୟୁପରେ, ମା ସତ୍ୟବତୀ ତାଙ୍କର ପ୍ରଥମ ପୁତ୍ର ବେଦବ୍ୟାସଙ୍କୁ ଡକାଇ ପଠାଇଲେ ତାଙ୍କ ଅନୁରୋଧ କ୍ରମେ ବେଦବ୍ୟାସ ନିୟୋଗ ପ୍ରକ୍ରିୟାରେ ଅମ୍ବିକା ଓ ଅମ୍ବାଳିକାଙ୍କର ଗର୍ଭାଧାନ କରାଇଥିଲେ ।

|ଅହଲ୍ୟାଙ୍କ ସୌନ୍ଦର୍ଯ୍ୟରେ ମୋହିତ ଓ କାମାଶକ୍ତ ହୋଇ ଗୌତମ ରୂପରେ ଇନ୍ଦ୍ର ଦେବତା ଆସି ତାଙ୍କ ସାଥିରେ ଯୌନ କ୍ରୀଡ଼ା ନିମନ୍ତେ ଅନୁରୋଧ କରିଥିଲେ ।

| ରାଜନୈତିକ ଜୀବନ |ଚକ୍ରବର୍ତ୍ତୀ ରାଜଗୋପଳଚାରୀଙ୍କ ଅନୁରୋଧରେ ସେ କଂଗ୍ରେସର ସଦସ୍ୟ ହୋଇଥିଲେ ।

ଓକିଲ ଗୋଷ୍ଠୀ ମଧ୍ୟ ଏହାର ବିରୋଧ ପୁର୍ବକ ସୁପ୍ରିମକୋର୍ଟର ବିଚାରପତିମାନଙ୍କୁ କୌଣସି ନୂତନ ପ୍ରଧାନ ବିଚାରପତିଙ୍କ ସହ ନ ବସିବାକୁ ଅନୁରୋଧ କରିଥିଲେ ।

ଏହି ଗସ୍ତକାଳରେ ଗାନ୍ଧୀଜୀଙ୍କ ଇଂରେଜ ବନ୍ଧୁ ଏସ. ଏଫ. ଆଣ୍ଡୃଜ ତାଙ୍କ ଅନୁରୋଧ କ୍ରମେ ଓଡ଼ିଶାର ବିସ୍ତୀର୍ଣ୍ଣ ବନ୍ୟା ପ୍ରପୀଡ଼ିତ ଅଞ୍ଚଳ ପରିଦର୍ଶନ କରି ତାଙ୍କ ଲିଖିତ ‘ଇଣ୍ଡିଆ ଆଣ୍ଡ ସାଇମନ କମିଶନ ରିପୋର୍ଟ’ରେ ଏହି ବନ୍ୟାର କରୁଣ ଚିତ୍ର ମର୍ମସ୍ପର୍ଶୀ ଭାଷାରେ ବର୍ଣ୍ଣନା କରିଥିଲେ, ଯାହା ଫଳରେ ସେ କାଳର ବିହାର-ଓଡ଼ିଶା ସରକାର ବାଧ୍ୟ ହୋଇ ଓଡ଼ିଶାକୁ ତୁରନ୍ତ ରିଲିଫ ସାମଗ୍ରୀ ପଠାଇଥିଲେ ।

ପ୍ରତ୍ୟେକ ବର୍ଷ ଚୈତ୍ର ମାସ ଶୁକ୍ଳପକ୍ଷ ଅଷ୍ଟମୀ ତିଥିରେ ରାମେଶ୍ୱର ପୀଠକୁ ଆସି ପୂଜା ଗ୍ରହଣ କରିବା ପାଇଁ ରାମଚନ୍ଦ୍ରଙ୍କ ଅନୁରୋଧ ରକ୍ଷା କରିବାକୁ ବଚନବଦ୍ଧ ହୋଇଥିବାରୁ, ପ୍ରଭୁ ଲିଙ୍ଗରାଜ ଏହିଦିନ ରଥଯାତ୍ରାରେ ରାମେଶ୍ୱର ମନ୍ଦିର ଆସି ପୁରୁଷୋତ୍ତମ ରାମଚନ୍ଦ୍ର ଓ ତାଙ୍କ ଭାଇମାନଙ୍କ ପୂଜା ଆତିଥ୍ୟ ଗ୍ରହଣ କରିଥାନ୍ତି ।

ସମ୍ବଲପୁରରେ ସେତେବେଳେ ବ୍ରାହ୍ମଣ ନଥିବାରୁ ବଳିୟାର ସିଂହ ପୁରୀ ମହାରାଜଙ୍କୁ ବ୍ରାହ୍ମଣ ଦେବାକୁ ଅନୁରୋଧ କରିଥିଲେ ।

କୀଚକ, ରାଣୀ ସୁଦେଷ୍ଣାଙ୍କୁ ମାଳିନୀଙ୍କ ପ୍ରତି ଥିବା ଦୁର୍ବଳତା ବିଷୟରେ ପ୍ରକାଶ କରିଥିଲେ ଏବଂ ତାଙ୍କ ପାଇଁ ମଦ୍ୟ ପରଷିବାକୁ ସୈରୀନ୍ଧ୍ରୀଙ୍କୁ ପଠାଇବାକୁ ଅନୁରୋଧ କରିଥିଲେ ।

ଉଲ୍ଲେଖ ଅଛି ଯାଜପୁର ପାଇଁ ରାଧାଶ୍ୟାମ ନରେନ୍ଦ୍ର ୭୫ ହଜାର ମହଣ ଧାନ ବୀନା ମୂଲ୍ୟରେ, ଆଦି ନେତା ବିଚିତ୍ରାନନ୍ଦ ଦାସଙ୍କ ଅନୁରୋଧରେ ଦାନ କରିଥିଲେ ।

ଯେତେବେଳେ ସଗରଙ୍କ ପୁଅମାନେ ଫେରି ନ ଯାଆନ୍ତି ସେ (ସଗର) ସେମାନଙ୍କୁ ଖୋଜିବା ପାଇଁ ତାଙ୍କ ନାତି ଅଂଶୁମାନଙ୍କୁ ଅନୁରୋଧ କରନ୍ତି ।

entreatingly's Usage Examples:

enters the room, stands before a large mirror and holds out his arms entreatingly.


the girl runs away at the first opportunity leaving the lamenting bear entreatingly crying for his lost wife.



Synonyms:

importunately, beseechingly, pleadingly, imploringly,

entreatingly's Meaning in Other Sites