enthronement Meaning in Odia (Oriya). ( enthronement ଶବ୍ଦର ଓଡିଆ ଅର୍ଥ)
ସିଂହାସନ, ଶୋଭାଯାତ୍ରା,
Noun:
ଶୋଭାଯାତ୍ରା,
People Also Search:
enthronementsenthrones
enthroning
enthuse
enthused
enthuses
enthusiasm
enthusiasms
enthusiast
enthusiastic
enthusiastical
enthusiastically
enthusiasts
enthusing
entice
enthronement తెలుగు అర్థానికి ఉదాహరణ:
|ପୁରୁଷୋତ୍ତମ ଶ୍ରୀଜଗନ୍ନାଥ ସଂସ୍କୃତି ଗ୍ରନ୍ଥ ଅନୁଯାୟୀ, ରତ୍ନସିଂହାସନରେ ରହିଛି ଚକା ।
ଚତୁର୍ଦ୍ଧା ଦାରୁମୁର୍ତ୍ତିଙ୍କ ସହ ନୀଳମାଧବ ଏବଂ ଶ୍ରୀଦେବୀ (ଲକ୍ଷ୍ମୀଙ୍କ ସୁବର୍ଣ୍ଣ ମୁର୍ତ୍ତୀ) ଓ ଭୂଦେବୀ (ସରସ୍ୱତୀଙ୍କ ରୂପା ମୁର୍ତ୍ତି) ମଧ୍ୟ ରତ୍ନସିଂହାସନାସୀନ ।
ଭକ୍ତମାନେ ବର୍ଷତମାମ ବାଇଶି ପାହାଚ ବାଟଦେଇ ଶ୍ରୀଜୀଉମାନଙ୍କୁ ଦର୍ଶନ କରିବାକୁ ଯାଉଥିବା ବେଳେ ଆଷାଢ଼ ଶୁକ୍ଳ ଦ୍ୱିତୀୟା ଦିନ ଶ୍ରୀଜୀଉମାନେ ଶ୍ରୀମନ୍ଦିରର ରତ୍ନସିଂହାସନ ଛାଡ଼ି ବାଇଶି ପାହାଚ ବାଟ ଦେଇ ବଡ଼ଦାଣ୍ଡରେ ଥିବା ରଥକୁ ଆସିଥାନ୍ତି ।
ମଧ୍ୟାହ୍ନ ଧୂପ ପରେ ଦକ୍ଷିଣ ଘରୁ ରାମକୃଷ୍ଣଙ୍କୁ ଆଣି ସିଂହାସନରେ ବିଜେ କରାଯାଇଥାଏ ।
୧୪୭୬ ଖ୍ରୀ:ଅ:ରେ ପୁରୁଷୋତ୍ତମଦେବ ଜନସମର୍ଥନ ଓ ସମରିକ ଶକ୍ତି ବଳରେ ହମ୍ବୀର ଦେବଙ୍କୁ ପରାସ୍ତ କରି ପୁନର୍ବାର ସିଂହାସନ ହାସଲ କଲେ ଓ ଗଜପତି ସାମ୍ରାଜ୍ୟ ଉପରେ କର୍ତ୍ତୃତ୍ୱ ସାବ୍ୟସ୍ତ କଲେ ।
ଭ୍ରମରବର ୧୯୨୨ରେ ସିଂହାସନ ଅଧିକାର କରିିଥିଲେ, ଯାହାଙ୍କ ରାଜ୍ୟର ରାଜାଙ୍କ ଚିହ୍ନ ବାଘମୁଣ୍ଡ ।
ତେଣୁ ସେ ସିଂହାସନ ଆରୋହନ କଲେ ।
ଉପର ମହଲାରେ ରତ୍ନ ସିଂହାସନ, ଚଉତର, ପ୍ରାର୍ଥନା ମଣ୍ଡପ, ମୁଖଶାଳା ଓ ଉପର ତିନୋଟି ଗମ୍ବୁଜ ନିର୍ମିତ ହୋଇଛି ।
| ମୃତ୍ୟୁ ||ସେ ସମୟର ପ୍ରଥା ଅନୁସାରେ ଅଜାତଶତ୍ରୁ ତାଙ୍କ ପିତାଙ୍କୁ କାରାଗାରରେ ରଖିଥିଲେ ଓ ନିଜେ ସିଂହାସନ ଆରୋହଣ କରିଥିଲେ ।
|ବାଡ଼ି ନୃସିଂହ ବିଜେ|ନୃସିଂହ ମହାପ୍ରଭୁ ଶ୍ରାବଣ କୃଷ୍ଣ ପକ୍ଷ ନବମୀ ତିଥିରେ ମଧ୍ୟାହ୍ନ ଧୂପପରେ ରତ୍ନସିଂହାସନକୁ ବିଜେ କରି ଆଜ୍ଞାମାଳ ପାଇଥାନ୍ତି।
|ରାବଣଙ୍କ ସହ ବିଭୀଷଣଙ୍କ ମତଭେଦ ହେତୁ ସେ ସୀତାଙ୍କୁ ଅପହରଣ କରିବାର ବିରୋଧୀ ଥିଲେ ଏବଂ ରାବଣ ନିଜ ପାଇଁ ସିଂହାସନ ଚାହୁଁଥିବାରୁ ସେ ଲଙ୍କା ଛାଡି ପଳାଇଥିଲେ ।
ସ୍ୱର୍ଣ୍ଣସିଂହାସନରେ ଉପନିବେଶ କରିଥାନ୍ତି ।
enthronement's Usage Examples:
It was traditionally used for the swearing of the oath in the enthronements of new Archbishops of Canterbury, and the tradition has been restored.
However the enthronement was based on the specious plea stating a unanimous dissatisfaction by the people regarding the existing sultanate with a 'mere lad as Sultan, not able to do or undo anything himself'.
The enthronement of the emperor of Japan (即位の礼, Sokui no rei) is an ancient ceremony that marks the accession of a new monarch to the Chrysanthemum Throne.
This Shinto ritual is performed only once by each emperor during the enthronement ceremonies.
Thus the coronations continued, while enthronements could not take place until the Pontiffs".
Immediately after his enthronement, he summoned an ecclesiastic synod which issued 20 decrees on administrative, disciplinary, sacramentary issues.
In later enthronements, this was the most elaborate part of the ceremony, with the edict carried.
In 1999, Queen Rania of Jordan wore Elie Saab for her enthronement.
Naruhito"s enthronement ceremony took place on 22 October 2019, where he was duly enthroned in.
Gaykhatu arrived at Aladagh on 29 June 1292, had a second enthronement, possibly receiving a confirmation from Kublai Khagan.
Jesuit missions in TibetWhile the first two Jesuit mission churches to be established in Tibet followed in direct result of Andrade and Marques' 1624 visit, neither would remain to see the 1642 enthronement of 5th Dalai Lama Lobsang Gyatso at Samdruptse castle in Shigatse as the temporal ruler of Tibet.
In response, Sultan Mehmet sends out enthronements.
Instead, most monarchies in Asia used a form of acclamation or enthronement ceremony, in which the monarch formally ascends to the throne, and may.
Synonyms:
enthronisation, investiture, initiation, induction, installation, enthronization, coronation,
Antonyms:
demotion, folly, finish, natural object,