entail Meaning in Odia (Oriya). ( entail ଶବ୍ଦର ଓଡିଆ ଅର୍ଥ)
ପ୍ରବେଶ କର, ଫଳ ସ୍ଵରୂପ,
Verb:
ଫଳ ସ୍ଵରୂପ,
People Also Search:
entailedentailing
entailment
entailments
entails
entally
entame
entamed
entaming
entangle
entangled
entanglement
entanglements
entangler
entangles
entail తెలుగు అర్థానికి ఉదాహరణ:
ପୁଣି ପ୍ରଭୁଙ୍କ ଆଦେଶ ପ୍ରକାରେ ତାଙ୍କ ଗର୍ଭରେ ପ୍ରବେଶ କରି ବିଶ୍ୱ ବ୍ରହ୍ମାଣ୍ଡ ଦର୍ଶନ କରିଥିଲେ ।
ଖାଲି ପାଦରେ ସେହି ସ୍ଥାନରେ ଚାଲିଲେ ଲାର୍ଭା ଚର୍ମରେ ଲାଗିଯାଆନ୍ତି ଓ ଚର୍ମକୁ ଭେଦ କରି ଦେହରେ ପ୍ରବେଶ କରନ୍ତି ।
କଳ୍ପବଟ ତଳେ ବଟଗଣେଶ ଏବଂ ବଟମଙ୍ଗଳାଙ୍କୁ ଦର୍ଶନ କରି ସାତପାହାଚ ବାଟେ ନାଟମଣ୍ଡପରେ ପ୍ରବେଶ କରନ୍ତି ।
କାଳଭୈରବ ଆଜ୍ଞାମାନି ନିଜକୁ ଗୋଡ଼ପଟରୁ ଭକ୍ଷଣ କରି ଛାତି ପାଖରେ ପହଞ୍ଚିବା ପରେ ଶିବ ତାକୁ ସେଇଠି ଅଟକି, ସେହି ରୂପରେ ମନ୍ଦିରର ମୁଖଶାଳା ବା ପ୍ରବେଶଦ୍ୱର ସାଜିବାକୁ ନିର୍ଦ୍ଦେଶ ଦେଲେ ଓ ଯେଉଁ ଭକ୍ତ ସେଥିମଧ୍ୟରେ ପ୍ରବେଶ କରି ଠାକୁର ଦର୍ଶନକୁ ଯିବ ତାହର ସମସ୍ତ ପାପ କ୍ଷୟ ହେବ ବୋଲି ମହାଦେବ ଆଜ୍ଞା କଲେ ।
ରୋଗର ସଙ୍କଟ କାରକଗୁଡିକ ଉପରେ ବିପଦ ନିର୍ଭର କରେ | ଏହାର ଅନ୍ତର୍ନିହିତ କାର୍ଯ୍ୟ ପ୍ରଣାଳୀରେ ଅଟୋମ୍ୟୁମ୍ୟୁନ ରୋଗ ଯୋଗୁ ନିଉଟ୍ରୋଫିଲ ରକ୍ତନଳୀର ଭିତର ସ୍ତରରେ ପ୍ରବେଶ କରନ୍ତି ।
|ଅଣୁଜୀବ ରକ୍ତ ମାଧ୍ୟମରେ ଅଥବା ସନ୍ନିକଟସ୍ଥ ତନ୍ତୁରୁ(ନାକ ଭିତରୁ ବ ଚର୍ମରୁ) ମେନିଞ୍ଜେସରେ ପ୍ରବେଶ କରନ୍ତି ।
|ଅଭିନୟ ଜୀବନ|ସାଗର ଦାସ ୧୯୬୫ ମସିହାରେ ଓଡ଼ିଆ କଥାଚିତ୍ର ଅଭିନେତ୍ରୀ ଜରିଆରେ ଅଭିନୟ ଜଗତରେ ପ୍ରବେଶ କରିଥିଲେ ।
ସେ ଅଭିନୟ ଜଗତରେ ପ୍ରବେଶ କରିବାବେଳେ ଜୁନିଅର ସ୍କୁଲରେ ପଢ଼ୁଥିଲେ ।
| ଶାସନ କାଳ | ତମ୍ବପାନ୍ନି |ଯେତେବେଳେ ବିଜୟ ସିଂହଳରେ ପ୍ରବେଶ କରିଥିଲେ, ତମ୍ବପାନ୍ନି ରାଜ୍ୟ ବିଜୟ ଏବଂ ତାଙ୍କର ୭୦୦ ଅନୁଗାମୀଙ୍କଦ୍ୱାରା ପ୍ରତିଷ୍ଠିତ ହୋଇଥିଲା ।
|କଥାଚିତ୍ର ଜୀବନ|ବବ୍ଲି ସପ୍ତମ ଶ୍ରେଣୀରେ ପଢ଼ୁଥିବା ବେଳେ ଜଣେ ଓଡ଼ିଆ ଆଲବମ୍ ନିର୍ଦେଶକଙ୍କ କଥାରେ ଆଲବମ୍ ଜଗତରେ ପ୍ରବେଶ କରିଥିଲେ ।
ଏହି ମତ ଅନୁଯାୟୀ ସ୍ପଷ୍ଟ ସୂର୍ଯ୍ୟ ମେଷ ବିନ୍ଦୁରେ ପ୍ରତ୍ୟେକ ବର୍ଷ ପ୍ରାୟ ଅପ୍ରେଲ ୧୪/୧୫ ତାରିଖରେ ପ୍ରବେଶ କରନ୍ତି ।
ଏହି ପଦ୍ଧତି ଅନୁସାରେ କଟିର ପୃଷ୍ଠ ଭାଗରେ ଥିବା ଦୁଇ ମେରୁ ହାଡ ମଧ୍ୟ ଦେଇ ଗୋଟିଏ ଲମ୍ବା ଇଞ୍ଜେକ୍ସନ ଛୁଞ୍ଚି ମେରୁ କେନାଲ ମଧ୍ୟକୁ ପ୍ରବେଶ କରେଇ ସେଠାରେ ଥିବା ତରଳ ପଦାର୍ଥ ଟାଣି ଅଣାଯାଏ ।
ବର୍ତ୍ତମାନ ସମୟରେ ପର୍ଯ୍ୟଟକମାନେ ପ୍ରଥମେ ଏହି ଗୁମ୍ଫାରେ ପ୍ରବେଶ କରିଥାନ୍ତି ।
entail's Usage Examples:
