<< enterings enterolith >>

enteritis Meaning in Odia (Oriya). ( enteritis ଶବ୍ଦର ଓଡିଆ ଅର୍ଥ)



ଏଣ୍ଟେରାଇଟିସ୍, ଅନ୍ତନଳୀରେ ପ୍ରଦାହ,

Noun:

ଅନ୍ତନଳୀରେ ପ୍ରଦାହ,

enteritis తెలుగు అర్థానికి ఉదాహరణ:

| ବିକାରୀ ଶରୀର କ୍ରିୟା(Pathophysiology) |କ୍ଷୁଦ୍ର ଅନ୍ତ ଓ ବୃହଦନ୍ତର ସଙ୍କ୍ରମଣ ଯୋଗୁ ହେଉଥିବା ତରଳ ଝାଡା ଓ ବାନ୍ତି ରୋଗକୁ ଗ୍ୟାସ୍ଟ୍ରୋଏଣ୍ଟେରାଇଟିସ୍ କୁହାଯାଏ।

|ଗ୍ୟାସ୍ଟ୍ରୋଏଣ୍ଟେରାଇଟିସ୍ ରୋଗ ଭୁତାଣୁ, ଜୀବାଣୁ, ପରଜୀବୀ ଓ କବକ ମାନଙ୍କଦ୍ୱାରା ହୁଏ ।

| ପ୍ରତିଷେଧ |ଅଣସଂକ୍ରମିତ ଜଳ ଯୋଗାଣ ଓ ଉତ୍ତମ ସ୍ୱାସ୍ଥ୍ୟରକ୍ଷା ଯୋଗୁ ଗ୍ୟାସ୍ଟ୍ରୋଏଣ୍ଟେରାଇଟିସ୍ ରୋଗ ହାର କମିଯାଏ ।

ପିଲାମାନଙ୍କରଏହି ରୋଗରେ ବାନ୍ତି ଲାଗେ ଓ ବାନ୍ତି ହୁଏ ଓ ଅନେକ ସମୟରେ ଗ୍ୟାସ୍ଟ୍ରୋଏଣ୍ଟେରାଇଟିସ୍ ରୋଗରେ ଏହି ଭଳି ହେବାରୁ ତାହାକୁ ସ୍ଟମାକ ଫ୍ଲୁ ଓ ୨୪ ଘଣ୍ଟିଆ ଫ୍ଲୁ ନାମ ଦେଇ କହନ୍ତି ।

ସ୍ୱଳ୍ପ ସ୍ୱାସ୍ଥ୍ୟରକ୍ଷା ଓ ଅପପୁଷ୍ଟି ଥିବା ସ୍ଥାନମାନଙ୍କରେ ବାରମ୍ବାର ଗ୍ୟାସ୍ଟ୍ରୋଏଣ୍ଟେରାଇଟିସ୍ ହୁଏ ଓ ଏହା ସହ ବିକାଶରେ ବାଧା ହୁଏ ଓ ବହୁ ଦିନ ଧରି ବୋଧ ଶକ୍ତି କମିଯାଏ ।

ପାଟିରେ ଆଣ୍ଟିବାୟୋଟିକ ଦେଲେ, ଗ୍ୟାଷ୍ଟ୍ରୋଏଣ୍ଟେରାଇଟିସ୍ ଏବଂ ପୁଷ୍ଟିହୀନତା ଥିଲେ ଏହି ରୋଗ ଅଧିକ ଖରାପ ଦିଗକୁ ଗତି କରେ ।

|ଗଳା ସଂକ୍ରମଣ କିମ୍ବା ଗ୍ୟାଷ୍ଟ୍ରୋଏଣ୍ଟେରାଇଟିସ୍ ପରି ସଂକ୍ରମଣ ଏହି ରୋଗ ହେବା ପୂର୍ବରୁ ହୋଇଥାଏ | ଅନ୍ତର୍ନିହିତ କାର୍ଯ୍ୟ ପ୍ରଣାଳୀରେ ଛୋଟ ରକ୍ତ ନଳୀରେ ଛୋଟ ଆଇଜିଏ ବିଶିଷ୍ଟ ଆଣ୍ଟିବଡି ଇମ୍ମ୍ୟୁନ କମ୍ପ୍ଲେକ୍ସ ଥିବା ଯୋଗୁ ପ୍ରଦାହ ହୁଏ।

