<< entertainer entertaining >>

entertainers Meaning in Odia (Oriya). ( entertainers ଶବ୍ଦର ଓଡିଆ ଅର୍ଥ)



ଚିତ୍ତାକର୍ଷକ,

Noun:

ଚିତ୍ତାକର୍ଷକ |,

entertainers తెలుగు అర్థానికి ఉదాహరణ:

ଏତତ୍ ବ୍ୟତୀତ ମନ୍ଦିର ଗାତ୍ରମାନଙ୍କରେ ସଂରକ୍ଷିତ ସୂକ୍ଷ୍ମକଳା ମଣ୍ଡିତ ମୂର୍ତ୍ତିଗୁଡ଼ିକର ପୌରାଣିକ କାହାଣୀ ଐତିହାସିକ ତଥ୍ୟର ପ୍ରସ୍ତର ଖୋଦିତ ବର୍ଣ୍ଣନା ଅତ୍ୟନ୍ତ ଚିତ୍ତାକର୍ଷକ

|ଉଙ୍କଳରେ ଥିବା ଚିତ୍ତାକର୍ଷକ ଚନ୍ଦ୍ରମୁଳେଶ୍ୱର/ ଚତୁର୍ଲିଙ୍ଗ ମନ୍ଦିର, ଚାଲୁକ୍ୟଙ୍କ ରାଜତ୍ୱ ସମୟର ।

|ପୁଷ୍ପ- ଚିତ୍ତାକର୍ଷକ, ଏକକ କିମ୍ବା ଗୁଚ୍ଛ ଯୁକ୍ତ ମଧ୍ୟ ହୋଇପାରେ ।

ତାତ୍ରତ୍ୟ ପ୍ରାକୃତିକ ଶୋଭା ନିଶ୍ଚୟ ପ୍ରାଚୀନ ଋଷିମାନଙ୍କର ମନ ଆକର୍ଷିତ କରିଥିବ I ବାସ୍ତବିକ ମହାନଦୀ ତୀରବର୍ତ୍ତୀ ଅରଣ୍ୟ ଓ ଝରଣାର ନୈସର୍ଗିକ ସୌନ୍ଦର୍ଯ୍ୟ ଅତ୍ୟନ୍ତ ଚିତ୍ତାକର୍ଷକ

ଦି ସିନେମା ଜର୍ଣ୍ଣାଲର ଆମେର୍ ସାହେବ୍ ଏହାକୁ ୪ ରେଟିଂ ଦେଇ କହିଥିଲେ, ଚଳଚ୍ଚିତ୍ରଟି, "ଚିତ୍ତାକର୍ଷକ, ଛୁଇଁଲା ଭଳି, ଉଦ୍ଦୀପକ,ଓ ସୁନ୍ଦର, ଯେ ଭାରତର ପ୍ରଥମ ମହିଳା ସୁପରଷ୍ଟାର ଶ୍ରୀଦେବୀଙ୍କର ପ୍ରତ୍ୟାବର୍ତ୍ତନ ବିଜୟ କହିଥିଲେ ।

ଏହି ଚିତ୍ତାକର୍ଷକ ପର୍ବରେ ରାଜ୍ୟ ତଥା ରାଜ୍ୟ ବାହାରୁ ପ୍ରାୟ ୫୦୦ରୁ ଅଥିକ କଳାକାର ଆସି ନିଜ ନିଜର କଳା ନୈପୁଣ୍ୟ ପ୍ରଦର୍ଶନ କରିଥାନ୍ତି ।

ପୁଷ୍ପାଳକ ସେବକମାନେ ଶ୍ରୀଜୀଉମାନଙ୍କୁ ଚିତ୍ତାକର୍ଷକ ଶ୍ରାଦ୍ଧବେଶରେ ସଜ୍ଜିତ କରିଥାନ୍ତି ।

ଏଠାକାର ଚିତ୍ତାକର୍ଷକ ଓ ଭୀମଭୈରବ ଦୃଶ୍ୟରେ ଆକୃଷ୍ଟ ହୋଇ ବହୁ ତୀର୍ଥଯାତ୍ରୀ ବର୍ଷ ତମାମ ଆସିଥାନ୍ତି ।

ଓଡ଼ିଆ ସାହିତ୍ୟ ଜଗତ କୁ ପରିପୁଷ୍ଟ କରିଥିବା ଏହି କାବ୍ୟଟି ଭଗବାନ ଶ୍ରୀକୃଷ୍ଣ ଏବଂ ମାତା ଯଶୋଦାଙ୍କ ମଧ୍ୟରେ ଥିବା ପ୍ରେମ ଓ ସ୍ନେହ କୁ ଚିତ୍ତାକର୍ଷକ ଭାବେ ଉପସ୍ଥାପନ କରିଛି ।

|ଏହାର ପ୍ରାକୃତିକ ପରିବେଶ ଅତି ମନୋହର ଏବଂ ଅତ୍ୟନ୍ତ ଚିତ୍ତାକର୍ଷକ

ଙ୍କ ହସ୍ତରେ ଥିବା ପରି ଦୃଶ୍ୟ ଅତ୍ୟନ୍ତ ଜୀବନ୍ତ ଓ ଚିତ୍ତାକର୍ଷକ

ଏସିଆ ମହାଦେଶରେ ଅନୁଷ୍ଠିତ ଏହି ଶୀତକାଳୀନ ଅଲିମ୍ପିକରେ ଦେଖିବାକୁ ମିଳିଥିଲା ଚିତ୍ତାକର୍ଷକ ପ୍ରତିଯୋଗିତା।

ମନ୍ଦିରର ଗର୍ଭଗୃହଠାରୁ ବାହ୍ୟ ଅଂଶ ଖୁବ୍ ଚିତ୍ତାକର୍ଷକ

entertainers's Usage Examples:

These can include individual musicians to be part of the ship's orchestra, small bands and ensembles as well as variety entertainers such as singers, instrumentalists, magicians, comedians and acrobats.


Grampa is hassled twice by lawyers representing the estates of deceased entertainers: the.


Strates Midway was added during this time, with nationally known entertainers to attract families and teenagers.


The list of entertainers who have toured the inn is extensive.


Furthermore, he argues, The annalists of the first century BC are thus seen principally as entertainers.


one of the game"s great characters and entertainers whose performances ebbed and flowed with how the mood took him.


Very few well-known entertainers have posed nude for photographs.


Today’s griots are nothing more than public entertainers who sing the praises of just about anybody… Chief of the Griots!.


In the 1960s, as West End nightclub owners, the Kray twins mixed with politicians and prominent entertainers such as Diana Dors, Frank.



Synonyms:

performer, draw, soul, master of ceremonies, humorist, bombshell, host, individual, attraction, drawing card, humourist, attractor, attracter, person, somebody, mortal, emcee, busker, someone, performing artist, pleaser,

Antonyms:

male, acquaintance, good guy, introvert, fat person,

entertainers's Meaning in Other Sites