consolidation is a form of debt refinancing that entails taking out one loan to pay off many others.
entailment: (1) The logical consequence relation relies on the logical form of the sentences: (2) The relation is a priori, i.
moral truths, error theory entails moral nihilism and, thus, moral skepticism; however, neither moral nihilism nor moral skepticism conversely entail error.
He had inherited the entailed manor and important iron-works of Leufsta (Lövsta) in Uppland from his childless uncle and namesake and would substantially increased the wealth of the estate.
Access to this waterfall entails a mildly steep 0.
Modern highline rigging typically entails a mainline of webbing, backup webbing, and either climbing rope or amsteel rope for redundancy.
The earlier armet often had a small aventail, a piece of mail attached to the bottom edge of each cheek-piece.
playing style entails lethal shovel serves, strawberry receives, fast short-pimpled backhand punches and flat forehand smashes.
The modern preparation entails the reaction of fluorine with a dilute aqueous solution of sodium hydroxide, with sodium fluoride.
It was considered important that a British-made vehicle was produced in order to reduce the reliance on American vehicles and the foreign expenditure that entailed.
definition of the term aggravated felony by entailing a great many more crimes but also explicitly stated that the term "aggravated felony" must be applied.
Spiritual progress entails the ascesis and mortification that gradually lead to living in the peace and joy of.
Snagging, also known as snag fishing, snatching, snatch fishing, jagging (Australia), or foul hooking, is a method of fishing that entails catching a.
Synonyms:
imply, mean, necessitate,
Antonyms:
act, stay, take office, work time,