| ରୋଗରେ ଭୂମିକା |ଅନ୍ତନଳୀରେ ପ୍ରାକୃତିକ ଭାବରେ ରହୁଥିବା ଅଧିକାଂଶ ଇ କୋଲାଇ ସ୍ଟ୍ରେନ ରୋଗ ସୃଷ୍ଟି କରନ୍ତି ନାହିଁ, କିନ୍ତୁ ଉତ୍କଟ ଶ୍ରେଣୀରେ ଜୀବାଣୁ ହୋଇଥିଲେ ଗ୍ୟାସ୍ଟ୍ରୋଏଣ୍ଟେରାଇଟିସ୍, ମୂତ୍ରାଙ୍ଗ ସଂକ୍ରମଣ, ନବଜାତ ମେନିଞ୍ଜାଇଟିସ୍, ହେମୋରେଜିକ କୋଲାଇଟିସ ଓ କ୍ରନ୍ ରୋଗ ସୃଷ୍ଟି କରିପାରନ୍ତି ।

|ପ୍ରତ୍ୟେକ ବର୍ଷ ଗ୍ୟାସ୍ଟ୍ରୋଏଣ୍ଟେରାଇଟିସ୍ ରୋଗରେ ୩ରୁ ୫ ନିୟୁତ ଲୋକ ଆକ୍ରାନ୍ତ ହୋଇ ୧.୪ ନିୟୁତ ଲୋକ ମୃତ୍ୟୁ ବରଣ କରନ୍ତି ।

ଋତୁସ୍ରାବ ଓ ଗ୍ୟାସ୍ଟ୍ରୋଏଣ୍ଟେରାଇଟିସ୍ ହେଲେ ସ୍ମୁଥ ମାଂସ ପେଶୀରେ କ୍ରାମ୍ପ ହୁଏ ।

କେତେକ ଭୁତାଣୁ ଜନିତ ଗ୍ୟାସ୍ଟ୍ରୋଏଣ୍ଟେରାଇଟିସ୍ ରୋଗରେ ଜର, ଥକ୍କାଣ, ମୁଣ୍ଡ ବଥା ଓ ମାଂସ ପେଶୀ ଯନ୍ତ୍ରଣା ହୁଏ ।

enteritis's Usage Examples:

intussusception, Henoch–Schönlein purpura, lobar pneumonia Adults regional enteritis, renal colic, perforated peptic ulcer, testicular torsion, rectus.


Many literature reports state or imply that Plesiomonas shigelloides actually caused the diarrhea/gastroenteritis.


5 at the conclusion of the tournament, after withdrawing before his semifinal match with Rafael Nadal due to gastroenteritis.


Oxapium iodide (ciclonium or cyclonium, trade name Oxaperan) is an antispasmodic indicated for the treatment of gastritis, gastroduodenal ulcer, enteritis.


F, Warner TD, Kelsell DP, Macdonald TT (2012) Cryptogenic multifocal ulcerating stenosing enteritis associated with homozygous deletion mutations in cytosolic.


It is also effective for treating gastroenteritis.


months of growth, but due to the normal development of organisms of putrescence during that time, such specimens could cause gastro-enteritis.


650 – poult enteritis mortality syndrome MeSH C22.


developing flame photometry and chromatography, enzymology, fat balances and chylomicron counting, and for conducting research on gastroenteritis, calcium and.


turtles are susceptible to diseases such as pneumonia, dystocia, bone decalcification, vitamin deficiency, gastroenteritis, and prolapses.


include eosinophilic myocarditis, eosinophilic esophagitis, eosinophilic gastroenteritis, eosinophilic cystitis, eosinophilic pneumonia, eosinophilic fasciitis.


FPLV is commonly referred to as:feline infectious enteritis virus (FIE)feline parvovirus (FPV or FP or feline parvo)feline parvoviral enteritisIt is sometimes confusingly referred to as cat plague and feline distemper.



Synonyms:

necrotizing enteritis, inflammation, rubor, redness,

Antonyms:

exciting, unexciting, achromatic color,

enteritis's Meaning in Other Sites